“ପୁରୀରେ ତ ଅଠର ନଳା, କିନ୍ତୁ ଏଠି କେତେ ନଳା..କେତେ ନେତା ମନ୍ତ୍ରୀ ତା ପାଖରେ ରାତି କାତିଛନ୍ତି, କେତେ ଲୋକଙ୍କୁ ସେ…’ କଣ କହିଲେ Sura ଭାଇ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଏବେ ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ଅର୍ଚ୍ଚନା ସୋସିଆଲ ମିଡିଆ ମାଧ୍ୟମରେ ଅନେକ ବଡ ବଡିଆ ଲୋକଙ୍କୁ ପ୍ରେମ ଜାଲରେ ଫସାଉ ଥିଲେ ଆଉ ତାଙ୍କୁ ନିଜ ଘରକୁ ଡାକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ଶାରୀରିକ ସମ୍ପର୍କର ଭିଡିଓ ସେ ଏକ ସିକ୍ରେଟ କ୍ୟାମେରାରେ କଏଦ କରି ରଖୁଥିଲେ । ଆଉ ଏହା ପରେ ସେ ସବୁ ବ୍ୟକ୍ତି ମାନଙ୍କ ଠାରୁ ଟଙ୍କା ଲୁଟୁ ଥିଲେ ।

ତେବେ ଏଥିରେ ଓଡିଆ ପ୍ରଜଜୋକ ଅକ୍ଷୟ ପରିଜା ବି ସାମିଲ ଅଛନ୍ତି । ଏବେ ଅର୍ଚ୍ଚନାଙ୍କୁ ଗିରଫ କରିଛି ପୋଲିସ ଆଉ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ତେବେ ସୁର ଭାଇ କହିଛନ୍ତି-‘କେତେ ଲିକ୍ ତାର ଅଛି କି ସେଣ୍ଟର ତାର ମୁଁ ଜାଣି ପାରୁନି । ମୁଁ ଦେଖିଛି ପୁରା ଗଲା ବେଳୁ ଅଠର ନଳା ହେଲେ ଏଠି ତାର କେତେ ନଳା କିସି ସୀମା ନାହିଁ ।

କେତେ ନେତା ପସିଛନ୍ତି କେତେ ଆଇଏଏସ ଆଇପିଏସ ପସିଛନ୍ତି ସୀମା ନାହିଁ । ତାହା ନହେଲେ 4 ବର୍ଷରେ ସେ ଯାହା ସମ୍ପତ୍ତି କରିଛି ଟାଟା ବିର୍ଲା କରିପାରିବେନି । ସେ ଯାହା ହେଉ ମାନିବାକୁ ପଡିବ ତାକୁ ତାର ନେତୃତ୍ଵ ଏତେ ଲୋକ ଗ୍ରହଣ କରିଛନ୍ତି ତାକୁ ଆରେ ବାପ ରେ ମୁଁ ତାକୁ ଧନ୍ୟବାଦ ଦେଉଛି । ଏହା ସହିତ କଡାକଡି ତା ବିରୋଧରେ ସରକାର କେସ କରିଛନ୍ତି ଧନ୍ୟବାଦ ।

କଡାକଡି ଏହାର ଯାଞ୍ଚ କରାଯାଉ କେଉଁ ଦଳର ନେତା କେତେ ଅଛନ୍ତି କିଏ କେତେ ବାଟ ଯାଇଛନ୍ତି ଏବଂ ଆଇଏଏସ, ଆଇପିଏସ ଅଛନ୍ତି ତାଙ୍କୁ ବାହାର କରାଯାଉ । ଆଉ ଗୋଟେ କଥା ମୁଁ ଗୋଟେ ନେତା ପ୍ରତିଦିନ ମୋର ଦେଢ ହଜାର ଦୁଇ ହଜାର ଯିଏ ପାରୁଛି ମୋର ଫଟୋ ଚିପି ନେଉଛି ।

କିଏ ଯଦି ଫଟୋ ନେଇ ବାହାର କରିଦେବ ତା ହେଲେ କଣ ମୁଁ ଯିବି ମୁଁ ପରିସ୍ରା କରିବାକୁ ବି ଯାଏନି ସେଠି । କିଏ କେଉଁଠି କଣ କରିଥିବ କିଏ କହିବ । ମୁଁ କହିଲି ଅଠର ନଳା ପୁରୀରେ ସେଠି ଏତେ ନଳା କିଏ କେଉଁଠି କେତେବେଳେ ବୁଡି ବାହାରିଛି ମୁଁ କେମିତି କହିବି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *