ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ମହିଳା ଏପରି କିଛି କଥା କହୁଛନ୍ତି ଯାହା ଶୁଣିଲେ ଆପଣ ମାନେ ନିଜ ମୁଣ୍ଡରେ ହାତ ଦେବେ । ତେବେ ବନ୍ଧୁଗଣ ଏହି ମହିଳାଙ୍କୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋ ନାଁ ହେଲା ବର୍ଷା ଭୋଳ ଆଉ ମୋ ସ୍ଵାମୀ ହେଲେ ଆଲୋକ ଭୋଳ । ମୋ ସହ ସେ 2022ରେ ବିବାହ କରିଥିଲେ ଆଉ ସ୍ତ୍ରୀ ଭଳି ଗ୍ରହଣ କରିଥିଲେ । ଏବେ ତାଙ୍କ ବାପା-ମା ଆଉ ଏକ ଝିଅ ସହ କୋର୍ଟ ମ୍ୟାରେଜ କରିଛନ୍ତି । 2020ରେ ମୋ ଦେହ ଖରାପ ଥିଲା ମୁଁ ତାଙ୍କ ଅଟୋରେ ଯାଇଥିଲି ।
ନେଲା ପରେ ସେ ମୋତେ ଦେଖିଲେ ମୁଁ ବହୁତ ସୁନ୍ଦର ଅଛି ବୋଲି କହି ମୋତେ ପାଗଳ କରିଦେଲେ ଆଉ ମୋତେ ଭଲ ପାଇଲେ । ସେ କହିଲେ ତମ ସ୍ଵାମୀକୁ ଛାଡ ନହଲେ ମୁଁ ମରି ଯିବି । ସେ ଦିନ ରାତି ମୋ ପାଇଁ କାନ୍ଦୁ ଥିଲେ । ସେ ଦିନେ ନ ଦେଖିଲେ ମୋତେ କାନ୍ଦନ୍ତି । ମୋ ସ୍ଵାମୀକୁ ଛାଡିବା ପାଇଁ ମୁଁ ବାଧ୍ୟ ହେଲି । ସେ ଦିନକୁ ମୋତେ ହଜାର ଥର ଆଇ ଲଭ ୟୁ କହିବେ ।
ଆଉ ମୋତେ ନ ପାଇଲେ ସେ ସୁ-ସା-ଇ-ଡ କରିଦେବେ ବୋଲି ମଧ୍ୟ କୁହନ୍ତି । ଯେଉଁଠି ଦେଖିବେ ସେଇଠି ଆସି ମୋତେ ଗୋଲାପ ଫୁଲ ଦେଇଦେବେ । ମୋତେ ସେ ପ୍ରେମରେ ଏତେ ପାଗଳ କରିଦେଲେ ମୁଁ ବାଧ୍ୟ ହୋଇ ମୋ ସ୍ଵାମୀକୁ ଛାଡି ଦେଲି । ମୋ ଚେହେରା ବହୁତ ସୁନ୍ଦର ଆଉ ମୋ ସ୍ଵାମୀର ବହୁତ ପଇସା ଥିଲା ହେଲେ ବି ମୁଁ ମୋ ସ୍ଵାମୀକୁ ତାଙ୍କ ପାଇଁ ଛାଡି ଦେଲି ।
ମୁଁ ତାଙ୍କ ସହ ରହିଲି ହେଲେ ଏହି 16 ତାରିଖରୁ 18 ତାରିଖ ଭିତରେ ତାର ବୋପା-ମା ତାକୁ ନେଇଗଲେ । ତା ବୋପା ମା ଆଉ ଗୋଟେ ଝିଅ ସହ ତାର ମ୍ୟାରେଜ କରିଦେଲେ । ହେଲେ ଆଜି ମୁଁ ସେ ପୁଅକୁ ଥାନା ନେଇ ଆସିଛି ତା ସହ ବାହା ହେବି’ । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।