ପୁଅ ରେ ତୋ ଅବସ୍ଥା ଦେଖିଲେ କଷ୍ଟ ଲାଗୁଛି, ଭଲ ବାଟକୁ ଫେରିଆସେ, Untalented Guy!

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଅ ରେ ତୋ ଅବସ୍ଥା ଦେଖି ଖରାପ ଲାଗୁଛି । ତେବେ ଜଣେ ସମାଜସେବୀ ଭଦ୍ର ମହିଳା ଉଦିତ ନାରାୟଣ ନାଏକ ଓରଫ Untalented Guyଙ୍କୁ ନେଇ ମିଡିଆ ସାମ୍ନାରେ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି । ଯେଉଁଠାରେ କି ସେ ଭଦ୍ର ମହିଳା ଜଣଙ୍କ ଏପରି କହିଛନ୍ତି । ଯେ ଉଦିତ ବି ମୋର ପୁଅ ବୟସରେ ହେବ । ଉଦିତ ଏବେ ସୋସିଆଲ ମିଡିଆରେ ଯେଉଁ ଖରାପ ଭାଷାରେ ଗାଳି ଗୁଲଜ କରୁଛି । ଏପରି ବାର୍ତ୍ତା ଆମ ସମାଜକୁ ନଷ୍ଟ କରିଦେଉଛି ।

କାରଣ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ଭୁଲ ନୁହେଁ । ଅନ୍ୟ ଲୋକଙ୍କର ମନୋରଞ୍ଜନ ପାଇଁ ରିଲ୍ ଭିଡିଓ ପ୍ରସ୍ତୁତ କରିବା । କି ନିଜ ଭିଡିଓ ମାଧ୍ୟମରେ ଅନ୍ୟକୁ ଭଲ ବାର୍ତ୍ତା ଦେବା ସେଇଟା ଠିକ ଅଛି । ହେଲେ ଅଶ୍ଳୀଳ ଭାଷା ପ୍ରୟୋଗ କରି ଏପରି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ ହେବା । ଏପରି କଥା ଜମାରୁ ମଧ୍ୟ ଭଲ ନୁହେଁ । ଯଦି ଏପରି କିଛି ଖରାପ କାର୍ଯ୍ୟରେ ମୋ ପୁଅ ଯଦି ଲୀପ୍ତ ରହିଥାନ୍ତା । ହୁଏତ ମୋତେ ମଧ୍ୟ ଏପରି କଷ୍ଟ ଲାଗିଥାନ୍ତା ।

ଯେପରି ଏବେ ଉଦିତଙ୍କ ବାପା, ମାଆ ଓ ତାଙ୍କ ଘର ଲୋକଙ୍କ ଉପରେ ବିତୁଥିବ । କାରଣ କେହି କେବେବି ଚାହାନ୍ତିନି କି ତାଙ୍କ ପୁଅ ଅବାଟରେ ଯାଉ । ତେଣୁ ଉଦିତ ଜଣେ ମୋ ପୁଅ ଭଳି ତେଣୁ ଉଦିତକୁ ଏତିକି ଅନୁରୋଧ କରୁଛି । ପୁଅ ତୁ ଭଲ ବାଟକୁ ଫେରି ଆସେ । ଯାହା କରିଦେଉଛୁ ଆଉ ସେପରି କିଛି ଖରାପ ବାଟରେ ଯାଇ ଭାଇରାଲ ହେବା ଦରକାର ନାହିଁ ।

କାରଣ ଉଦିତ ବର୍ତ୍ତମାନର ଖବର ଅନୁଯାଇ ଯେଉଁ ଗୁଳିକାଣ୍ଡ କରି ଜେଲ୍ ରେ ଅଛି ବୋଲି ସୂଚନା ମିଳିଛି । ଶେଠୀ ଉଦିତକୁ ଦେଖିଲେ ବହୁତ କଷ୍ଟ ଲାଗୁଛି । ଆଉ ତା ଉପରେ ଦୟା ମନୋଭାବ ମଧ୍ୟ ଆସିଯାଉଛି । ତେଣୁ ଉଦିତ ନାଏକ ଯେଉଁ କାର୍ଯ୍ୟ କରିଛି । ତା’ ପାଇଁ ତା ଆଇନ ଅନୁଯାଇ ଉଚିତ ଦଣ୍ଡ ମିଳିବା ଦରକାର ।

ଯେପରି କୌଣସି ପିଲା କିଛି ବି ଖରାପ କାମ କରିବା ସମୟରେ ବହୁତ ଥର ସେ କଥାକୁ ଭାବିକି ଆଉ ଭୁଲ ବାଟରେ ଯିବେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *