ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରେମିକା ଜଣକ କହିଛନ୍ତି ଯେ ମୁଁ ତାକୁ ପାଗଳ ପରିକା ଭଲ ପାଉଥିଲି ସୟନ ସପନେ ତା କଥା ହିଁ ଭାବୁଥିଲି । ଭାବିଥିଲୁ ସୁନା ର ସଂସାର ଗଢିବୁ । ପ୍ରେମ ରାଇଜରେ ନୂଆ ଜୀବନ ଆରମ୍ଭ କରିବୁ । ସେ କାନ୍ଦି କାନ୍ଦି କହିଲା ଯେ ଆମ୍ଭ ଘର ଲୋକେ ମତେ ଜବରଦସ୍ତ ବାହା କରାଉଛନ୍ତି । ତୁ ଆ ଆମ୍ଭେ ଆଉ କୁଆଡେ ଯାଇ ଖୁସି ର ସଂସାର ଗଢିବା । ଝିଅ ଜଣକ ପୁଅ ଆଖିର ଲୁହ ଦେଖି ପାରିଲା ନାହିଁ ଏବଂ ସୁଦୂର ଦିଲ୍ଲୀ ରୁ ଅଜଣା ଅଚିହ୍ନା ସହରକୁ ଧାଇଁ ଆସିଲି ।
କେବେ ଭୁବନେଶ୍ଵର କି କଟକ ଦେଖି ନଥିଲି । ତଥାପି ତାହା ପାଇଁ ଦିଲ୍ଲୀ ରୁ ଆସିଲି । ହେଲେ ସେ ମୋ ସହ ଛଳନା କରିଲା । ମତେ ମାରିଦେବାକୁ ଚେଷ୍ଟା କରିଲା ମୁଁ ତାହା ପାଖରୁ ମୁକୁଳି ଥାନା କୁ ଧାଇଁଲି ପ୍ରାଣ ବିକଳରେ । ତେବେ ଏହା ଥିଲା ପ୍ରତାରଣା ନିଆଁରେ ଜଳୁଥିବା ଜଣେ ପ୍ରେମିକାର କଥା । ସେ ଦିଲ୍ଲୀ ରେ ବସି ସ୍ଵପ୍ନ ଦେଖିଥିଲେ । ଯେ ତାଙ୍କ ସ୍ଵପ୍ନ ରାଇଜ ର ସେ ରାଜା ହେବ । ଦୁହେଁ ମିଶି ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥାନ୍ତେ । ଏହା ସହିତ ଦୁନିଆକୁ କହିବୁ ଯେ ଆମ୍ଭ ପ୍ରେମ ପ୍ରକୃତ ପ୍ରେମ ।
ମାତ୍ର ପୁଅଟିର ସମସ୍ତ କଥା ମିଛ ଥିଲା । ସବୁକିଛି ଛଳନା ଥିଲା । ୬ ବର୍ଷ ର ପ୍ରେମ ସମ୍ପର୍କ କୁ ପାଦରେ ଦଳିଦେଲା ପ୍ରେମିକ । ଭୁଲିଗଲା ପ୍ରେମ ର ପ୍ରତିଟି ମୂହୁର୍ତ୍ତ । ବିଉଟିପାର୍ଲରରେ କାମ କରୁଥିବା ପ୍ରେମିକା ପ୍ରତାରିତ ପ୍ରେମିକ ର ପ୍ରଲୋଭିତ କଥାରେ ଦିଲ୍ଲୀ ରୁ ଓଡିଶା କୁ ଆସିଥିଲା ବିବାହ ପାଇଁ । ମାତ୍ର ଏଠି ପ୍ରେମିକ ବିଛାଇଥିଲା ମୃ-ତ୍ୟୁ ର ଜାଲ । ଗୁଣ୍ଡା ଲଗାଇଥିଲା ପ୍ରେମିକା କୁ ମାରି ଦେବା ନିମନ୍ତେ ।
କିନ୍ତୁ ସୌଭାଗ୍ୟ ବଶତ ବଞ୍ଚିଯାଇଛନ୍ତି ପ୍ରେମିକା ଜଣକ । ଯେମିତି ସେମିତି ଧାଇଁଲେ ପୋଲିସ ଷ୍ଟେସନ । ଯୁବତୀ ଜଣକ କହିଛନ୍ତି ଯେ ୨୫ ତାରିଖ ରେ ଫୋନ କରି ମତେ ଡାକିଲା କହିଲା ଯେ ଆସେ ଆମ୍ଭେ ପଳାଇ ଯିବା । କାନ୍ଦି କାନ୍ଦି ଭିଡିଓ କଲରେ ମତେ କହିଲା ଆସେ ଆମ୍ଭେ ପଳେଈ ଯିବା ଘରେ ମୋର ଜବରଦସ୍ତ ବାହାଘର କରିଦେବାକୁ ବସିଛନ୍ତି । ଏହାପରେ ୨୬ ତାରିଖ ଫ୍ଲାଇଟ ଟିକେଟ କରି ମୁଁ ଆସିଲି ଭୁବନେଶ୍ଵର ।
ଏହାପରେ ମତେ ଫୋନ କରି କହିଲା ଏଥିକୁ ଆସେ ସେଟାକୁ ଜା, ଏହାପରେ ଜିତୁ ନାମକ ଯୁବକ ଆସି ମତେ ନେଇକି ଗଲେ କହିଲେ ମୋ ଫ୍ୟାମିଲି ରହୁଛନ୍ତି ଶେଠୀ ରହିବ ଜାଅ । ମୁଁ ତାଙ୍କ ସହିତ ଗଲା ବେଳେକୁ ଯୁବକ ର ଭଉଣୀ ଏବଂ ଭେଣେଇ କୁ ଦେଖିଲି ସେମାନେ ମତେ ମାରିଦେବାକୁ ବସିଥିଲେ ।
ସେଠାରୁ ମୁଁ ଖସି ଆସି ପୋଲିସ ଷ୍ଟେସନ ରେ ପହଞ୍ଚିଲି । ତେବେ ବର୍ତ୍ତମାନ ପୋଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଯୁବକ ବିରୋଧରେ ତାହା ଅପେକ୍ଷାର ବିଷୟ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଅମଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।