ସବୁ ଜାଣି ବି ପ୍ରେମିକାର ହାତ ଛାଡିନଥିଲେ, ପ୍ରେମିକକୁ ବିବାହ କରିବାର 18 ଘଣ୍ଟା ପରେ ଆଖି ବୁଜିଲେ ପ୍ରେମିକା…

ଶେଷ ମୂହୁର୍ତ୍ତରେ ବି ପ୍ରେମିକ ଛାଡି ନଥିଲା ପ୍ରେମିକାର ହାତ ! ହଁ ଆଜ୍ଞା ଯୁବତୀ ଜଣଙ୍କୁ କ୍ୟାନ୍ସର ହୋଇଥିଲା । କ୍ୟାନ୍ସରରେ ଯୁବତୀ ଜଣଙ୍କ ପୀଡିତ ଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହେଲେ ନିଜ ପ୍ରେମିକାର କ୍ୟାନ୍ସର ହୋଇଥିବା ଜାଣି ବି ପ୍ରେମିକ ପ୍ରେମିକାର ହାତ ଛାଡି ନଥିଲା । ପ୍ରେମିକ ଜଣଙ୍କ ନିଜ ପ୍ରେମିକାର ସାଥ ଛାଡି ଯାଇନଥିଲା । ହଁ ଆଜ୍ଞା ବର୍ତ୍ତମାନ ସମାଜରେ ପ୍ରେମକୁ ନେଇ ଅନେକ ଜଣ ଅନେକ କଥା କହୁଛନ୍ତି ।

କାହାର ପ୍ରେମ ସତ ହେଉଛି ତ ଅନ୍ୟ କାହାର ପ୍ରେମ କାହାଣୀ ଅଧାରେ ରହିଯାଉଛି । ଯେତେବେଳେ ଯୁବତୀ ଜଣଙ୍କ କ୍ୟାନ୍ସର ରୋଗରେ ପୀଡିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ । ସେହି ପ୍ରତ୍ଯେକଟି ସମୟ ପ୍ରେମିକା ପାଖରେ ତା’ ର ପ୍ରେମିକ ରହୁଥିଲା । ଏମିତିକି ଯେତେବେଳେ ଡାକ୍ତର ଯେତେବେଳେ କହିଥିଲେ । ଯେ ଏହି 24 ଘଣ୍ଟା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ସେତେବେଳେ ପ୍ରେମିକ ଜଣଙ୍କ ନିଜେ ବର ବେଶରେ ସୁଟ, ବୁଟ୍ ପିନ୍ଧି ନିଜ ପ୍ରେମିକାକୁ ମଧ୍ୟ କନ୍ୟା ବେଶରେ ସଜେଇ ଦେଇଥିଲା ।

ତାପରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କର ବାହାଘର ମଧ୍ୟ ହୋଇଥିଲା । ସମସ୍ତେ ଜାଣିଥିଲେ କି ଯୁବତୀ ଜଣଙ୍କ ଆଉ ଅଧିକ ସମୟ ବଞ୍ଚିବେ ନାହିଁ । ପ୍ରେମିକ ମଧ୍ୟ ଏହି କଥା ଆଗରୁ ଜାଣି ସାରିଥିଲେ । ତଥାପି ପ୍ରେମିକଟି ନିଜର ପ୍ରେମକୁ ସଫଳ କରିବା ପାଇଁ ନିଜ ପ୍ରେମକୁ ବାହାଘରର ରୂପ ଦେବା ପାଇଁ ପ୍ରେମିକା ଜୀବନର ଅନ୍ତିମ ସମୟରେ ତା’ ର ହାତ ଧରି ବାହା ହୋଇଥିଲା । ଆଉ ଏହି ଦୃଶ୍ୟ ଦେଖି ଲୋକେ ଯେତେ ଖୁସି ହୋଇଥିଲେ ।

ସେତିକି ମଧ୍ୟ ତାଙ୍କ ମନରେ ଦୁଃଖ ଓ ଆଖିରେ ଲୁହ ଭରି ଯାଇଥିଲା । ତାପରେ ବାହାଘରର 18 ଘଣ୍ଟା ପରେ ପ୍ରେମିକାର ପ୍ରାଣ ବାୟୁ ଉଡିଯାଇଥିଲା । ତେବେ ଏଭଳି ଏକ ଖବର ଆମେରିକାରେ ଘଟିଯାଇଛି । ତେବେ ଏଭଳି ଏକ ପ୍ରେମ ବିବାହ ସେଠାରେ ଖୁବ ଚର୍ଚାର ପରିସରକୁ ଆସିଥିଲା । ତେବେ ଦୁହିଙ୍କର ପ୍ରେମ କାହାଣୀ ଓ ଫୋଟ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ କହୁଛନ୍ତି ପ୍ରେମ ହେବ ତ ଏମିତି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *