Puri ସମୁଦ୍ର କୂଳରେ ଲାଗିଲା ବିରାଟ ବଡ ତିମି, ଦେଖନ୍ତୁ କେମିତି ତିମିକୁ ଟାଣୁଛି JCB, ଦେଖନ୍ତୁ Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓଟି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ସମୁଦ୍ର ଭିତରେ ଅନେକ ପ୍ରାଣୀ ରୁହନ୍ତି । ଯେମିତି ଜଙ୍ଗଲର ରାଜା ହେଉଛି ବାଘ ସେମିତି ସମୁଦ୍ରର ରାଜା ତିମିକୁ ମାନା ଯାଇଥାଏ ।

ତିମି ମାଛଟି ଆକାରରେ ବହୁତ ବଡ ହେବା ସହିତ ବହୁତ ଘାତକ ମଧ୍ୟ ହୋଇଥାଏ । ଏହି ମାଛ ସହ ଜଡିତ ଏକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ମାଛ ସହ ଜଡିତ ଏକ ଘଟଣାର ଭିଡିଓ ବର୍ତ୍ତମାନ ଚର୍ଚାରେ ରହିଛି । ଭାଇରାଲ ହେଉଥିବା ଭିଡିଓଟି ହେଉଛି ଏକ ସମୁଦ୍ର କୁଳର । ସମୁଦ୍ର କୁଳରେ କିଛି ଲୋକ ଓ ଏକ ଜେସିବି ଏକ ତିମି ମାଛକୁ ଦଉଡିରେ ଟାଣୁ ଥିବାର ନଜର ଆସୁଛନ୍ତି ।

ତିମି ମାଛଟି ସମୁଦ୍ର କୁଳରେ ପଡି ରହିଥିବା ବେଳେ ପ୍ରଥମେ ସ୍ଥାନୀୟ ଲୋକମାନେ ମାଛଟିକୁ ଦେଖିଥିଲେ । ଏହା ପରେ ଲୋକମାନେ ଜେସିବି ଗାଡି ଡକାଇ ତିମି ମାଛର ଉଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୃତ ତିମି ମାଛଟି ସମୁଦ୍ର କୂଳରେ ପଡି ଥିବାର ନଜର ଆସୁଛି ଓ ଜେସିବି ଏକ ଦଉଡି ଦ୍ଵାରା ତିମି ମାଛଟିକୁ ଟାଣୁଛି ।

ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଘଟଣାଟି କୃଷ୍ଣ ପ୍ରସାଦ ଅଞ୍ଚଳରେ ସମୁଦ୍ର କୂଳରେ ଘଟିଛି । ଏହି ଘଟଣାକୁ ନେଇ ସବୁ ଆଡେ ଚର୍ଚା ଚାଲିଛି ଓ ଲୋକମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *