ବନ୍ଧୁଗଣ, ସାଂସଦ ସୁର ରାଉତରାୟ ଙ୍କୁ କିଏ ବା ନ ଜାଣେ ! ତାଙ୍କ କଥା କହିବାର ଶୈଳୀ ତଥା ରାଜନୀତି ମାମଲାରେ ସେ ବହୁତ ପରିଚିତ । ଆଜି ଆମ୍ଭେ ଆପଣଙ୍କୁ ସୁର ରାଉତରାୟ ଙ୍କ ସହିତ କିଛି ବିଶେଷ କଥା ର ଆଲୋଚନା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଶ୍ରୀ ମନ୍ଦିର କୁ ନେଇ ବିବାଦ ଚାଲିଥିବା ସମୟରେ ସୁର ରାଉତରାୟ କହିଛନ୍ତି ଯେ, ପୁରୀ ମନ୍ଦିରର ପ୍ରଥମ ସେବକ ହେଲେ ପୁରୀ ମହାରାଜ, ଏବଂ ସେ କହିଛନ୍ତି ଯେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ।
ASI ପର୍ମିଶନ ଦେଇନାହିଁ, ପାଇଖେନା ନିର୍ମାଣ ହେଉଛି ମାତ୍ର ଯେଉଁ ଜାଗାରେ ପାଇଖାନା ହେଉଛି ମନ୍ଦିରର କ୍ଷତି କରିବ ନାହିଁ । ଆଗରୁ ବଡ ବଡ ଗାଡି ମଧ୍ୟ ମନ୍ଦିର ପାଖକୁ ଛଡା ଯାଉ ନଥିଲା । ମାତ୍ର ଏ ସବୁ ସତ୍ବେ ମଧ୍ୟ ଜେସିବି ଲାଗିବ ତେବେ କ’ଣ ହେବ ? ବୀନା ପର୍ମିଶନ ରେ ଯାହା କରିଥିଲେ ସେଥିରେ ମାଟି ଘୋଡେଇ ସାରିଲେଣି । ଏହା ମଧ୍ୟରେ ପବ୍ଲିକ ଯେଉଁଭଳି ଭାବରେ ଚିତ୍କାର କରିଲା ୭୦ ପ୍ରତିଶତ ଖାଲ ପୋତି ଦେଇଛନ୍ତି ।
ଡେଭଲୋପ କାମ ନିମନ୍ତେ ନିନ୍ଦା କରିବା ଉଚିତ ନୁହେଁ ବୋଲି ସୁର କହିଛନ୍ତି । ସୁର ରାଉତରାୟ କହିଛନ୍ତି ଯେ ଆମ୍ଭର କାର୍ଯ୍ୟ ହେଉଛି ଯେ ଆନ୍ଦୋଳନ କରିବା ଏଣୁ ମୁଁ ଅପରାଜିତା ଙ୍କୁ ସମର୍ଥନ କରୁଛି । ମାତ୍ର ଏ ସବୁଥିରେ ବଡ ବଡ ନେତା ଙ୍କ ମୁହଁ ଖୋଲୁନାହିଁ କେବଳ ସୁର ରାଉତରାୟ କୁ ନୋଟିସ ଦେବାକୁ ମୁହଁ ଖୋଲୁଛି ଲଜ୍ୟା….ଆ…. ଥୁ… । ତମେ ମନ୍ଦିର ପାଇଁ ଆସୁନ ? ରାଜ୍ୟବାସୀ ଙ୍କ ପାଇଁ ଆସୁନ ? ସୁର କୁ ନୋଟିସ ଦେବା ପାଇଁ ବସିଛନ୍ତି ଖାଲି ।
ଲଜ୍ୟା ସୁର ରାଉତରାୟ କିଏ କି ? ଏହାପରେ ପ୍ରଶ୍ନ ଆସିଥିଲା ଯେ ଆପଣ ବେଳେ ବେଳେ ନବୀନ ବାବୁ ଙ୍କୁ ଏବଂ ତାଙ୍କର ଯିଏ ପର୍ଶନାଲ ସେକ୍ରେଟେରୀ ଅଛନ୍ତି ପାଣ୍ଡିନ ବାବୁ ଙ୍କୁ ଭାରି ପ୍ରଶଂସା କରନ୍ତି । ଏହାର ପ୍ରତି ଉତ୍ତରରେ ସୁର ବାବୁ କହିଥିଲେ ଯେ ସେ ମୋର ଯେଉଁଭଳି ଭାବରେ କାମ କରିଦେଉଛି ମୋ ଲୋକଏନକେ ପାଇଁ ମତେ ଲୋକ ୫ ବର୍ଷ ଭୋଟ ଦେଇଛନ୍ତି, ଅକ୍ଷୟ ତୃତୀୟା ଦିନ କାମ କରିବୁ ୧୧୭ କୋଟି ଟଙ୍କା, ଭୁବନେଶ୍ଵର ଏକ ଫ୍ୟାକ୍ଟରୀ ହୋଇ କ୍ଳିନ ହେବ, ଜଟଣୀ କୁ ୱାଟର ସପ୍ଲାଏ ୩୦୦ କୋଟି ଟଙ୍କାରେ ଡେ ଆଣ୍ଡ ନାଇଟ ଯାହା ଭୂବନେଶ୍ଵର ରେ ମଧ୍ୟ ମିଳୁନି ।
ଆମ୍ଭ କାମ କରିଦେଉଛନ୍ତି ମୁଁ ଆଉ ପ୍ରଶଂସା କରିଲେ ଭାସିଗଲା । ସମୟ ଚାଲିଯିବା ଯଦି ଆମ୍ଭେ ଲୋକ ଙ୍କ କାମ ନ କରି ପାରିବା । ଲୋକ ଙ୍କ କାମ କରିଚାଲିଲେ ଆଉଥରେ ଛିଡାହେଲେ ଲୋକେ ଭୋଟ ଦେବେ । ତେବେ ବନ୍ଧୁଗଣ ଏହିଭଳି ଭାବରେ କିଛି ବିଶେଷ ବିଷୟ କୁ ନେଇ ସୁର ରାଉତରାୟ ଙ୍କ ସହିତ ଆଲୋଚନା କରାଯାଇଥିଲା । ତେବେ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।