ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ଆଣ୍ଠୁ ଗଣ୍ଠି ବ୍ୟଥା, ବାଟ ରୋଗ, ଦୁର୍ବଳତା, ପେଟ ସମସ୍ୟା ଓ ଚେହେରା ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟା ହେବାର କାରଣ ହେଉଛି ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟରେ ଅଭାବ । ଯଦି ମଣିଷ ଭଲ ଖାଦ୍ୟର ସେବନ ନକରିବ ତା ହେଲେ ତାକୁ ଏହି ସବୁ ସମସ୍ୟା ବହୁତ କମ ବୟସରେ ହେବ।
ଏହି ସବୁ ରୋଗ ହେବା ଦ୍ଵାରା ମଣିଷକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଓ ଆଜୀବନ ବହୁତ ଟଙ୍କାର ମେଡ଼ିସିନ ଖାଇବାକୁ ପଡିଥାଏ । ହେଲେ ଆଜିଆମେ ଆପଣ ମାନଙ୍କୁ ଏପରି ତିନୋଟି ପନିପରିବା ବିଷୟରେ କହିବାକୁ ଯାଉଛୁ ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ । ଯଦି ଆପଣ ଏହି ତିନୋଟି ପରିବାକୁ ସବୁ ଦିନ ସେବନ କରିବେ ତା ହେଲେ ଆପଣଙ୍କୁ ଆଜୀବନ କୌଣସି ରୋଗ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ସବୁ ପରିବା ଗୁଡିକ ବିଷୟରେ।
୧ – ତେବେ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ବ୍ରୋକଲି । ଆପଣ ମାନେ ସମସ୍ତେ ବ୍ରୋକଲି ନିଶ୍ଚୟ ଖାଇଥିବେ । ଯଦି ଆପଣ ନିରାମିଷ ଅଛନ୍ତି ତା ହେଲେ ଆପଣଙ୍କୁ ଗୋଟେ ସପ୍ତାହରେ କମ ସେ କମ ଦୁଇ ଥର ବ୍ରୋକଲିର ସେବନ କରିବା ଉଚିତ । କାରଣ ଏହି ବ୍ରୋକଲିରେ ବହୁତ ମାତ୍ରାରେ ପ୍ରୋଟିନ ଓ ଭିଟାମିନ୍ସ ଥାଏ ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।
ବନ୍ଧୁଗଣ ଏହା ଆମର ଦୁର୍ବଳତା, ଆଖି ଜନିତ ସମସ୍ୟା, କେସ ଜନିତ ସମସ୍ୟା ଓ ଚେହେରା ଜନିତ ସମସ୍ୟାକୁ ବହୁତ ଶୀଘ୍ର ଦୂର କରିଥାଏ । ୨ – ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ଲାଉ । ଆପଣ ମାନେ ନିଶ୍ଚୟ ଲାଉ ଖାଇଥିବେ ଓ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଲାଉର ସେବନ କରନ୍ତି ନାହିଁ । ଲାଉ ହାର୍ଟ ଜନିତ ସମସ୍ୟା ଡାଇବେଟିସ ଓ ଉଛ ରକ୍ତଚାପ ଆଦିକୁ ଦୂର କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଲାଉର ଜୁସ କରି ସେବନ କରିବା ଉଚିତ ।
ଏହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣ କମ ସେ କମ ସପ୍ତାହରେ ଦୁଇ ଥର ଏହାର ସେବନ ନିଶ୍ଚୟ କରନ୍ତୁ। ୩- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ମଟର । ତେବେ ମଟରରେ ବହୁତ ମାତ୍ରାରେ ପ୍ରୋଟିନ,
କ୍ୟାଲସିୟମ ଓ ଫାଇବର ଆଦି ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ମଟର ଆମ ଶରୀରକୁ ମଝବୁତ କରିବା ସହ ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ ।
ତେଣୁ ଆପଣ ମାନେ ସପ୍ତାହରେ ଚାରି ଦିନ ମଟରର ସେବନ ନିଶ୍ଚୟ କରନ୍ତୁ । ଏହା କେତେକ ମାରାତ୍ମକ ରୋଗକୁ ଜଡରୁ ଦୂର କରିବାରେ ସହାୟକ ହୋଇଥାଏ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।