ପ୍ରେମିକା ପାଇଁ କ୍ରିମିନାଲ ହେଲା Untalented Guy, ଇନଷ୍ଟାଗ୍ରାମ ପ୍ରେମ ପାଇଁ ଘଟାଇଲା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ  ପ୍ରେମ ପାଇଁ ଗୁଣ୍ଡା ସାଜିଲା Untalented Guy ! ଇନଷ୍ଟାଗ୍ରାମ ପ୍ରେମ ପାଇଁ ଘଟାଇଲା ଗୁଳି କାଣ୍ଡ ! ତେବେ ଖବର ଅନୁଯାଇ Untalented Guy ଅର୍ଥାତ ଉଦିତ ନାରାୟଣ ନାଏକ ଜିଏକି ସୋସିଆଲ ମିଡିଆରେ ସବୁବେଳେ ନିଜର ଅଶ୍ଳୀଳ ଭାଷାକୁ ନେଇ ଚର୍ଚାରେ ରହିଥାଏ । ସେହି Untalented Guy ଝିଅ ପାଇଁ ଏକ ଯୁବକକୁ ଗୁଳି ମାଡ କରିବା କଥା ସାମ୍ନାକୁ ଆସିଛି ।

ଇନଷ୍ଟାଗ୍ରାମ ପରେ ପାଇଁ ବାୟା ହୋଇ ଉକ୍ତ ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବକ ପିକୁକୁ ଗୁଳିମାଡ ସହ ଛୁରା ମଧ୍ୟ ମାଡ କରି ଫେରାର ହୋଇଯାଇଛି । ପୀଡିତ ଯୁବକଙ୍କ ସହ ତା’ ର ଅନ୍ୟ ଏକ ସାଥି ମଧ୍ୟ ଆହତ ହୋଇଛି । ପିକୁ ITI ରେ ନାମ ଲେଖାଇବା ପାଇଁ ଯାଉଥିବା ସମୟରେ Untalented Guy ଏବଂ ତା’ ର କିଛି ସାଥି ମିଶି ତାଙ୍କ ଉପରେ ହଟାତ ଆକ୍ରମଣ କରିଥିଲେ । ତାପରେ ହଟାତ ସେହି ସ୍ଥାନରୁ କେହି ଦେଖିବା ପୂର୍ବରୁ Untalented Guy ଓ ତା’ ର ସାଥିଦଳ ସେହି ସ୍ଥାନରୁ ଛୁ ହୋଇଯାଇଥିଲେ ।

ତେବେ ଉକ୍ତ ପୀଡିତ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲା । ଏନେଇ ପୀଡିତ ଯୁବକଙ୍କର ଘର ଲୋକେ ସ୍ଥାନୀୟ ଥାନାରେ ଉଦିତ ନାଏକ ଓରଫ Untalented Guyଙ୍କ ନାମରେ ଅଭିଯୋଗ ଦେଇଛନ୍ତି । ତେବେ ଏହା ଉପରେ ଅଧିକ ପଚରା ଉଚରା ପାଇଁ ଉଦିତଙ୍କ ବାପା ଓ ମାଆକୁ ଥାନା ପୋଲିସ ଅଟକ ରଖି କିଛି ସମୟ ପରେ ଛାଡି ଦେଇଥିଲା । ହେଲେ ଗୁଳିମାଡ କରି ଫେରାର ହୋଇଯାଇଥିବା ଉଦିତଙ୍କୁ ଏପର୍ଯ୍ୟନ୍ତ ପୋଲିସ ଖୋଜି ପାଇନାହିଁ ।

 

ହେଲେ ବହୁତ ଶୀଘ୍ର ଉଦିତ ନାରାୟଣ ନାଏକ ଅର୍ଥାତ Untalented Guy କୁ ଖୋଜି ପୋଲିସ ତା’ ଉପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବେ ବୋଲି ପୋଲିସଙ୍କର ମତ ରହୁଛି । ତେବେ ଯୂଟ୍ଯୂବ ଓ ଇନଷ୍ଟାଗ୍ରାମରେ ସବୁବେଳେ ପୁଅ ଓ ଝିଅଙ୍କୁ ଇଙ୍ଗିତ କରି ନିଜର ଖରାପ ଭାଷା କହୁଥିବା ଉଦିତ ସତରେ ଏପରି କିଛି ଘଟଣାରେ ସାମିଲ ଅଛନ୍ତି କି ନାହିଁ ।

ଜାଣିବା ପାଇଁ ଉଦିତଙ୍କର ଫ୍ୟାନ ଫୋଲିଇଙ୍ଗ ବର୍ତ୍ତମାନ ଚାହିଁ ରହିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *