ବନ୍ଧୁଗଣ, ଅନେକ ଫିଲ୍ମ ରେ ହିରୋଇନ ମାନେ ବାବୁଷାନ ଙ୍କ ଫ୍ୟାନ ଥାନ୍ତି । ଏବଂ ଚଳଚିତ୍ର ରେ ପ୍ରେମ ପାଇଁ ହିରୋଇନ ମାନେ ଜୀବନ ଦେଇଥାନ୍ତି । ମାତ୍ର ବାବୁଷାନ ଙ୍କ ର ଦୀର୍ଘ ଦିନ ପରେ ଆସିଥିବା ଏହି ଚଳଚିତ୍ର ରେ ନିଜ ଜୀବନ ଦେଇଦେଇଛନ୍ତି ବାବୁଷାନ ନିଜ ପ୍ରେମ ପାଇଁ । ଏ ନେଇ ବାବୁଷାନ ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ ଏହା ଆମ୍ଭ ଡାଇରେକ୍ଟର କହିପାରିବେ । ନୂଆ ଫିଲ୍ମ ବାବୁଷାନ ଙ୍କ ପାଇଁ ବହୁତ ରୋମାଞ୍ଚକ ଥିଲା ବୋଲି ସେ କହିଛନ୍ତି ।
ବାବୁସାନ କହିଛନ୍ତି ଯେ ସେ ଅପେକ୍ଷା କରିଥିଲି ଯେ ଭଲ ଫିଲ୍ମ ଟି କିଭଳି ଆସୁ ସେ ସେଥିରେ କାମ କରିବେ । ସେଥିପାଇଁ ବାବୁଷାନ ଧନ୍ୟବାଦ ଜଣାଇଛନ୍ତି ତାପସ ଦାଦା ଙ୍କୁ, ସଂପୂର୍ଣ୍ଣ କାଷ୍ଟ ଏବଂ କୃଉ କୁ, ସ୍କ୍ରିପ୍ଟ ରାଇଟର, କ୍ୟାମେରା ମ୍ୟାନ ଙ୍କୁ । ସେ କହିଛନ୍ତି ଯେ ମତେ ଏହିଭଳି ସୁନ୍ଦର ଚଳଚିତ୍ର ଦେବାରୁ ମୁଁ ବହୁତ ଖୁସି ଅଛି ଏହାକୁ ନେଇ ।
ଦର୍ଶକ ମାନଙ୍କୁ କହିଛନ୍ତି ଯେ ନିଶ୍ଚିତ ଆସି ଫିଲ୍ମ କୁ ଏଞ୍ଜୟ କରନ୍ତୁ । ଏତେ ଦିନ ପରେ ଚେଷ୍ଟା କରିଛି ଏକ ଭଲ ସୁନ୍ଦର ସିନେମା ଦେବାପାଇଁ । ଆପଣ ମାନେ ଦେଖନ୍ତୁ ଆପଣଙ୍କ ଆଶୀର୍ବାଦ ନିହାତି ଦରକାର । ତେବେ ଏହିଭଳି ନିଜର କିଛି ଉତ୍ତମ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ବାବୁଷାନ । ବାବୁଷାନ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଏଭଳି ଅଭିନେତା ଯିଏ କି ନିଜ ଅଭିନୟ ଦ୍ଵାରା ସହଜରେ ଲୋକ ଙ୍କ ହୃଦୟରେ ପହଞ୍ଚି ପାରିଥିଲେ ।
ତାଙ୍କ ଚଳଚିତ୍ର କୁ ତଥା ବାବୁଷାନ ଙ୍କ ଅଭିନୟ କୁ ବହୁତ ଦର୍ଶକେ ପସନ୍ଦ କରି ଆସିଛନ୍ତି । କିନ୍ତୁ ବାବୁଷାନ ଙ୍କ ବିବାହ ପରେ କିଛି ଦିନ ଧରି ଚଳଚିତ୍ର ଜଗତରେ ଅଭିନୟ କରୁଥିବାର ନଜର ଆସୁନଥିଲେ । ବିବାହ ପରେ ଦାମ୍ପତ୍ୟ ଜୀବନକୁ ସମୟ ଦେଉଥିଲେ ବାବୁଷାନ । ଏହାପରେ ତାଙ୍କର ଏକ ପୁତ୍ର ସନ୍ତାନ ହେବା ପରେ ବର୍ତ୍ତମାନ ସେ ପୁଣି ଏକ ନୂତନ ଚଳଚିତ୍ର ନେଇ ଆସିଛନ୍ତି ।
ତାଙ୍କ ଫ୍ୟାନ୍ସ ମାନଙ୍କର ଦୀର୍ଘ ଦିନର ଅପେକ୍ଷା ପ୍ରାୟ ସଂପୂର୍ଣ୍ଣ ହେଲା ଭଳି ପରିଲକ୍ଷିତ ହେଉଛି । କାରଣ ସୋ-ସି-ଆ-ଲ ମି-ଡି-ଆ ରେ ବାବୁଷାନ ଙ୍କ ଫ୍ୟାନ୍ସ ମାନେ ନାନା ପ୍ରକାରର କମେଣ୍ଟ କରି ପରଦାରେ ଦେଖିବାକୁ ଅପେକ୍ଷା କରିଛନ୍ତି ବୋଲି କହିଥିଲେ । ତେବେ ଆଶା କରୁଛୁ ଏହି ବିବରଣୀ ଟି ଆପଣ ମାନଙ୍କ ମନକୁ ଛୁଇଁଥିବ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।