ଷଷ୍ଠ ଥର ନବୀନ ସରକାର ! 2024 ଗଣତନ୍ତ୍ରର ମହାପର୍ବର ବୁଥ ବାହୁଡା ଜନମତ ରିପୋର୍ଟ ଅନୁସାରେ ଶେଷ 40 ବିଧାନସଭା ବିଜେଡି ସପକ୍ଷରେ 117 ଓ ବିଜେପି ସପକ୍ଷରେ 11 କଙ୍ଗ୍ରେଶକୁ 2 ଟି ଆସନ ମିଳିପାରେ । ତେବେ କିଛି ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ଏଭଳି କିଛି ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 4 ସଂସଦୀୟ କ୍ଷେତ୍ର ଅଧିନସ୍ଥ 28 ବିଧାନସଭା ଆସନରୁ ବିଜେଡି 23, ବିଜେପି 2 ଟି ଆସନରେ ବିଜୟୀ ହୋଇପାରନ୍ତି ବୋଲି ଅନୁମାନ କରାଯାଇଛି ।
ତେବେ ନିର୍ବାଚନର ଫଳାଫଳରେ ନବୀନଙ୍କ ନୀତିକୁ ଶୀକୃତି ମିଳିବାକୁ ଯାଉଛି । ଓଡିଶାବାସୀ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି । ତେବେ ଏ ନେଇ ଅଧିକ କିଛି ଚାଲନ୍ତୁ ଜାଣିବା । ତେବେ ନିର୍ବାଚନ ପରେ ଯାହା ସର୍ଭେ ହୋଇଛି । ସେହି ସର୍ଭେର ରିପୋର୍ଟ ଅନୁସାରେ ଓଡିଶାରେ ଯେଉଁ 4 ଟି ପର୍ଯ୍ୟାୟ ମତଦାନ ହୋଇଛି । ସେଥିରେ 21 ଟି ଲୋକସଭା ଓ 187 ଟି ବିଧାନସଭା । ସେଥିରେ ନବୀନ ସରକାର ବହୁ ମତ ପାଉଥିବାର ସର୍ଭେ ରିପୋର୍ଟରୁ ଜଣା ପଡିଛି ।
ବିଜୁ ଜନତା ଦଳର ଯେଉଁ ସବୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ରହିଛି । ଏଥିସହ ବିଜେଡି ପକ୍ଷରୁ ଓଡିଶାରେ ଯେଉଁ ସବୁ ରୂପାନ୍ତରୀକରଣ କାର୍ଯ୍ୟ ହୋଇଛି । ବୁଥ ବାହୁଡା ସର୍ଭେ ରିପୋର୍ଟର ସର୍ଭେ ଅନୁସାରେ ନବୀନ ସରକାର ଅର୍ଥାତ ବିଜୁ ଜନତା ଦଳକୁ ସେଥିରେ ବହୁ ମତ ମିଳିବାକୁ ଯାଉଛି ବୋଲି ଆକଳନ କରାଯାଇଛି । ତେଣୁ ଓଡିଶାରେ ଷଷ୍ଠ ଥର ପାଇଁ ମାନ୍ୟବର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଅଛି ।
115 ରୁ ଉର୍ଦ୍ଧ ଆସନ ବିଜେଡି ସପକ୍ଷରେ ରହିଥିବା ବେଳେ ଅନ୍ୟ କେଉଁଠାରେ କିଛି ଆସନ ବିଜେପି ପାଇବା ବେଳେ କିଛି ସ୍ଥାନରେ କଙ୍ଗ୍ରେଶ ଓ କିଛି ସ୍ଥାନରେ ସେହି ସବୁ ଆସନ ପାଇବା ପାଇଁ କଡା ଟକ୍କର ହୋଇପାରେ । ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅର୍ଥାତ ମୋଦୀ ହାୱା ଯେଉଁ ଓଡିଶାରେ ଅଧିକ ପରିମାଣରେ ପ୍ରଭାବ ପକାଇବ ବୋଲି କୁହାଯାଉଥିଲା । ସେଭଳି ବିଶେଷ କିଛି ମୋଦୀ ଲହରର ପ୍ରଭାବ ଓଡିଶାରେ ପଡିବ ନାହିଁ ବୋଲି ଧୀରେ ଧୀରେ ସ୍ପଷ୍ଠ ହେଉଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।