ପ୍ରଥମ ଶ୍ରେଣୀ ଝିଅର କଥା ଶୁଣି ପୋଲିସ ବାବୁ କାବା ! ନିଜେ ଦେଖି ନିଅନ୍ତୁ…

ବନ୍ଧୁଗଣ ଏବେ ସାରା ବିଶ୍ଵ ବହୁତ ଉନ୍ନତି ଦିଗକୁ ବଢି ଯାଇଛି  । ଆଗ କାଳରେ ଲୋକ ମାନେ କେବଳ ଖବର କାଗଜ ମାଧ୍ୟମରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଏବଂ ଖବର ବିଷୟରେ ଜାଣି ପାରୁଥିଲେ । ହେଲେ ଆଜିକାଲି ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ସାଧାରଣତଃ ପୋଲିସ ମାନଙ୍କ ପ୍ରତି ଆମ ମାନଙ୍କ ମନରେ କେତେବେଳେ ଭୟ ଭାବ ସୃଷ୍ଟି ହୋଇଥାଏ ତ କେତେବେଳେ ସାହାସ ମିଳି ଥାଏ । ଯେତେବେଳେ ଆମ ଉପରେ କେହି ଅନ୍ୟାୟ କରିଥାଏ ସେତେବେଳେ ଯଦି ପୋଲିସକୁ ଆମେ ଦେଖିଥାଉ ଆମ ମନରେ ସାହାସ ସୃଷ୍ଟି ହୋଇଥାଏ ।

ଅନ୍ୟ ପକ୍ଷେ ଯେତେବେଳେ ଆମେ କୌଣସି ଭୁଲ କାମ କରିଥାଉ ସେତେବେଳେ ଆମେ ପୋଲିସକୁ ଦେଖିଲେ ଆମ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ନା କୌଣସି ଭୁଲ କରିଛି ନା ତାକୁ କିଏ ହଇରାଣ କରୁଛି । ହେଲେ ପୋଲିସକୁ ଯେଉଁ ଭଳି ସବୁ କଥା କହୁଛି ତାହା ଦେଖିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ ।

ଭଲ କରି ଦେଖନ୍ତୁ ଏହି ଭିଡିଓରେ ଥିବା କୁନି ଝିଅ । ପୋଲିସ ବାବୁ ଜଣକ ତାଙ୍କ ଘରକୁ ଆସିଛନ୍ତି ଆଉ ସେଠାରେ ଝିଅଟି ଯେଉଁ ଭଳି ଭାବରେ ପୋଲିସ ବାବୁଙ୍କ ସହ କଥା ହେଉଛି ତାହା ଦେଖି ଶେଷରେ ପୋଲିସ ବାବୁ ଜଣକ ନିଜ ହସ ରୋକିପାରୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *