ନମସ୍କାର ବନ୍ଧୁଗଣ ତେବେ ବୟସ ଅଧିକା ହୋଇଗଲା, ଅଥବା ଡାଇବେଟିସ ରୋଗ ହୋଇଛି, ବ୍ଲଡ଼ ପ୍ରେସର ହୋଇଛି, ତଥା ଶରୀର ଦୁର୍ବଳ ହୋଇଯାଉଛି, ସନ୍ତାନ ସମ୍ଭଗ କରିବାର ଶକ୍ତି ହ୍ରାସ ପାଇ ଯାଉଛି । ଯେଉଁ କାରଣରୁ ଆପଣଙ୍କର ଧର୍ମପତ୍ନୀ ଅଥବା ସ୍ତ୍ରୀ ଅମଙ୍ଗ । ଆପଣ ଜାଣୁଛନ୍ତି ଆପଣଙ୍କ ଦୁର୍ବଳତା କଣ ଅଟେ ? ବିକାର କେଉଁଠାରେ ଅଛି ? ପୁରୁଷାର୍ଥ ର ବିକାର ଅଛି । ତାହା ହେଉଛି ଯେତେବେଳେ ପାଣି ପିଇବେ, ଟିକିଏ ଉଷୁମୁ ପାଣି ସେଥିରେ ମହୁ ଟିକିଏ ଲୁଣ ଟିକିଏ ମିଶାଇ ୬ ମାସ ଆପଣ ପ୍ରୟୋଗ କରନ୍ତୁ।
ତେବେ ଏହା ସହିତ ଗୋଟିଏ ଲେଖାଏଁ ଲବଙ୍ଗ ପାଟିରେ ପକାନ୍ତୁ । ରୋଗ ନିଶ୍ଚିତ ସମାପ୍ତ ହେବ ।ତେବେ ଆଉ ଏକ ପ୍ରଶ୍ନ ଉଠେ କି ମଣିଷ ପାଖରେ ପଇସା କାହିଁକି ରହେ ନାହିଁ ? କେଉଁ କେଉଁ ଦୁର୍ଗୁଣ ଥିଲେ, ମଣିଷ ପାଖରୁ ପଇସା ପଳାଇ ଯାଏ ? ପଇସା ଙ୍କୁ ଲକ୍ଷ୍ମୀ କୁହାଯାଏ । ଗୁରୁବାରରେ କଣ କଣ ଆପଣ ପାଳନ କରିବେ ମନେ ରଖନ୍ତୁ।
ତେବେ ଗୁରୁବାରରେ ଚାଉଳ, ଖଇ, ଚୂଡା ଭାଯିବେ ନାହିଁ । ଆମିଷ ଭୋଜନ କରିବେ ନାହିଁ । ତୁଳା ଭିଡିବେ ନାହିଁ । ଲାଉ ରେ ଆମିଷ ମିଶାଇ ଖାଇବେ ନାହିଁ । ଏବଂ ଖଟର ଛାଇ ତଳେ ଶୋଇବେ ନାହିଁ । ଖାଇଲା ସମୟରେ ହାତରୁ ଅର୍ଣ୍ଣ ତଳେ ପଡିଲେ ଧରିତ୍ରି ମାତା କୋପ କରନ୍ତି । ଏବଂ ମୁହଁ ନ ଧୋଇ ଭୋଜନ କରିଲେ ସଭାରେ ବସି ମିଛ କହିଲେ, ନିଦରୁ ଉଠି ମୁହଁ ଯଦି ନ ଧୋଇବେ ।
ତେବେ ବିନା ଆସନରେ ଭୂମିରେ ବସିବେ, ଅନ୍ଧାର ଘରେ ଭୋଜନ କରିବେ, ପିନ୍ଧା ଲୁଗା କାନିରେ ବିଞ୍ଚି ହେଉଥିବେ, ନଖ ମୁନରେ ଭୂମି ବିଦାଡିତ କରୁଥିବେ, ଗୁରୁଜନ ଙ୍କୁ ଭକ୍ତି କରିବେ ନାହିଁ, ସ୍ନାନ ପରେ ତୈଳ ଲଗାଉ ଥିବେ, ଏସବୁ କରିଲେ ମନୁଷ୍ୟ ଧନହୀନ ହୋଇଥାଏ । ଅର୍ଥାତ ମନୁଷ୍ୟ ପାଖରେ ଧନ ରହିବ ନାହିଁ । ଆସିବ ଯେମିତି ସେମିତି ପଳେଇ ଯିବ।
ତେବେ ଅର୍ଥାତ ମନୁଷ୍ୟ ପାଖରେ ଧନ ରହିବ ନାହିଁ । ଆସିବ ଯେମିତି ସେମିତି ପଳେଇ ଯିବ । ଏହି କାର୍ଯ୍ୟ ପ୍ରତି ଆପଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଆମ୍ଭେ ମାନେ ନିଜ ନୀତି ଦିନିଆ କାର୍ଯ୍ୟ ରେ ଅନେକ ଗୁଡିଏ ଭୁଲ କରିଥାଉ ଯାହା ଫଳରେ ଆମ୍ଭକୁ ନାନା ପ୍ରକାରର ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ ।
ଏଣୁ ଆପଣ ଏଭଳି ଭୁଲ କିଛି ଜାଣିଶୁଣି କରନ୍ତୁ ନାହିଁ ଯାହା ଆପଣଙ୍କୁ ବହୁତ ବଡ ଅସୁବିଧାରେ ପକାଇବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ