ପ୍ରଥମ ରାତି ଥରିଲା ଛାତି…OYO ରୁ ଧାରଣା, ଚାପ ପକାଇ ବାହା ହେଲି, କିନ୍ତୁ ପ୍ରଥମ ପ୍ରଥମ ରାତିରେ…

ନମସ୍କାର ବନ୍ଧୁଗଣ ତେବେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ଅନ୍ତର୍ଗତ ଖୁରୁସିଆ ପଞ୍ଚାୟତ ବାନ୍ଧକୁଦ ଗ୍ରାମର ରମେଶ ଚନ୍ଦ୍ର ଓଝା ଙ୍କ ପୁଅ ରଂଜନ ଓଝା ବୟସ ୨୮ ,ଝାରଖଣ୍ଡ ରୁମୁଟା ମାଇନ୍ସରେ ଓଲଡର ଭାବରେ କାର୍ଯ୍ୟ କରୁଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଝାଲପଡା ଗାଁର ଗୌତମ ନାୟକଙ୍କ ଝିଅ ପ୍ରତିକ୍ଷା ନାୟକ ଙ୍କୁ ଇନଷ୍ଟିଗ୍ରାମ ଚାଟିଙ୍ଗରେ ଦୀର୍ଘ ୧୪ ମାସ ହେବ ପ୍ରେମ ଜାଲରେ ଫସାଇ ବିବାହ ର ପ୍ରଲୋଭନ ଦେଖାଇ


ବାରମ୍ବାର ହୋଟେଲ ଓ ନିଜ ଗାଁରେ ଶାରୀରିକ ସଂପର୍କ ରଖିବା ପରେ ବିବାହ କରିବା ପାଇଁ ପ୍ରତ୍ୟାଖ୍ୟାନ କରିଥିଲେ । ବାଧ୍ୟ ହୋଇ ପ୍ରତିକ୍ଷା ରଂଜନ ଙ୍କ ଗାଁ ବାନ୍ଧକୁଦ ଘର ଆଗରେ ବସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ଏଭଳି ପ୍ରତାରଣା ର ଶିକାର ହେଉଥିବା ପ୍ରେମିକା ମାନଙ୍କ ଘଟଣା ଲୋକଲୋଚନକୁ ଆସୁଥିବା ବେଳେ ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ଅନ୍ତର୍ଗତ ଖୁରୁସିଆ ପଞ୍ଚାୟତ ବାନ୍ଧକୁଦ ଗାଁରେ ଦେଖିବାକୁ ମିଳିଛି ।

ତେବେ ସେ ବିବାହ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଉଥିଲେ । ଏହାପରେ ପ୍ରଲୋଭନ ଦେଖାଇ ବାରମ୍ବାର ହୋଟେଲ୍ ଓ ନିଜ ଗାଁ ରେ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ତାପରେ ଯୁବକ ଜଣଙ୍କ ବିବାହ କରିବାକୁ ମନା କରି ଦେଇଥିଲେ । ବାଧ୍ୟ ହୋଇ ପ୍ରତୀକ୍ଷା ରଞ୍ଜନ ଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯୁବକ ଜଣଙ୍କ ପ୍ରଥମେ ଭଲ ପାଉଛି ବୋଲି କହି ଶାରୀରିକ ସମ୍ପର୍କ ରଖିଲେ । ଯୁବତୀ ଜଣଙ୍କ ତାଙ୍କ ଉପରେ ଭରଷା କରିଲେ । ତେବେ କିନ୍ତୁ ଯୁବକଙ୍କ ଷଡ଼ଯନ୍ତ୍ର କିଛି ବୁଝି ପାରିଲେ ନାହିଁ । ଯୁବତୀ ଜଣଙ୍କ ପାଗଳଙ୍କ ପରି ଭଲ ପାଉଥିଲେ । ଯୁବକ ଜଣଙ୍କ ଯୁବତୀ ଙ୍କୁ ନେଇ ତାଙ୍କ ପାଖରେ ମଧ୍ୟ ରଖିଥିଲେ । କିନ୍ତୁ ବର୍ତ୍ତମାନ ଯୁବକ ଜଣଙ୍କ ଯେତେବେଳେ ବାହା ହେବାକୁ ମନା କରି ଦେଇଛନ୍ତି । ଯୁବତୀ ଜଣଙ୍କ ନ୍ୟାୟ ପାଇଁ ଦାବି କରିଛନ୍ତି ।


ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି । ତେବେ କିନ୍ତୁ ବର୍ତ୍ତମାନ ସେହି ପୁଅଟି ନିଜର ଭୁଲ ବୁଝି ଝିଅ ପାଖକୁ ଆସି ତାକୁ ବିବାହ କରିଛି ଗାଁ ଲୋକଙ୍କ ସାମ୍ନାରେ ତେବେ କିନ୍ତୁ ଝିଅର କହିବା କଥା କି ମୁ ଚାପ ପକାଇ ବିବାହ କରିଛି ତେଣୁ ମୋତେ ଡର ଲାଗୁଛି । ତେବେ ଏହି ଡର ଯିବାକୁ କିଛି ଦିନ କିଛି ସମୟ ନିଶ୍ଚିତ ଲାଗିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *