ପ୍ରେମ ଦେଖେନି ବୟସ, ପ୍ରମାଣ କରିଦେଲେ ଏହି 5 ଟି Bollywood କପଲ୍ସ, 4 ନଂ ଯୋଡି ତ ସମସ୍ତଙ୍କ Favorite

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଯେଉଁ ମାନଙ୍କ ବୟସ ରେ ବହୁତ ତଫାତ ରହିଛି। ବନ୍ଧୁଗଣ ଆପଣ ମାନେ ତ ଅଧିକାଂଶ ଦେଖିଥିବେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରାୟ ଅଭିନେତା ଏବଂ ଅଭିନେତ୍ରୀ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ବୟସ ସୀମା ର ପାର୍ଥକ୍ୟ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ।ତେବେ ଆସନ୍ତୁ ଜାଣିବା ସେହି ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ।


୧- ପ୍ରଥମ ରେ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ‘ନେହା କକ୍କର’ ଙ୍କ ବିଷୟରେ। ନେହା ପଞ୍ଜାବୀ ଗାୟକ ‘ରୋହନ ପ୍ରୀତ ସିଂ’ ଙ୍କୁ ଵିଵାହ କରିଛନ୍ତି। ଏହି ଯୋଡି ଙ୍କ ବିବାହ କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ହେବାର ଦେଖିବାକୁ ମିଳୁଛି। ରୋହନ ଏବଂ ନେହା ଙ୍କ ମଧ୍ୟରେ ୭ ବର୍ଷର ତଫାତ ରହିଛି। ନେହା କକ୍କର ଙ୍କୁ ୩୨ ବର୍ଷ ହୋଇଥିବା ବେଳେ ରୋହନ ମାତ୍ର ୨୫ ବର୍ଷ ର ଅଟନ୍ତି।ଏହି ଯୋଡି ଙ୍କ ବୟସ କୁ ନେଇ ବହୁତ ଚର୍ଚ୍ଚା କରାଯାଉଛି କିନ୍ତୁ ଏହି ଯୋଡି କୌଣସି କଥା ଖାତିର ନକରି ନିଜର ବିବାହିତ ଜୀଵନରେ ଖୁସିର ସହ ଆଗେଇବାରେ ଲାଗିଛନ୍ତି।

୨- ଦ୍ଵିତୀୟ ରେ ହେଉଛନ୍ତି ଅମ୍ରିତା ସିଂହ ଓ ସେଫ ଅଲ୍ଲୀ ଖାନ। ସେଫ ଅଲ୍ଲୀ ପ୍ରଥମରେ ଅମ୍ରିତାଙ୍କୁ ବିବାହ କରିଥିଲେ, ଅମ୍ରିତା ବାର ବର୍ଷ ବଡ ଥିଲେ ଶଇଫଙ୍କଠୁ । ୧୯୯୧ ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଏମାନଙ୍କ ବୈବାହିକ ଜୀବନ ବେସୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପରି ନଥିଲା । ୨୦୦୪ ରେ ସେମାନଙ୍କ ମଧ୍ୟରେ ବିବାହ ବିଛେଦ ହୋଇଥିଲା ।

୩- ତୃତୀୟ ରେ ହେଉଛି ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜକୁ କ୍ୟାରିଆର ଆରମ୍ଭ କରିଥିବା ଅଭିନେତ୍ରୀ ‘ପ୍ରିୟଙ୍କା ଚୋପ୍ରା’ ହଲିଉଡ଼ ର ଅଭିନେତା ତଥା ଗାୟକ ‘ନିକ ଜୋନସ’ ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପ୍ରିୟଙ୍କା ଏବଂ ନିକ ଙ୍କ ମଧ୍ୟରେ ୧୦ ବର୍ଷ ର ପାର୍ଥକ୍ୟ ରହିଛି। ପ୍ରିୟଙ୍କା ଙ୍କୁ ୩୩ ବର୍ଷ ହୋଇଥିବା ବେଳେ ନିକ ୨୨ ବର୍ଷ ର ଅଟନ୍ତି।ଏହି ଯୋଡି ଙ୍କ ବୟସ ର ତଫାତ କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ମଜାକ ଉଡାଯାଇଥିଲା।କିନ୍ତୁ ଏହି ଯୋଡି କୌଣସି କଥା କୁ ଖାତିର କରି ନଥିଲେ ଏବଂ ବର୍ତ୍ତମାନ ଏହି ଯୋଡି ଆମେରିକା ରେ ନିଜ ବିବାହିତ ଜୀବନକୁ ଖୁସିର ସହ ବିତାଉଛନ୍ତି।

୪. ବଲିଉଡ ଇଣ୍ଡଷ୍ଟ୍ରୀ ର ନାମିଦାମୀ ଅଭିନେତା ‘ସାହିଦ କପୁର’ ୨୦୧୫ ମସିହାରେ ‘ମୀରା’ ଙ୍କୁ ଵିଵାହ କରିଥିଲେ।ଏହି ଯୋଡି ଙ୍କ ଆରେଞ୍ଜ ମ୍ୟାରେଜ ହୋଇଥିଲା।ବିବାହ ସମୟରେ ସାହିଦ କପୁର ଙ୍କୁ ୩୯ ବର୍ଷ ହୋଇଥିବା ବେଳେ ମୀରା ଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ଏହି ଯୋଡି ଙ୍କ ବୟସ ମଧ୍ୟରେ ୧୪ ବର୍ଷ ର ତଫାତ ରହିଛି। ଏହି ଯୋଡି ୨ଟି ଛୁଆଙ୍କ ମାତା ପିତା ହୋଇସାରିଛନ୍ତି।


୫- ଚତୁର୍ଥ ରେ ହେଉଛନ୍ତି ବିପାଶା ଓ କରନ ଗ୍ରୋଭର।ଜଣେ ବଡ ପରଦାର ରାଣୀ ଓ ଆଉ ଜଣେ ଛୋଟ ପରଦାର ରାଜା । ଯେତେବେଳେ ‘ଏଲୋନେ ‘ ଫିଲ୍ମରେ ଏକାଠି କମ କାଲେ ଏମାନଙ୍କ ମନ ଏକାଠି ହୋଇଥିଲା । ଫିଲ୍ମରେ ପତି ପତ୍ନୀ ଭାବେ ନଜର ଆସିଥିବା ବିପାଶା ଓ କରନ ବାସ୍ତବ ଜୀବନରେ ୨୦୧୬ ମସିହାରେ ଦୁଇଜଣ ଦୁଇଜଣଙ୍କୁ ବିବାହ କରିଥିଲେ । ବିପାଶା ଠାରୁ ତିନି ବର୍ଷ ସାନ ହେଉଛନ୍ତି କରନ ସିଂହ ଗ୍ରୋବର।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *