ପ୍ରେମରେ ପାଗଳ ହୋଇଥାନ୍ତି ଏହି 4 ଟି ନାମର ଝିଅ (Astrology)

ନମସ୍କାର ବନ୍ଧୁଗଣ ତେବେ ସବୁ ବ୍ୟକ୍ତି ଙ୍କ ସ୍ଵପ୍ନ ଥାଏ କି ତାଙ୍କ ଜୀବନ ରେ ପ୍ରେମ ଆସୁ ଯାହା ଦ୍ୱାରା ସେମାନେ ଏକ ରଙ୍ଗୀନ ଜୀଵନ ଯାପନ କରି ପାରିବେ । ଜଣେ ଏଭଳି ସାଥୀ ଆସୁ ଯାହା ସହ ସେମାନେ ନିଜର ପୁରା ଜୀଵନ କାଟି ପାରିବେ ଏବଂ ଖୁସି ରେ ରହି ପାରିବେ । ତେବେ କିନ୍ତୁ ସମସ୍ତ ଙ୍କୁ ନିଜ ଜୀବନରେ ସଫଳତା ମିଳେ ନାହିଁ ଅର୍ଥାତ ସମସ୍ତ କିଂ ନିଜର ପ୍ରେମ ମିଳେ ନାହିଁ । ତେବେ କିଛି ଲୋକ ପ୍ରେମ ରେ ବହୁତ ଧୋକା ଖାଇଥାନ୍ତି ଏବଂ ଭାଙ୍ଗି ମଧ୍ୟ ପଡ଼ନ୍ତି ।

ତେବେ ଆଜି ଆମେ ଆପଣ ଙ୍କୁ କିଛି ଏଭଳି ନାମର ଝିଅ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ପ୍ରେମ ରେ ଧୋକା ଖାଆନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମ ର ପ୍ରଥମ ଅକ୍ଷର ବ୍ୟକ୍ତି ଜୀଵନ ରେ ବହୁତ ପ୍ରଭାବ ପକାଇଥାଏ କେତେବେଳେ ସକରାତ୍ମକ ତ କେତେବେଳେ ନକରାତ୍ମକ ତେବେ ଆସନ୍ତୁ ଜାଣିନେବା ସେହି ଦୁର୍ଭାଗ୍ୟ ଶାଳୀ ଝିଅ ମାନଙ୍କର ନାମ କୁ ।

୧- ପ୍ରଥମ ରେ ହେଉଛି K ନାମ ଥିବା ଝିଅ ମାନେ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏହି ଝିଅ ମାନେ ଅତ୍ୟନ୍ତ ଗୁଣୀ ଅଟନ୍ତି । ନିଜ ସ୍ୱଭାବ ଜରିଆରେ ଏମାନେ ସମସ୍ତ ଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି । ଏମାନେ ଯେଉଁ ବ୍ୟକ୍ତି କୁ ଭଲ ପାଇଥାନ୍ତି ସେମାନଙ୍କ ପାଇଁ କିଛି ବି କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଯାନ୍ତି ।

ପ୍ରେମ ମାମଲା ରେ ଏହି ନାମର ଝିଅ ମାନେ ବହୁତ ଇମାନ୍ଦାର ଅଟନ୍ତି । କିନ୍ତୁ ଏମାନେ ନିଜ ଜୀବନସାଥୀ ଙ୍କ ନିଜ ପ୍ରତି ଅଣଦେଖା ସ୍ୱଭାବ ଆଦୌ ପସନ୍ଦ କରନ୍ତି ନାହିଁ ଏବଂ ଯେବେ ଏମାନଙ୍କ ଜୀବନ ସାଥି ତାଙ୍କୁ ଧୋକା ଦେଇଥାଏ ତେବେ ସେ ନିଜକୁ ସମ୍ଭାଳି ପାରନ୍ତି ନାହିଁ ।

୨- ଦ୍ଵିତୀୟ ରେ ହେଉଛି P ନାମ ଥିବା ଝିଅ ମାନେ । ତେବେ ଏହି ନାମ ଥିବା ଝିଅ ମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି । ଏହି ଝିଅ ମାନେ ଅନ୍ୟ ମାନଙ୍କ ଅପେକ୍ଷା ଭିନ୍ନ ହୋଇଥାନ୍ତି । ଏମାନେ ଲଭ ମ୍ୟାରେଜ ଉପରେ ବିଶ୍ୱାସ ରଖନ୍ତି ଏବଂ ବହୁତ ଶୀଘ୍ର ପ୍ରେମ ରେ ମଧ୍ୟ ପଡ଼ି ଯାଆନ୍ତି । ଏହି ଝିଅ ମାନେ ନିଜ ଜୀବନସାଥୀ ଙ୍କୁ ବହୁତ ଭଲ ପାଆନ୍ତି ।

କିନ୍ତୁ ଏମାନେ ସବୁଠାରୁ ଅଧିକ ଦୁଃଖୀ ସେତେବେଳେ ହୁଅନ୍ତି ଯେତେବେଳେ ଏମାନଙ୍କ ଜୀବନସାଥୀ ଏମାନଙ୍କୁ ଅଧା ରୁ ହିଁ ଛାଡି ଚାଲି ଯାଇଥାଏ । ଏମାନେ ଏଥିପାଇଁ ନିଜକୁ ହିଁ ଦୋଷୀ ଭାବିଥାନ୍ତି ଏବଂ ମନ ଭିତରେ ବହୁତ ଦୁଃଖ ରେ ରୁହନ୍ତି । ଏଥିରୁ ଏହା ସ୍ପଷ୍ଟ ଯେ ଏହି ନାମର ଝିଅ ପ୍ରେମ ରେ ନିଜ ପାର୍ଟନର ଙ୍କ ଠାରୁ ଧୋକା ଖାଆନ୍ତି ।

୩- ତୃତୀୟ ରେ ହେଉଛି R ନାମ ଥିବା ଝିଅ ମାନେ । ତେବେ ଏହି ନାମ ଥିବା ଝିଅ ମାନେ ହୃଦୟ ରୁ ବହୁତ ସଫା ଥାଆନ୍ତି । ସେମାନେ ସବୁବେଳେ ନିଜ ପାର୍ଟନର ସବୁ ଇଚ୍ଛା କୁ ପୂରଣ କରିବା ପାଇଁ ଚାହିଁଥାନ୍ତି ସବୁବେଳେ ଖୁସିରେ ମଧ୍ୟ ରଖିଥାନ୍ତି । ତେବେ ଏହି ନାମ ଥିବା ଝିଅ ମାନେ ନିଜର ସବୁ କର୍ତ୍ତବ୍ୟ କୁ ବହୁତ ସୁନ୍ଦର ଭାବରେ ପାଳନ କରିଥାନ୍ତି ଏବଂ ନିଜ ପାର୍ଟନର ବହୁତ ସେବା ମଧ୍ୟ କରନ୍ତି କିନ୍ତୁ ଯେତେବେଳେ ସେମାନଙ୍କୁ ପ୍ରେମ ରେ ଧୋକା ମିଳେ ସେମାନେ ସହ୍ୟ କରି ପାରନ୍ତି ନାହିଁ ।

୪- ଚତୁର୍ଥ ରେ ହେଉଛି S ନାମ ଥିବା ଝିଅ ମାନେ । ତେବେ ଏହି ନାମ ର ଝିଅ ମାନେ ସ୍ଵଭାବ ରେ ଖୁବ ସରଳ ଥାଆନ୍ତି ଏବଂ ଶାନ୍ତ ଥାଆନ୍ତି । ତେବେ ସେ ନିଜର ଜୀଵନ ସାଥୀ ର ବହୁତ ଭଲ ପାଆନ୍ତି ଏବଂ ଭଲ ଭାବରେ ସେବା କରିଥାନ୍ତି ଏବଂ ପୁରା ଜୀଵନ ସେ ତାଙ୍କ ପାଇଁ ନିଃସ୍ୱାର୍ଥ ଭାବରେ କାର୍ଯ୍ୟ ରେ ଲଗାଇ ଦିଅନ୍ତି ଏମାନେ କାହାକୁ ବି ଧୋକା ଦିଅନ୍ତି ନାହିଁ କିନ୍ତୁ ଧୋକା ପାଇଲେ ସହି ପାରନ୍ତି ନାହିଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *