ପୁଣି Hot Dance କରି ସମସ୍ତଙ୍କୁ ଦିବାନା କରୁଛନ୍ତି ହିରୋଇନ Prakruti Mishra, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ପ୍ରକୃତି ମିଶ୍ରଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ । ତେବେ ବର୍ତ୍ତମାନ ସମୟରେ ପ୍ରକୃତି ମିଶ୍ରଙ୍କ ହଟ୍ ଡାନ୍ସ ଭିଡିଓ ସାରା ଓଡ଼ିଶାରେ ବର୍ତ୍ତମାନ ସମୟରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଦର୍ଶକ ବନ୍ଧୁ ଓଲିଉଡର ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିବା ପ୍ରକୃତି ମିଶ୍ର ବର୍ତ୍ତମାନ ସମୟରେ ବଲିଉଡ୍ ର ହିରୋଇନ୍ ହୋଇ ସାରିଛନ୍ତି ଏବଂ ପ୍ରକୃତି ମିଶ୍ର ବୋହୁତ ସାରା ଓଡ଼ିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ଆପଣମାନେ ପ୍ରକୃତି ମିଶ୍ରଙ୍କୁ ବଲିଉଡ୍ ରେ ସିରୀୟଲ୍ ଓ ସିନେମାରେ ଅଭିନୟ କରୁଥିବାର ନଜର ଆସୁଛନ୍ତି । ତେବେ ପ୍ରକୃତି ମିଶ୍ର ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ପ୍ରକୃତି ମିଶ୍ର ନିଜର ଷ୍ଟାଇଲ ଓ ଲୁକ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ପ୍ରକୃତି ମିଶ୍ର ଏବେ ଓଲିଉଡ ରୁ ବଲିଉଡ କୁ ମଧ୍ୟ ଯାତ୍ରା କରିଛନ୍ତି ।

ସେ ନିଜର ଫୋଟ ଓ ସଟ୍ ଭିଡିଓ ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ସେୟାର କରନ୍ତି ଓ ଲୋକମାନେ ମଧ୍ୟ ତାଙ୍କର ଫୋଟୋ, ଭିଡିଓ କୁ ବହୁତ ପସନ୍ଦ କରନ୍ତି । ତେବେ ନିକଟରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଜୋର୍ ସୋର୍ ଭାଇରାଲ ହେବାରେ ଲାଗିଛି ଓ ଏହା ଇଣ୍ଟରନେଟରେ ନିଆଁ ଲଗାଇଛି । ତେବେ ସେ ଏକ ହଲିଉଡ଼ ର ଗୀତରେ ଏକ କଳା ରଙ୍ଗର ଡ୍ରେସ ରେ ବହୁତ ସୁନ୍ଦର ଲାଗୁଛନ୍ତି ଏବଂ ବହୁତ ସୁନ୍ଦର ଭାବରେ ଡାନ୍ସ ମଧ୍ୟ କରୁଛନ୍ତି ।

ତେବେ ତାଙ୍କର ଏହି ଡାନ୍ସ ରେ ଲୋକମାନେ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ଏବଂ ତାଙ୍କର ଡାନ୍ସ ଏବଂ ଲୁକ ରେ ପାଗଳ ମଧ୍ୟ ହେଉଛନ୍ତି । ତେବେ ପ୍ରକୃତି ମିଶ୍ର ଇଟିଭି ଓଡିଆର “ତୁଳସୀ” ଧାରା ବାହିକା ରେ ଅଭିନୟ ପରେ ଲୋକପ୍ରିୟତା ହାସଲ କରିଥିଲେ । ୨୦୦୬ ରେ ସେ ଶାଶୁଘର ଚାଳିଯିବି ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

ପରେ ସେ ପଶ୍ଚିମ ମୁମ୍ବାଇର ଭବନ କଲେଜରୁ ଗ୍ରାଜୁଏଟ ହୋଇଥିଲେ । ତେବେ ସେ  ମଧ୍ୟ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିଖିଛନ୍ତି । ଚଳଚ୍ଚିତ୍ର ସାବତ ମା ରେ ପାଞ୍ଚ ବର୍ଷ ବୟସରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଆଲବମ ଜଗତରେ ନୈନା ଦାଶ ଙ୍କ ସହ “ଡେଉଁଛି ମୋ ବାଆଁ ଆଖି” ରେ କୁନି ଝିଅ ଭୂମିକାରେ ଅଭିନୟ କରି ସେ ରାତାରାତି ଲୋକପ୍ରିୟ ହୋଇ ଯାଇଥିଲେ ।

ତେବେ ସେ ବାବୁଶାନଙ୍କ ସହ ଥୁକୁଲ ଫିଲ୍ମ ସହିତ ମୁଖ୍ୟ ଅଭିନେତ୍ରୀ ଭାବରେ ଓଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ୧୦୦ରୁ ଅଧିକ ଓଡିଆ ବଶିଷ୍ଟ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପ୍ରକୃତି ମିଶ୍ର ଙ୍କ ପରିବାର ବିଷୟରେ ଯଦି କହିବାକୁ ଯିବା ତାଙ୍କ ପିତା ଭଜନ ଗାୟକ ମନ୍ମଥ ମିଶ୍ର ଏବଂ ମାଆ କ୍ରୁଷ୍ଣପ୍ରିୟା ମିଶ୍ର ଡିଡ଼ି ଓଡ଼ିଆରେ ସମ୍ବାଦିକା ରହିଛନ୍ତି ।

ପ୍ରକୃତି ଙ୍କ ପିତା ମନ୍ମଥ ମିଶ୍ର ଜଣେ ଉଚ୍ଚ କୋଟିର ଓଡ଼ିଆ ଭଜନ ଗାୟକ ଅଟନ୍ତି । ତାଙ୍କ ସଙ୍ଗୀତ ରଚନା ଗୁଡିକ ମଧ୍ୟରୁ “ସାତ ସୁରେ ବନ୍ଧା ଏ ଜୀବନ” ବହୁ ଲୋକପ୍ରିୟ ଅଟେ । ଏହା ଛଡା ସେ ଅନେକ ଭଜନ ନିଜେ ଗାଇଛନ୍ତି । ସେ ଜଣେ ସଙ୍ଗୀତ ଗୁରୁ ମଧ୍ୟ ଅଟନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *