ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ କଣ ଭିକାରୀ ଥିଲି ଟଙ୍କା ପାଇଁ ବାହା ହେଲି । ତେବେ ଏପରି କିଛି କଡା ଜବାବ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କ ମୁହଁରୁ ଗଣ ମାଧ୍ୟମ ନିକଟରେ ସେପରି କିଛି ଲୋକଙ୍କୁ ଆକ୍ଷେପ କରି କହିଛନ୍ତି । ତେବେ ଅଭିନେତ୍ରୀ ପ୍ରିୟଙ୍କା ଜଣେ ଓଡିଆ କଳା ଜଗତର ଚୁଲବୁଲି ନାୟିକା ଅଟନ୍ତି । ତେବେ ପ୍ରିୟଙ୍କାଙ୍କ ବାହାଘରକୁ ୩ ବର୍ଷ ପୁରିଯାଇଛି । ହେଲେ ଅନେକ ଲୋକ ଏପରି ମଧ୍ୟ ଅଛନ୍ତି । ଯେଉଁ ମାନେ ପ୍ରିୟଙ୍କା ଓ ତାଙ୍କ ସ୍ଵାମୀ ସ୍ମାରକଙ୍କର ଯୋଡିକୁ ପସନ୍ଦ କରୁ ନାହାନ୍ତି ।
ତେବେ ସେଥିପାଇଁ ଟଙ୍କା ଲୋଭରେ ପ୍ରିୟଙ୍କା ସ୍ମାରକଙ୍କୁ ବିବାହ କରିଛନ୍ତି ବୋଲି ବିବାଦ ଉଠିଛି । ତେବେ ଏହିପରି କିଛି କଥା କହୁଥିବା ଲୋକଙ୍କୁ ଗଣ ମାଧ୍ୟମ ସାମ୍ନାରେ କଡାକଡି ଜବାବ ଦେଇ ପ୍ରିୟଙ୍କା କହିଲେ । ମୁଁ କଣ ଭିକାରୀ ଥିଲି ଯେ ପଇସା ପାଇଁ ସ୍ମାରକଙ୍କୁ ବାହା ହୋଇଗଲି । ଓଡିଆର ଯେଉଁ ସବୁ କଳାକାର ମାନେ ଅଛନ୍ତି । ସେମାନେ କେହି ଭିକାରୀ ନୁହନ୍ତି । ସମସ୍ତେ ଅଭିନୟ କରୁଛନ୍ତି ।
ସମସ୍ତେ ଯାହା ହେଲେ ବି ଅଳ୍ପ ବହୁତ ନିଜ ଚାହିଦା ଅନୁସାରେ ସ୍ଟେଜ ପ୍ରୋଗ୍ରାମ କରୁଛନ୍ତି । ତେବେ ସେମାନଙ୍କ ପାଖରେ କଣ ପଇସା ନାହିଁ । ତେବେ ମୁଁ ମଧ୍ୟ ଜଣେ କଳାକାର ମୋର ଟଙ୍କା ଥିଲା । ହେଲେ ଟଙ୍କା ସବୁ କିଛି ନୁହେଁ । ମଣିଷ ଭଲରେ ଓ ଶାନ୍ତିରେ ବଞ୍ଚିବାକୁ ହେଲେ । ଜଣେ ଭଲ ହୃଦୟ ଥିବା ଉତ୍ତମ ଜୀବନସାଥିକୁ ବାଛିବାକୁ ପଡିଥାଏ । ତେବେ ମୁଁ ଯାହାକୁ ବାହା ହେବି । ସେଇଟା ମୋର ଆଉ ମୋ ଘରର ପ୍ରାଇଭେଟ କଥା ଅଟେ ।
ଆମ ଘର ଲୋକ ଯାହାକୁ ଠିକ କରିଥିଲେ । ମୁଁ ତାଙ୍କ ସହ କଥାବାର୍ତ୍ତା କରି ମିଳାମିଶା କରି ଜାଣିବାକୁ ପାଇଲି । ସେ ମୋ ଜୀବନସାଥି ହେବା ପାଇଁ ଏକଦମ ଠିକ ଅଟନ୍ତି । ତେବେ ଜଣେ ଭଲ ସ୍ଵାମୀଟିଏ ହେବା ପାଇଁ ଭଲ ଲୁକ୍ କିମ୍ବା ଅଧିକ ଟଙ୍କା ଥିବା କଣ ନିହାତି ଭାବେ ଜରୁରୀ ହୋଇଥାଏ ।
ସ୍ମାରକ ଓ ମୁଁ ୩ ବର୍ଷ ବୈବାହିକ ଜୀବନରେ ବହୁତ ଭଲରେ ଅଛୁ । ଆପଣଙ୍କର ଏମିତି ଆମ ଦୁହିଙ୍କ ପାଇଁ ଆଶ୍ରୀବାଦ ରହୁ । ଆମେ ଜୀବନସାରା ଏମିତି ହସିଖୁସିରେ ଜୀବନ ଅତିବାହିତ କରିପାରିବୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ