ଭାଉଜ ପ୍ରେମ କଲା, ପରେ ରାକ୍ଷୀ ବାନ୍ଧିବାକୁ କହିଲା..କଷ୍ଟ ନ ସମ୍ଭାଳି ପରି କିଛି ଏଭଳି କଲା ଦିଅର..ଜାଣିଲେ ଉଡିଯିବ ଆପଣଙ୍କ ହୋସ…ଦେଖନ୍ତୁ Video

ଭାଉଜକୁ ପ୍ରେମ କରି ଯୁବକ ଜଣକ ଜୀବନ ହାରିବା ପରେ ବାପା-ମା ଏବେ ଏସପିଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ସେମାନେ ଲେଖିଛନ୍ତି, ଆମ ପୁଅର ଜୀବନ ହାରିବା ପଛରେ ଅଛି ଭାଉଜର ହାତ । ଯାଜପୁର ବରଚଣା ଥାନା ଅଞ୍ଚଳରେ ଘଟିଥିବା ଏମିତି ଏକ ଘଟଣା ଗତ 9 ତାରିଖ ଦିନ ନିଜ ଘରେ ଜଣେ ଯୁବକ ଫାଶୀ ଲଗାଇ ଆତ୍ମହତୟଆ କରିଥିବା ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ପରିବାର ଲୋକେ ଅଭିଯୋଗ ଆଣିଥିଲେ ଯେ ବଡ ଭାଇର ବୋହୁ ତାଙ୍କ ନାବାଳକ ପୁଅକୁ ମାନସିକ ଚାପ ପକେଇବା ସହ ପ୍ରେମ ଜାଲରେ ଛନ୍ଦି ଆତ୍ମହତୟଆ କରିବା ପାଇଁ ମଜବୁର କରିଦେଇଥିଲା । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଉକ୍ତ ଏଫଆଇଆରକୁ ପଞ୍ଜୀକୃତ ନ କରାଇ ରଖିଦେଇଥିଲେ ।

ଏବେ ଏହାକୁ ନେଇ ପୁଅର ବାପା ଦିଗମ୍ବର ଯାଜପୁର ଏସପିଙ୍କୁ ଚିଠି ଲେଖି ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ତେବେ ପରିବାରର ଅଭିଯୋଗ ମୁତାବକ ନିଜ ଭାଉଜ ସହ ସମ୍ପର୍କ ରଖିଥିଲା ନାବାଳକ ଦିଅର । ଆଉ ଭାଉଜ ବାରମ୍ବାର କହୁଥିଲା ଯେ ମୋତେ ଘରୁ ନେଇ ବାହାରେ ରଖ । ହେଲେ ଦିଅର ପାଠ ପଢିବା କାରଣରୁ ନିଜ ଭାଉଜକୁ କେଉଁ ଆଡେ ନେଇ ପାରୁ ନଥିଲା ।

ବନ୍ଧୁଗଣ ଏହା ସହିତ ଭାଉଜ ଦିଅରକୁ ରାକ୍ଷୀ ବାନ୍ଧି ସମ୍ପର୍କ ପରିବର୍ତ୍ତନ କରିବାକୁ କହୁଥିଲା ହେଲେ ଏ ଭିତରେ ନାବାଳକ ଦିଅର ନିଜ ଘରେ ରସି ବାନ୍ଧି ଆତ୍ମହତୟଆ କରିଦେଇଛି । ଆଉ ସାଙ୍ଗ ମାନଙ୍କ ୱ୍ହାଟସପ୍ ଗ୍ରୁପରେ ମୁଁ ବହୁତ ଦୂରକୁ ଚାଲି ଯାଉଛି ଲେଖି ସେହି ଗ୍ରୁପରୁ ଲେଫ୍ଟ ହେଇଯାଇଥିଲେ । ଆଉ ଏହା ପରେ ସବୁଦିନ ପାଇଁ ଆଖି ବୁଝି ଦେଇଥିଲେ ଏହି ନାବାଳକ ଜଣକ ।

ସେ ଗୋଟେ ଚିଠି ମଧ୍ୟ ଲେଖିଥିଲେ । ସେହି ଚିଠିରେ ସେ ଲେଖିଥିଲେ, ସରି ଭାଉଜ ତୁମ ପାଇଁ ଆମ ପରିବାର ଭିତରେ ପାଲା ଲାଗିଛି । ହେଲେ ମୁଁ ତୁମ ବିନା ବଞ୍ଚି ପାରିବିନି ମୁଁ ବହୁତ ଦୂରକୁ ଚାଲି ଯାଉଛି । ଏସବୁକୁ ଏବେ ପୋଲିସ ଜବତ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *