ଯଦି ପୂଜା କରିବା ସମୟରେ ଆପଣଙ୍କୁ ମିଳିଯାଏ ଏହି 4 ଟି ସଙ୍କେତ ତ ଜାଣିବେ ଆପଣଙ୍କ ସହିତ ଅଛନ୍ତି ସ୍ଵୟଂ ଭଗବାନ ! ଯେତେ ସମସ୍ଯା ଆସିଲେ ବି ଆପଣଙ୍କର କିଛି ହେବ ନାହିଁ !

ନମସ୍କାର ବନ୍ଧୁଗଣ ତେବେ ଆମେ ସମସ୍ତେ ଈଶ୍ବରଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା କରିବା କରିଥାଉ ଆଉ ବିଭିନ ପ୍ରକାର ମନ୍ତ୍ରର ଜପ କରିଥାଉ । ଇଶ୍ଵର ଆମ ଭକ୍ତିରେ ପ୍ରସନ୍ନ ହୋଇ ଆମ ଉପରେ କୃପା ଦ୍ରୁଷ୍ଟି ସବୁବେଳେ ରଖିଥାନ୍ତୁ । ବହୁତ ଲୋକ ନିସ୍ଵାର୍ଥ ଭାବରେ ଠାକୁରଙ୍କ ପୂଜା କରିଥାନ୍ତି । ନା ସେ ଭଗବାନଙ୍କୁ କିଛି ମାଗିଥାନ୍ତି ନା ତାଙ୍କର କୌଣସି ପ୍ରକାର ସ୍ଵାର୍ଥ ଥାଏ । ତାଙ୍କୁ କେବଳ ଭଗବାନଙ୍କ ଠାରେ ଭଲପାଇବା ରହିଥାଏ ।

ଆଉ ସେହି ଭକ୍ତି କାରଣରୁ ଭଗବାନଙ୍କ ପ୍ରେମରେ ମଜି ରହିଥାନ୍ତି । ଆମ ଗ୍ରନ୍ଥରେ ପୂଜା ପାଠର ବିଭିନ୍ନ ପ୍ରକାର ନିୟମ ବିଷୟରେ କୁହାଯାଇଛି । କେମି ପୂଜା କାଳେ ଭଗବାନ ଜଲ୍ଦି ଖୁସି ହୋଇଥାନ୍ତି । ବହୁତ ଥର ପୂଜା କରିବା ସମୟରେ ଆମ ଦ୍ଵାରା ଏମିତି କିଛି ଭୁଲ ହୋଇଯାଇଥାଏ ଯାହା ଦ୍ଵାରା ଘରର ବାତାବରଣ ନକରାତ୍ମକ ଊର୍ଜାରେ ଭାରି ଯାଇଥାଏ। ଆଉ ଏହି ନକରାତ୍ମକ କାରଣରୁ ଦେବୀ ଦେବତା ସେହି ଘରେ ପ୍ରବେଶ କରନ୍ତି ନହିଁ ।

ଆଉ ଏହି କାରଣରୁ ଘରେ ରୋଗ କ୍ଲେଶ ଓ ଦରିଦ୍ରତା ଭଳି ବିକାର ଉତ୍ପନ ହୋଇଥାଏ । ପୂଜା ପାଠ କରିବା ସମୟରେ କୌଣସି ବିଚିତ୍ର ପ୍ରକାର ଘଟଣା ଘଟି ଥାଏ ଆପଣଙ୍କ ସାଥିରେ ଏହାର ଅର୍ଥ ଏହା ହୋଇଥାଏକି ଇଶ୍ଵର କିଛି ସଙ୍କେତ ଦେଉଛନ୍ତି । ବହୁତ ଲୋକ ଏହାକୁ ନଜର ଅନ୍ଦାଜ କରିଦେଇଥାନ୍ତି । ସେହି ସଙ୍କେତକୁ ବୁଝନ୍ତୁ ଓ ଈଶ୍ବରଙ୍କ ସନ୍ଦେଶ ଉପରେ ଧ୍ୟାନ ଦିଅନ୍ତୁ।

୧- ପ୍ରଥମ ରେ ହେଉଛି ଆଖିରେ ଲୁହ ଆସିଯିବା । ତେବେ ଯଦି ପୂଜା କରିବା ସମୟରେ ଆଖିରେ ଲୁହ ଆସିଯାଇଥାଏ ତେବେ ଏହାକୁ ମଧ୍ୟ ଈଶ୍ଵରଙ୍କ ସଙ୍କେତ ବୋଲି କୁହାଯାଏ । ଆପଣଙ୍କ ଆତ୍ମା ଆଉ ଆପଣଙ୍କ ଇଷ୍ଟ ଦେବଙ୍କ ଆତ୍ମା ମିଲନ ହୋଇସାରିଛି । ସେହି ସମୟରେ ଯେବେବି ଆପଣଙ୍କ ଆଖିରେ ଲୁହ ଆସିଥାଏ । ଈଶ୍ବରଙ୍କ ସାମ୍ନାରେ ନିଜର ମନର ଇଛା ଅବଶ୍ୟ ପ୍ରକଟ କରିବା ଦରକାର । ଏମିତି ସମୟରେ କରାଯାଇଥିବା ଇଛା ସବୁବେଳେ ପୂର୍ଣ ହୋଇଥାଏ । ସେହି ସମୟରେ ଇଶ୍ଵର ଆପନ୍ନକ ମନର କଥା ବୁଝି ପାରିଥାନ୍ତି ଆଉ ଯାହା ମାଗିବେ ତାହା ମଧ୍ୟ ମିଳିବ।

୨- ଦ୍ଵିତୀୟ ରେ ଦୀପର ଜ୍ଯୋତି ବଢିବା।ଠାକୁରଙ୍କ ପାଖରେ ଜଳା ଯାଇଥିବା ଦୀପର ଶିଖା ଜୋର ଜୋର ଜଳିବା । ଅଗ୍ନି ପଞ୍ଚତତ୍ଵ ଭିତରୁ ଗୋଟିଏ ଅଟେ । ଏଥିରେ ଭଗବାନ ସିବଙ୍କର ବାସ ହୋଇଥାଏ । ଯଦି ଆପଣ ଈଶ୍ବରଙ୍କ ସାମ୍ନାରେ ଦୀପ ପ୍ରଜ୍ଵଳିତ କରିଛନ୍ତି ଆଉ ସେଠାରେ ଧ୍ୟାନ କରିବାରେ ଲାଗିଛନ୍ତି । ହଠାତ ସେ ଦୀପର ଜ୍ଯୋତି ବଢିଯାଥାଏ । ତେବେ ଏହାକୁ ଈଶ୍ଵର୍ଙ୍କ ସଙ୍କେତ ବୋଲି କୁହାଯାଇଥାଏ । ଆପଣ ନିଜେ ଏହାକୁ କରନ୍ତୁ ଯାନୀ ପାରିବେ ଈଶ୍ଵରଙ୍କ କୃପା ଅଛି ନା ନାହିଁ।

୩- ତୃତୀୟ ରେ ହେଉଛି ଧୂପ ବତୀର ଧୂଆଁ । ଯଦି ପୂଜା କରିବା ସମୟରେ ଆପଣଙ୍କ ଦ୍ଵାରା ଲଗାଇ ଯାଇଥିବା ଧୂପ ବତୀର ଧୂଆଁ ଇଷ୍ଟ ଦେବଙ୍କ ପ୍ରତିମା ଆଡକୁ ଯାଉଛି ବା ଧୂପ ବତୀ ଧୂଆଁରେ ବିଚିତ୍ର ପ୍ରକାର ଆକୃତି ବନୁଛି ତେବେ ଏହାର ଅର୍ଥ ଅଟେକି ଆପନ୍ନକ ପୂଜାକୁ ଭଗବାନ ସ୍ଵୀକାର କରୁଛନ୍ତି । ଆପଣଙ୍କ ଭଗବାନ ଆପଣଙ୍କ ଭକ୍ତି ଦ୍ଵାରା ବହୁତ ପ୍ରସନ୍ନ ରହିଛନ୍ତି।

୪- ଚତୁର୍ଥ ରେ ଯଦି ଦ୍ଵାରରେ ଗାଈ ବାର ବାର ଆସିବା ଦ୍ଵାରା ଆମକୁ ସଙ୍କେତ ମଧ୍ୟ ମିଳିଥାଏ । ଗାଇକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଥାଏ । ଆଉ ତାଙ୍କ ଭିତରେ ବହୁତ ଅଲୌକିକ ଶକ୍ତି ମଧ୍ୟ ରହିଥାଏ । ଗାଇର ଆଶୀର୍ବାଦ ଦ୍ଵାରା ବ୍ୟକ୍ତିକୁ ଦୀର୍ଘାୟୁ ହୋଇଥାନ୍ତି । ଶେଥି ଲାଗି ଗୋ ମାତର ପୂଜା କରିବା ଆବଶ୍ୟକ ଅଟେ । ଯଦି ବାର ବାର ଆସି ଆସିଥାନ୍ତି ଆଉ ଆଶୀର୍ବାଦ ଦେଇଥାନ୍ତି ତେବେ ଆପଣ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ଈଶ୍ବରଙ୍କ ଆଡୁ ଆପଣଙ୍କୁ ସଙ୍କେତ ମିଳିଥାଏ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *