ପ୍ରତିଥର ଭଳି ଏଥର ବହୁତ ହିଁ ହଟ ଅନ୍ଦାଜରେ ନଜର ଆସି ମଧ୍ୟ ନିଜ ରିଲ୍ସରେ ନିଆଁ ଲଗାଇଦେଲେ ପ୍ରକୃତି…ଭାଇରାଲ ହେଲା ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ କେବଳ ଓଡିଆ ନୁହେଁ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବି କାମ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରକୃତି ମିଶ୍ର । ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରକୃତିଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ପ୍ରକୃତି ପ୍ରଥମେ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିଥିଲେ । ତେବେ ବନ୍ଧୁଗଣ ପ୍ରକୃତି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ଯିବା ପରେ ଅଧିକ ଲୋକପ୍ରିୟତା ହାସଲ କରିଲେ ।

ଆପଣ ମାନେ ସମସ୍ତେ ତାଙ୍କୁ କେତେକ ହିନ୍ଦୀ ରିଆଲିଟି ସୋରେ ମଧ୍ୟ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ପ୍ରକୃତି ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରହୁଛନ୍ତି । ତେବେ ପ୍ରକୃତି ଆସିବା ଦିନରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ସର୍ଟ ଭିଡିଓ ଓ ହଟ୍ ଫଟୋ ଅପଲୋଡ କରନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ପ୍ରକୃତିଙ୍କ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ଭାଇରାଲ ହେଉଥିବା ଏହି ଭିଡିଓରେ ପ୍ରକୃତି ହଟ୍ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ପ୍ରକୃତି ଏହି ଭିଡିଓରେ ନ୍ୟୁଡ ମେକ୍ ଅପ ସହ ବହୁତ ଷ୍ଟାଇଲିସ ନଜର ଆସୁଛନ୍ତି । ତାଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖି ଫ୍ୟାନ୍ସ ମାନେ ବେସ ଅଧିକ ଖୁସି ହେଉଛନ୍ତି ଓ ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ଭାଇରାଲ କରୁଛନ୍ତି ।

ଏହା ପୂର୍ବରୁ ମଧ୍ୟ ପ୍ରକୃତିଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ବର୍ତ୍ତମାନ ପ୍ରକୃତି ନିଜ ଏହି ଭିଡିଓ ପାଇଁ ସମସ୍ତ ସ୍ଥାନରେ ଚର୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତିଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *