ଯେଉଁଭଳି ଭାବରେ ଭଲ ପବନ, ଭଲ ଖାଦ୍ୟପେୟ କୌଣସି ବି ମନୁଷ୍ୟକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥାଏ । ଠିକ ସେହିଭଳି ଆପଣଙ୍କ ହସ ବି ଆପଣଙ୍କୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
ଯଦି ଆପଣ ସକାଳ – ସନ୍ଧ୍ୟା ସମୟରେ ହସିବା ଅଭ୍ୟାସ ରଖୁଛନ୍ତି ତେବେ କୌଣସି ବି ରୋଗ ମାନସିକ ହେଉ କିମ୍ବା ଶାରୀରିକ ଆପଣଙ୍କ ପାଖକୁ ଆସିବ ନାହିଁ । ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ଗଡି ଯିବେ । ତେବେ ଚାଳନ୍ତୁ ଜୋକ୍ସ ପଢିବା ।
୧ – ଡାକ୍ତର – ତୁମେ ସକାଳେ କ୍ଲିନିକ ବାହାରେ ଛିଡା ହୋଇ, ସ୍ତ୍ରୀ ଲୋକମାନଙ୍କୁ କାହିଁକି ଦେଖୁଥାଅ ?? ବଣ୍ଟି – ଆପଣ ତ ଲେଖିଛନ୍ତି କି, ସ୍ତ୍ରୀ ଲୋକମାନଙ୍କୁ ଦେଖିବା ସମୟ, ସକାଳ ୯ ଟା ରୁ ୧୧ ଟା ପର୍ଯ୍ୟନ୍ତ…..
୨ – ସନ୍ତାର ପୁଅର ଆକ୍ସିଡେଣ୍ଟ ହୋଇଗଲା
ଡାକ୍ତର – ଆପଣଙ୍କ ପୁଅର ୨ ଟା ଗୋଡ କାଟିବାକୁ ପଡିବ
ସନ୍ତା ନିଜର ମୁଣ୍ଡକୁ ଧରି ନେଲା
ଡାକ୍ତର – କଣ ହେଲା ??
ସନ୍ତା – କାଲି ହିଁ ମୂର୍ଖକୁ ନୂଆ ଚପଲ ଦେଇଥିଲି…….
୩ – ଚିଣ୍ଟୁ ବହୁତ ବର୍ଷାରେ ଗୋଟିଏ ଡାକ୍ତର ପାଖକୁ ଗଲା
ଓ କହିଲା – ଘରେ ଚେକଅପ କରିବାକୁ ଗଲେ
ଆପଣ କେତେ ଟଙ୍କା ଫିସ ନିଅନ୍ତି
ଡାକ୍ତର – ୩୦୦ ଟଙ୍କା
ଚିଣ୍ଟୁ – ତେବେ ଜଲ୍ଦି ଚଲାନ୍ତୁ ଡାକ୍ତର
ଡାକ୍ତର କାର ବାହାର କରିଲା
ଆଉ ଦୁଇଜଣ ଚିଣ୍ଟୁର ଘରକୁ ପହଞ୍ଚି ଗଲେ
ଡାକ୍ତର – ରୋଗୀ କେଉଁଠି ??
ଚିଣ୍ଟୁ ହସି ହସି କହିଲା – ରୋଗୀ କେହି ନୁହନ୍ତି ଡାକ୍ତର
ରିକ୍ସା ବାଲା ଘରକୁ ଆସିବା ପାଇଁ ୫୦୦ ଟଙ୍କା ମାଗୁଥିଲା
ଆପଣ ୩୦୦ ଟଙ୍କାରେ ନେଇ ଆସିଲେ…….
୪ – ମୋତିଲାଲ ସେଠ ନିଜ ମୋଟପା କାରଣରୁ
ବିରକ୍ତ ହୋଇ ଡାକ୍ତର ପାଖକୁ ଗଲା
ସେଠ – ଡାକ୍ତର ଏହି ପେଟର ଚର୍ବିର କିଛି କରନ୍ତୁ
ଡାକ୍ତର – ଏହାର କେବଳ ଗୋଟିଏ ହିଁ ଚିକିତ୍ସା ଅଛି
ସେଠ – ତାହା କଣ ଡାକ୍ତର ବାବୁ
ଡାକ୍ତର – ତୁମେ ସବୁବେଳେ ଦୁଇଟି ରୁଟି ଖାଅ
ଶେଠ – ଏହି ଦୁଇଟା ରୁଟି ଖାଇବା ଆଗରୁ ନ ଖାଇବା ପରେ ??……
୫ – ସନ୍ତା – ଡାକ୍ତର ବାବୁ
ମରିବା ପରେ ମୋର ନିଜ ମୁଣ୍ଡକୁ
ମୁଁ ଦାନ କରିବାକୁ ଚାହୁଁଛି
ଡାକ୍ତର – ଠିକ ଅଛି, ଯଦି ଥିବ ତେବେ ନେବୁ….
୬ – ପପୁ ରାତି ୨ ଟା ବେଳେ ଡାକ୍ତରକୁ ଫୋନ ଲଗେଇଲା
ଟ୍ରିଙ୍ଗ – ଟ୍ରିଙ୍ଗ॰॰॰ ଟ୍ରିଙ୍ଗ- ଟ୍ରିଙ୍ଗ॰॰॰
ପପୁ – ଡାକ୍ତର ବାବୁ, ମୋତେ ନିଦ ନ ଆସିବାର ରୋଗ ଅଛି
ଡାକ୍ତର – ତ ଶଳା ତୋ ରୋଗର ମୁଁ କଣ କରିବି
କମ ସେ କମ ମୋତେ ତ ଶୋଇବାକୁ ଦେ…..
୮ – ଡାକ୍ତର ନିଜ ସ୍ତ୍ରୀ ସହିତ ଆରାମରେ ଶୋଇଥିଲା
ସେତେବେଳେ ଗୋଟିଏ ଫୋନ ଆସିଲା
ପିଣ୍ଟୁ – ଡାକ୍ତର ବାବୁ ଆପଣ ଯେଉଁ ଔଷଧ ମୋତେ ଦେଇଥିଲେ
ସେଥିରେ ମୋର ବାନ୍ତି ତ ଭଲ ହୋଇଗାଲା
କିନ୍ତୁ ନିଶ୍ଵାସ ବହୁତ ଜୋରରେ ବଢି ଯାଇଛି
ଡାକ୍ତର – ରାଗିଜାଇ କହିଲେ ଚିନ୍ତା କାର ନାହିଁ
ସକାଳ ପର୍ଯ୍ୟନ୍ତ ସେ ବି ବନ୍ଦ ହୋଇଯିବ………
୯. ବାହାଘରର ପ୍ରଥମ ରାତିରେ
ସ୍ତ୍ରୀ ର ଓଢଣା ଉଠାଇ ସ୍ଵାମୀ କହିଲା
ସତ ସତ କହିବୁ ତୁ ଆଜି ପର୍ଯ୍ୟନ୍ତ
କେତେ ଜଣ ଲୋକଙ୍କ ସହିତ ସୋଇଛୁ,
ସ୍ତ୍ରୀ- ଆବେ, ଢକ୍କନ
କେବଳ ତୋ ସହିତ ହିଁ ଶୋଇଛି
ବାକି ସମସ୍ତଙ୍କ ସହିତ ତ ସାରା ରାତି ଚେଇଁଛି