‘ପୁଅକୁ ୨୦ ବର୍ଷ ହେଲାଣି ବାହା ହେବାକୁ କନ କନ ଦିବ୍ୟଶଙ୍କର, ସେ ଯାହା ହେଉ ଚାରି ଆଡେ ବୁଲି ଦୁର୍ନାମ ହେଉଥିଲା, ଏବେ…’: Sura Routray

ନମସ୍କାର ବନ୍ଧୁଗଣ, ବହୁ ଚର୍ଚ୍ଚିତ ବିଧାୟକ ସୁର ଭାଇ ଆଜି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଦିତୀୟ ବିବାହକୁ ନେଇ ଦେଇଛନ୍ତି ଏଭଳି କିଛି ମନ୍ତବ୍ୟ ଯାହା ମନ୍ତ୍ରୀଙ୍କ ପାଇଁ ଲଜ୍ୟା କି ସଜା ତାହା କେବଳ ମନ୍ତ୍ରୀଙ୍କୁ ଜଣା । ସୁର ପୂର୍ବ ଭଳି ସମସ୍ତଙ୍କ ଘଟଣାରେ ଯେମିତି ରୋକ ଠୋକ ଜବାବ ରଖନ୍ତି ସେହିଭଳି ତାଙ୍କ ବିବାହ ଖବର ଶୁଣିବା ପରେ ମଧ୍ୟ ତାଙ୍କ ଜବାବ ସଚୋଟ ଏବଂ ସଠିକ ଥିଲା । ତେବେ ସୁର ଭାଇ ଏଭଳି କେଉଁ କଥା କହିଛନ୍ତି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ମନ୍ତ୍ରୀ ଦିବ୍ୟଶଙ୍କର ଦିତୀୟ ବିବାହର ଖବର ପ୍ରସାରଣ ହେବାପରେ ବର୍ତ୍ତମାନ ତାହା ମୁଖ୍ୟ ଖବର ପାଲଟି ଯାଇଛି । ତେବେ ମୁଖ୍ୟ ଖବର ଉପରେ ସୁର ଭାଇ ଟିପ୍ପଣୀ ଦେବେନି ଏହା ତ ଅସମ୍ଭବ । ତେଣୁ ସୁର ଭାଇଙ୍କୁ ମିଡିଆ ସାମ୍ନାରେ ପଚରାଗଲା ତାଙ୍କ ବିବାହ ସମ୍ପର୍କରେ ସୁର କହିଲେ ହୋଉଛି ଯଦି ଭଲ କଥା ।

ତାଙ୍କର ଏକ ୨୦ ବର୍ଷର ପୁଅ ଥାଇ ଯଦି ସେ ୨୦ ବର୍ଷର ଝିଅକୁ ବାହା ହେବା ପାଇଁ ମନ କରୁଛନ୍ତି ଏବଂ ସେହି ଝିଅ ମଧ୍ୟ ଦିବ୍ୟଙ୍କୁ ବାହା ହେବ ପସନ୍ଦ କରୁଛି ତେବେ ଯାହା ହେଉ ପଛେ ବାହାଘର ହେଇଯାଉ ବୋଲି କହିଛନ୍ତି ସୁର । ଏହା ମଧ୍ୟ କହିଛନ୍ତି କି କେତେ ସେକେଣ୍ଡ ଜୋଖା ଜୋଖି ହେଉଛନ୍ତି ତାହା ଭିତରେ ଇଏ ହେଇଗଲେ କଣ ଅଛି ।

ଏହା ଭିତରେ IAS, IASଙ୍କ ସ୍ଵାମୀ ସ୍ତ୍ରୀ ଛାଡିଥିବା ବେଳେ ସେମାନେ ଗୁଡିଆ ଗୁଡି ହୋଇଗଲେଣି ତେଣୁ ଏଗୁରାକ କାଉଣ୍ଟର ନୁହେଁ କିଛି ନୁହେଁ । ମନ ଯଦି ଚାହିଁଲା ଆଉ ଉଭୟଙ୍କୁ ବାନ୍ଧିଲା ତେବେ ହେଇଯାଉ କିଛି କହିବାର ନାହିଁ ବୋଲି କହିଛନ୍ତି ବିଧାୟକ ସୁର ଭାଇ । ହା ହା ହେଇ ଚାରିଆଡେ ବୁଲି ଦୁର୍ନାମ ହେଉଥିଲା ତେଣୁ ଗୋଟେ ଆଡେ ରାହିଯାଉ ।

ସେ ମାମିତ ମେହରେ କନ କେତେ ଘଟଣାରେ ସମ୍ପୃକ୍ତ ଅଛନ୍ତି । ଦେଖିବାକୁ ଦିବ୍ୟ ପା ସୁନ୍ଦର ତେଣୁ ଏଠି ସେଠି ତାଙ୍କୁ ସହଜରେ ମିଳିଯାଏ । ବାର ଆଡେ ଯାଇ ଦୁର୍ନାମ କରିବା ବଦଳରେ ଯଦି ଦୁଇ ଛଡା ଛଡି ଯୋଡି ହେଉଛନ୍ତି ତେବେ ଭଲ କଥା । ଏହିଭଳି କିଛି ମନ୍ତବ୍ୟ ରଖିଛନ୍ତି ସୁର ରାଉତରାୟ । ସୁରଙ୍କ ଏହି କଥା ଉପରେ ଆପଣଙ୍କର କନ ମତ ରହିବ ତାହା କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *