ପ୍ରଥମ ପତ୍ନୀଙ୍କ ଠାରୁ ଅନୁମତି ନେଇ ଦ୍ଵିତୀୟ ବିବାହ କରିଥିଲେ ଏହି ଫେମସ Actor, ଯାହାଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହା ବ୍ଯତୀତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।


ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଦୁଇଟି ଟିଭି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି। ତେବେ ଏହି ଦୁଇଜଣ କଳାକାରଙ୍କ ନାମ ହେଉଛି ସଞ୍ଜୀବ ଶେଠ ଓ ଲତା ସବରୱାଲ । ଏହି ଦୁଇଜଣ କଳାକାରଙ୍କୁ ଆପଣ ମାନେ ସମସ୍ତେ ଟିଭିର ଫେମସ ସିରିଏଲ ‘ୟେ ରିସତା କ୍ୟା କେହେଲାତା ହେ’ରେ ନିଶ୍ଚୟ ଦେଖିଥିବେ।

ଏହି  ଦୁଇଜଣ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସଞ୍ଜୀବ ଶେଠ ଅଭିନେତ୍ରୀ ଲତାଙ୍କ ସହ ବିବାହ କରିବା ପାଇଁ ନିଜ ପ୍ରଥମ ପତ୍ନୀ ଠାରୁ ଅନୁମତି ନେଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଲଭ ଷ୍ଟୋରି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ।

ୟେ ରିସତା କ୍ଯା କେହେଲାତା ହେ’ ସିରିଏଲରେ ସଞ୍ଜୀବ ଓ ଲତା ପତ୍ନୀ ପତ୍ନୀର ଭୂମିକାରେ ଅଭିନୟ କରୁଥିଲେ । ପତ୍ନୀ ପତ୍ନୀର ଭୂମିକାରେ ଅଭିନୟ କରୁଥିବା ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ । ହେଲେ ବନ୍ଧୁଗଣ ସଞ୍ଜୀବ ପ୍ରଥମରୁ ବିବାହିତ ଥିଲେ ଓ ତାଙ୍କର ଦୁଇଟି ଛୁଆ ମଧ୍ୟ ଥିଲେ । ସଞ୍ଜୀବଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ଅଭିନେତ୍ରୀ ରେଶ୍ମା ଟିପନିସ । ଏହି ଦୁଇଜଣଙ୍କ ମଧ୍ୟରେ ମଧ୍ୟରେ ୧୨ ବର୍ଷ ବୟସରେ ଅନ୍ତ ଥିଲା।


ତେବେ ଯେତେବେଳେ ରେଶ୍ମାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା ସେତେବେଳେ ସେ ସଞ୍ଜୀବଙ୍କୁ ବିବାହ କରିଥିଲେ । ହେଲେ ବନ୍ଧୁଗଣ ଏହି ଦୁଇଜଣଙ୍କ ମଧ୍ୟରେ ୧୧ ବର୍ଷ ପରେ ତଲାକ ହୋଇଯାଇଥିଲା । ଯେତେବେଳେ ସଞ୍ଜୀବ ଲତାଙ୍କୁ ପ୍ରେମ କରୁଥିଲେ ସେତେବେଳେ ସେ ନିଜ ସ୍ତ୍ରୀ ରେଶ୍ମା ଓ ତାଙ୍କର ଦୁଇ ଛୁଆଙ୍କର ଅନୁମତି ମାଗିଥିଲେ । ସଞ୍ଜୀବଙ୍କର ଏହି ସୁନ୍ଦର ସ୍ଵଭାବକୁ ଦେଖି ତାଙ୍କ ପରିବାର ଏହି ବିବାହ ପାଇଁ ରାଜି ହୋଇଗଲେ ।

ସଞ୍ଜୀବଙ୍କ ପ୍ରଥମ ପତ୍ନୀ ସଞ୍ଜୀବଙ୍କର ଦୁତୀୟ ବିବାହ ପାଇଁ ମଧ୍ୟ ବହୁତ ବଡ ଅବଦାନ ଦେଇଥିଲେ। ତେବେ ଏହାପରେ ସଞ୍ଜୀବ ଓ ଲତାଙ୍କ ବିବାହ ୨୦୧୦ ମସିହାରେ ହୋଇଥିଲା । ବିବାହ ପରଠାରୁ ସଞ୍ଜୀବ ଓ ଲତା ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *