Breaking News: ଆସିଲା ବଡ ଖୁସି ଖବର, ପୁଣି ଶସ୍ତା ହେବ Petrol ଓ Diesel, ଦେଖନ୍ତୁ କେତେ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଗ୍ରହକଙ୍କ ପାଇଁ ବଡ ଖବର ପୁଣି କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର । ପେଟ୍ରୋଲ ଏବଂ ଡିଜେଲ ଦର ଏକ ଟଙ୍କା କମିଲେ ମଧ୍ୟ ସାଧାରଣ ଜନତା ଙ୍କ ପାଇଁ ଏହା ଏକ ଆଶ୍ବସ୍ଥିକର ତଥା ଖୁସି ଖବର ବୋଲି କୁହାଯାଇଅଛି । ତେବେ ପେଟ୍ରୋଲ ଏବଂ ଡିଜେଲ ଆହୁରି ଶସ୍ତା ହେବ ବୋଲି ଆଶା କରାଯାଉଅଛି । ତୈଳ ରପ୍ତାନି କରୁଥିବା ଦେଶ ଗୁଡିକ ସଂଗଠନ ରୁଷ ସମେତ ଅନ୍ୟ ସହଯୋଗୀ ଦେଶ ଗୁଡିକ ଜୁଲାଇ ଅଗଷ୍ଟ ରୁ ଅଶୟୀଧିତ ତୈଳ ଉତ୍ପାଦନ ଆହୁରି ବଢାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ଏହା ସହିତ ଉତ୍ପାଦନ ବଢିଲେ ତୈଳ ଦର ହ୍ରାସ ଘଟିବ ବୋଲି ଆଶା କରାଯାଉଅଛି । ଅଶୟୀଧିତ ତୈଳ ଉତ୍ପାଦନ ବୃଦ୍ଧି କରିବା ସହିତ ପ୍ରତିଦିନ ୬.୪୮ଲକ୍ଷ ବ୍ୟାରେଲ ଉତ୍ପାଦନ କରିବା ପାଇଁ OPEC ରୁଷ ସମେତ ଅଞ ସହଯୋଗୀ ଦେଶ ଗୁଡିକ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜଣା ପଡିଅଛି । ଏହି ନିଷ୍ପତ୍ତି ଯୋଗୁଁ ସାରା ଦୁନିଆରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ହେବ ବୋଲି କୁହାଯାଉଅଛି ।

ତେବ କୋରନା ସମୟରେ ଲକଡାଉନ ଯୋଗୁଁ ଅଶୟୀଧିତ ତୈଳର ବ୍ୟବହାର ହ୍ରାସ ପାଇଥିଲା । ଏହା ଫଳରେ ଦର ମଧ୍ୟ କମିଥିଲା । ଏହାପରେ ତୈଳ ଉତ୍ପାଦନ କାରୀ ଦେଶ ଗୁଡିକ ତୈଳ ଦର ସ୍ଥ୍ଗିର କରିବା ଲାଗି ଅଶୟୀଧିତ ତୈଳ ଉତ୍ପାଦନ ହ୍ରାସ କରିଥିଲେ ।

ମାତ୍ର ବର୍ତ୍ତମାନ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ତୈଳ ଉତ୍ପାଦନ ଆହୁରି ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଅଛି । ବର୍ତ୍ତମାନ ଦିନକୁ ୪.୩୨ ଲକ୍ଷବ ବ୍ୟାରେଲ ଅଶୟୀଧିତ ତୈଳ ଉତ୍ପାଦିତ ହେଉଛି । ଚଳିତବର୍ଷ ଫେବୃୟାରି ଶେଷରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଆନ୍ତର୍ଜାତୀୟ ବଜାରରେ ଅଶୟୀଧିତ ତୈଳ ଦର ବୃଦ୍ଧି ପାଇଥିଲା । ରୁଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗିବା ଯୋଗୁଁ ଅଶୟୀଧିତ ତୈଳ ସପ୍ଲାଏ ବ୍ୟାହାତ ହୋଇଥିଲା ।

ଏହା ଫଳରେ ତୈଳ ଦର ମହଙ୍ଗା ହେବାରେ ଲାଗିଲା । ସୂଚନା ଅନୁଯାୟୀ ନିକଟରେ ଭାରତ ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୯.୫୦ ପଇସା କମାଇଥିବା ବେଳେ, ଡିଜେଲ ଉପରୁ ଲିଟର ପିଛା ୭ ଟଙ୍କା କମାଇ ଥିଲେ । ଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ଶସ୍ତା ହୋଇଥିଲା । ତେବେ ପୁଣି ଥରେ ତୈଳ ଦର କମିବା ଜାଣିବା ପରେ ଆଶ୍ଵସ୍ତି ହୋଇଛନ୍ତି ଗ୍ରାହକ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *