ଦର୍ଶକ ବନ୍ଧୁ ଏବେ ନବ ଦାସଙ୍କ ହତୟଆକାଣ୍ଡକୁ ନେଇ ସାରା ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷେ ନବ ଦାସଙ୍କ ହତୟଆକାରୀ ଏଏସଆଇ ଗୋପାଳ କୃଷ୍ଣ ଦାସ ଏବେ ଚୌଦ୍ବାର ଜେଲରେ ଦିନ କା-ଟୁ-ଛି । ତେବେ ଏହି ମାମଲାର ତଦନ୍ତ ବର୍ତ୍ତମାନ କ୍ର-ଆ ଇ-ମ ବ୍ରାଞ୍ଚ କରୁଥିବା ବେଳେ ବିଜେପି ନେତା ପ୍ରଦୀପ ପୁରହିତ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏନେଇ ପ୍ରଦୀପ ପୁରହିତ ଗଣମାଧ୍ୟମ ଆଗରେ କହିଛନ୍ତି-‘ନବ ଦାସ ହତୟଆକାଣ୍ଡର ତଦନ୍ତ ଆରମ୍ଭ ହିଁ ଦିଶାହୀନ ହୋଇ ଯାଇଛି ଏବଂ ଦିଶାହୀନ କରା ଯାଇଛି ଦିଶାହୀନ ହୋଇ ନାହିଁ । ନବ ଦାସ ହତୟଆକାଣ୍ଡ ପଛରେ ଏକ ବହୁତ ବଡ ପ୍ଲାନ ହୋଇଛି ।
ଇନ୍ଦ୍ରା ଗାନ୍ଧୀଙ୍କୁ ମରା ଦିଆ ଗଲା ଇନ୍ଦ୍ରା ଗାନ୍ଧୀଙ୍କ ହତୟଆ ପଛରେ କାରଣ ଜଣା ପଡିଲା ଖାଲିସ୍ତାନି ମାନେ ମା-ରି-ଦେଲେ କାରଣ ସେ ସ୍ଵର୍ଣ୍ଣ ମନ୍ଦିରକୁ ସେ ଇଏ କରିଥିଲେ । ରାଜୀବ ଗାନ୍ଧୀଙ୍କୁ ମା-ରି-ବା ପଛରେ କାରଣ ଆସିଲା ଶ୍ରୀଲଙ୍କାକୁ ସେ ସୈନ୍ୟ ପଠାଇଲେ ସେହି କାରଣ ପାଇଁ ତାଙ୍କୁ ମା-ରି-ଦେଲେ । ନବ ଦାସକୁ ମା-ରି-ଲେ ଏବଂ ଯିଏ ମା-ରି-ଲା ତାକୁ ପୋଲିସ ଏତେ ଦିନ ଯାଏଁ ହେଫାଜତକୁ ରଖିଲା । କେଉଁ କାରଣ ପାଇଁ ସେ ମା-ରି-ଲା ଏ ପର୍ଯ୍ୟନ୍ତ କ୍ର-ଆ ଇ-ମ ବ୍ରାଞ୍ଚ କହି ପାରିଲା ନାହିଁ ।
ଏହା ପଛରେ ତ ମୁଁ ବାରମ୍ବାର କହୁଛି ଆଉ ଆଜି ପୁଣି ଥରେ ରିପିଟି କରୁଛି ଯେ ନବ ଦାସ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଥିଲେ, ଶନି ମନ୍ଦିର ଯାଇ ପୂଜାପାଠ କରି ଫେରିଥିଲେ । ଏ ତଥ୍ୟ ତୃତୀୟ ମହଲା ଏବଂ ଯିଏ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି, ତାଙ୍କ ପାଖରେ ଯେତେବେଳେ ପହଁଚିଲା ତାଙ୍କୁ ଯୋଜନା ବଦ୍ଧ ଭାବେ ହତୟଆ କରାଗଲା ହତୟଆକାରୀ ଧରାପଡିଲେ କିନ୍ତୁ ହତୟଆର ଷ-ଅଡ-ଯ-ଅନ୍ତ୍ରକାରି ଏପର୍ଯ୍ୟନ୍ତ ଧରା ପଡିଲେ ନାହିଁ ।
ରାଜ୍ୟ ସରକାର ଏବଂ ତୃତୀୟ ମହଲାର ସବୁଠୁ ବିଶ୍ୱସ୍ତ ପୋଲିସ ଅଧିକାରୀ ହେଉଛନ୍ତି ବୋଥ୍ରା । ଯେଉଁମାନେ ନବ ଦାସଙ୍କୁ ହତୟଆ କରାଇଛନ୍ତି, ସେଥିପାଇଁ ମାଷ୍ଟର ପ୍ଲାନ ତିଆରି କରିଛନ୍ତି ବୋଥ୍ରା । ମା-ରି-ଥି-ବା ପୋଲିସ ସହିତ ଆଗରୁ ରହିଛି ବୋଥ୍ରାଙ୍କ ସମ୍ପର୍କ । ସେ ହିଁ ପ୍ଲାନିଂ କରିଛନ୍ତି କେମିତି ମା-ରି-ଲେ ପର୍ଦ୍ଦାଫାସ ହେବନି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।