କାହାକୁ କିଛି ନ କହି ପର୍ସରେ ରଖନ୍ତୁ ଏହି ଜିନିଷ, ହୁଏ ଧନବୃଦ୍ଧି (Vastu Shastra)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରନ୍ତି । ଏକ ଭଲ ଜୀବନୀ ପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି । ସାଧାରଣତଃ ଲୋକମାନେ ସକାଳେ ଟଙ୍କା ଭରିଥିବା ପର୍ସ ନିଅନ୍ତି ହେଲେ ରାତିରେ ଫେରିବା ବେଳେ ପର୍ସ ଖାଲି ହୋଇଯାଏ । ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ଆର୍ଥିକ ସମସ୍ୟାରେ ଗତି କରୁଛନ୍ତି ।

ଯଦି ଆପଣ ନିଜ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁ ଛନ୍ତି ତା ହେଲେ ପର୍ସ ସହ ଜଡିତ କିଛି କଥା ଗୁଡିକୁ ନିଶ୍ଚୟ ଧ୍ୟାନ ରଖନ୍ତୁ । ଆଜି ଆମେ ଆପଣ ମାନଙ୍କୁ ପର୍ସ ସହ ଜଡିତ କିଛି ଏପରି କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ମାନିଲେ ଆପଣଙ୍କ ପର୍ସ ସର୍ବଦା ଭରପୁର ହୋଇ ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି ଆପଣ ପର୍ସ କିଣି ଆଣୁଛନ୍ତି ତା ହେଲେ ଭଲ ହେଲେ ଯଦି ଆପଣଙ୍କୁ କେହି ପର୍ସ ଗିଫ୍ଟ କରନ୍ତି ତେବେ ସେହି ପର୍ସ ଆପଣଙ୍କ ପାଇଁ ଶୁଭଦାୟକ ଅଟେ । ଗିଫ୍ଟରେ ଆଣିଥିବା ପର୍ସରେ ଆପଣଙ୍କ ପର୍ସ କେବେବି ଖାଲି ହେବ ନାହିଁ ।

୨. ଦ୍ଵିତୀୟ କଥା ହେଉଛି ଯଦି ଆପଣ ପର୍ସ ବ୍ୟବହାର କରୁଛନ୍ତି ତା ହେଲେ ବର୍ଷକୁ ଥରେ ଆପଣ ପର୍ସ ନିଶ୍ଚୟ ବଦଳାନ୍ତୁ । ପର୍ସ ଭଲ ଥାଉ ବା ନଥାଉ ଆପଣ ବର୍ଷକୁ ଥରେ ପର୍ସ ବଦଳାଇବା ନିହାତି ଆବଶ୍ୟକ । କେତେଜଣ ଭାବନ୍ତି ତାଙ୍କ ପର୍ସ ବହୁତ ଲକି ପର୍ସ ରଖିବା ଦିନ ଠାରୁ ଧନ ବୃଦ୍ଧି ଯାହାଫଳରେ ସେମାନେ ପର୍ସ ବଦଳନ୍ତି ନାହିଁ ହେଲେ ଏହା ଭାବିବା ଭୁଲ ଅଟେ । ବନ୍ଧୁଗଣ ଟଙ୍କାକୁ ଆମେ ଲକ୍ଷ୍ମୀ ଭାବି ଥାଉ ଓ ଲକ୍ଷ୍ମୀ କେବେ ଅପରିଷ୍କାର ଜାଗାରେ ରୁହନ୍ତି ନାହିଁ ।

୩. ଯଦି ଆପଣଙ୍କ ପର୍ସ ଫାଟି ଯାଇଛି ବା ଚିରି ଯାଇଛି ତା ହେଲେ ସେହି ପର୍ସକୁ ତୁରନ୍ତ ବଦଳାଇ ଦିଅନ୍ତୁ । ଏହି ଚିରା ଫଟା ପର୍ସର ବ୍ୟବହାର କାଲେ ଅଯଥା ଖର୍ଚ୍ଚ ବଢି ଥାଏ ଓ ଧନ ହାନି ହୋଇଥାଏ । ତେଣୁ ଆପଣ ମାନେ ଚିରା ଫଟା ପର୍ସର ବ୍ୟବହାର ନକରି ନୂଆ ପର୍ସ କିଣନ୍ତୁ ।

୪. ବନ୍ଧୁଗଣ ଧନ ବଢାଇବା ପାଇଁ ଆପଣ ମାନେ ଏକ ରୂପା ମୁଦ୍ରା ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଆଣି ନିଜ ପର୍ସ ଭିତରେ ରଖନ୍ତୁ । ଏହା ସହିତ ଏକ କଉଡି ଓ ଶଙ୍ଖନାଭି ଚକ୍ରକୁ ଆପଣ ମାନେ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଆଣି ନିଜ ପର୍ସରେ ରଖନ୍ତୁ ଦେଖିବେ ଆପଣଙ୍କ ପର୍ସ କେବେବି ଖାଲି ହେବ ନାହିଁ ଓ ସର୍ବଦା ଧନରେ ପରିପୂର୍ଣ୍ଣ ରହିବ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *