ପୁରୁଣା ରୁ ପୁରୁଣା କାଶ ମୂଳରୁ ଭଲ ହୋଇଯିବ, 6 ମାସର ଶିଶୁଠୁ ନେଇ 90 ବର୍ଷର ବୁଢାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କାଶ ଭଲ କରିଦେବ ଏହି ଉପାୟ (Health Tips)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଦେଶରେ ବ୍ୟାପିଥିବା କୋରନା ମହାମାରୀ ରୁ ବଂଚିବା ପାଇଁ ଥଣ୍ଡା ଓ କାଶ ଠାରୁ ଦୂରେଇ ରହିବା ଆବଶ୍ୟକ । ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଛାତି ରେ କଫ ଜମି ଥିବା ସମସ୍ୟା ଦେଖାଯାଏ । ଯାହାଦ୍ୱାରା ଶୁଖିଲା କାଶ ହୋଇଥାଏ । ସେମାନେ ବିଭିନ୍ନ ପ୍ରକାର ଔଷଧ ର ସେବନ ମଧ୍ୟ କରିଥାନ୍ତି । କିନ୍ତୁ ତାଙ୍କୁ କୌଣସି ଲାଭ ହୋଇନଥାଏ । ବନ୍ଧୁଗଣ ଯଦି ଆପଣଙ୍କ ମଧ୍ୟରେ ବି ଏହି ସମସ୍ୟା ରହିଛି ତେବେ ଆମେ ଆପଣ ମାନଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତା’ର ପ୍ରୟୋଗ ଦ୍ବାରା ଆପଣ ଏହି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ ।

ଏହି ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ଆୟୁର୍ବେଦ ଏବଂ ବହୁତ ସହଜ ଅଟେ । ତେବେ ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଏହି ଘରୋଇ ଉପଚାର ପାଇଁ ଆପଣ ଙ୍କୁ କିଛି ଲବଙ୍ଗ,କିଛି ଗୋଲମରିଚ ଏବଂ ଖଣ୍ଡେ ଅଦା । ତେବେ ପ୍ରଥମେ ଆପଣ ଅଦାକୁ ଭଲ ଭାବରେ ଛେଲି ଦିଅନ୍ତୁ ଏକ ଦମ ଚୋପା କାଢି ଦିଅନ୍ତୁ । ଏହା ପରେ ଗୋଲ ମରିଚ ଏବଂ ଲବଙ୍ଗ କୁ ତାୱା ରେ ସେକି ଦିଅନ୍ତୁ କଳା ହେବା ପରେ ଆପଣ ସେହିଥିରେ ଅଦା କୁ ମଧ୍ୟ ହାଲକା ସେକି ଦିଅନ୍ତୁ ।

ଏହା ପରେ ଅଦା କୁ ଭଲ ଭାବରେ ଛେଚି ତାର ଏକ ପେଷ୍ଟ କରନ୍ତୁ ଏବଂ ଗୋଲମରିଚ ଏବଂ ଲବଙ୍ଗ କୁ ମଧ୍ୟ ହେମଦସ୍ତା ରେ କୁଟି ତାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ତେବେ ଏହା ପରେ ଯଦି ଆପଣଙ୍କ ଘରେ କେହି ଛୋଟ ପିଲାଙ୍କ ର କାଶ ହୁଏ ତେବେ ଆପଣ ଅଳ୍ପ ଗୋଲମରିଚ ଏବଂ ଲବଙ୍ଗ ର ଗୁଣ୍ଡ ରେ ଅଳ୍ପ ମହୁ ମିଶାଇ ଚଟେଇବା ପରେ ଗରମ ପାଣି ଦେଇ ଦିଅନ୍ତୁ ଏହା ଦ୍ୱାରା ଭୟଙ୍କର ରୁ ଭୟଙ୍କର କାଶ ମଧ୍ୟ ଭଲ ହୋଇଯିବ ।

ଯଦି ବଡ଼ ପିଲା ଙ୍କୁ କାଶ ହୁଏ ତେବେ ଆପଣ ଅଧ ଚାମଚ ଏହି ଗୋଲମରିଚ ଏବଂ ଲବଙ୍ଗ ଗୁଣ୍ଡ କୁ ନିଅନ୍ତୁ ଏବଂ ସେଥିରେ ଗୋଟିଏ ଚାମଚ ମହୁ ମିଶାନ୍ତୁ ଏହା ସହିତ ଚାରି ରୁ ପାଞ୍ଚ ଟୋପା ଅଦା ରସ ପକାନ୍ତୁ ଏହା ପରେ ତାକୁ ଚାଟିବା ପରେ ଆପଣଙ୍କ ର ସମସ୍ତ ଭୟଂକର କାଶ ଭଲ ହୋଇଯିବ । ତେବେ ଏହି ଘରୋଇ ଉପଚାର ଦ୍ୱାରା ଆପଣଙ୍କ ର ଏହି କାଶ ର ସମସ୍ୟା ଦୁର ହୋଇଯିବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *