ଯିଏ ଯେମିତି ପାରିଲା ସେମିତି ଛେଚିଲା, ଠକ ପ୍ରଡ୍ୟୁସର ସଭିଁଙ୍କ ଆଗରେ ମାଡ ଖାଇଲା…ଜାଣନ୍ତୁ ପୁରା ଘଟଣା

ଖନେଇ ଖନେଇ mada ମା-ରିଲେ ଲୋକେ ଆଉ ଖନେଇ ଖନେଇ mada ଖାଉଥିଲା ଆଉ କଥା ବି କହୁଥିଲା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦର୍ଶକ ବନ୍ଧୁ ଏଠି କହି ରଖିବାକୁ ଚାହିଁବୁ ଏ ହେଉଛି ସେହି ନକଲି ପ୍ରଡ୍ୟୁସର ଯାହାଙ୍କ ନାମ ହେଉଛି ଶୀତାଂଶୁ । ଯିଏ ନିଜକୁ କହୁଛି ବଡ ପ୍ରଡ୍ୟୁସର ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଯିଏ ଦେଇଥିଲା 50 ହଜାର ଟଙ୍କାର ଚେକ ।

ମାତ୍ର ତା ପରଦିନ ଚେକ ବାଉନ୍ସ ଆକାଉଣ୍ଟରେ ଥିଲା 108 ଟଙ୍କା । ଏ ହେଉଛି ସେହି ପ୍ରଡ୍ୟୁସର ଯିଏ ପିଣ୍ଟୁ ନନ୍ଦଙ୍କୁ ସାହାର୍ଯ୍ୟ କରିବା ଅପେକ୍ଷା ହାଇଟେକ ମେଡିକାଲରେ ପଡିଥିବା ଆଉ ଜଣେ ରୋଗୀଙ୍କୁ ସାହାର୍ଯ୍ୟ କରିବାକୁ ଭାବିଲେ ଆଉ ତାଙ୍କ ପାଇଁ କୁଆଡେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଲେ । ଏ ମହାନ ବ୍ୟକ୍ତିଙ୍କୁ ଟିକେ ଆପଣ ମାନେ ଆଖି ପୁରାଇ ଦେଖି ଦିଅନ୍ତୁ ଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଖନେଇ ଖନେଇ ସବୁ କଥା କୁହନ୍ତି ।

ଆଉ ଲୋକଙ୍କ ହାବୁଡରେ ଯେତେବେଳେ ଏ ବାବୁ ପଡି ଗଲେ ସେତେବେଳେ ଲୋକ ମାନେ ବି ଖନେଇ ଖନେଇ ନାଦି ପକାଇଲେ । ଦର୍ଶକ ବନ୍ଧୁ ଏଠି କହି ରଖିବାକୁ ଚାହିଁବୁ ଏ ଭିଡିଓଟି ଆମେ ଆପଣଙ୍କୁ ଦେଖାଇ ପାରୁନୁ କାରଣ ଏ ଭିଡିଓରେ ହିଂ-ସ୍ର-ତା ଅଛି । କିଏ ଦାନା ପେଟରେ ଦେଉଥିଲା ତ ଆଉ କିଏ ଦାନା ପିଠିରେ ଦେଉଥିଲା ଆଉ କିଏ ଦାନା ଗାଲରେ ଦେଉଥିଲା ତ ଆଉ କିଏ ଦାନା ମୁହଁରେ ଦେଉଥିଲା ।

ଏ ବାବୁଙ୍କ ମୁହଁ ପୁରା ବଙ୍କା ହେଇ ଯାଇଛି ଆଉ ଏ କୁଆଡେ କହୁଥିଲେ ନିଜେ ହେଉଛନ୍ତି ଜଣେ ବଡ ପ୍ରଡ୍ୟୁସର ଆଉ ତାଙ୍କ ଆକାଉଣ୍ଟରେ ଅଛି 108 ଟଙ୍କା । ବନ୍ଧୁଗଣ ଗୋଟେ ସିନେମା ତିଆରି କରିବାକୁ ହଲେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆବଶ୍ୟକ । କିନ୍ତୁ ଏ ବାବୁ ଆକାଉଣ୍ଟରେ 108 ଟଙ୍କା ରଖି ସିନେମା ତିଆରି କରିବା କଥା ଚିନ୍ତା କରୁଥିଲେ । ଆଉ ମୁହୁରତ ବି କରୁଥିଲେ ।

ଆଉ ସବୁଠାରୁ ବଡ କଥା ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଯେଉଁଠି ଆର୍ଥିକ ସହାୟତା ମଗା ଯାଉଛି ସେତେବେଳେ ଏ ବାବୁ ଆସି ତାଙ୍କୁ 50 ହଜାର ଟଙ୍କାର ଚେକ ଦେଇଥିଲେ ଯାହା ପରେ ବାଉନ୍ସ ହେଇଗଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *