ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ପରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କଲେ ବଡ଼ ଘୋଷଣା ! PM Modi

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ କଲେ ବଡ ଘୋଷଣା ! ତେବେ ସୂଚନା ମୁତାବକ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅତ୍ୟନ୍ତ ସୁରୁଖୁରୁରେ ସମାପନ ହୋଇସାରିଛି । ବର୍ଷ ବର୍ଷର ଅପେକ୍ଷାର ଅନ୍ତ ଘଟି ଅଯୋଧ୍ୟା ତଥା ନିଜ ଜନ୍ମଭୂମୀରିୟା ଭଗବାନ ରାମ ବିରାଜିତ ହୋଇସାରିଛନ୍ତି । ତେବେ ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନରେ ଏପରି କିଛି ବାର୍ତ୍ତା ଦେଇଛନ୍ତି । ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦୀର୍ଘ ସମୟର ଅପେକ୍ଷା ପରେ ଆମ ପାଖକୁ ଭଗବାନ ଶ୍ରୀରାମ ଆସିଯାଇଛନ୍ତି । ଅନେକ ବଳୀଦାନ, ଧର୍ଯ୍ୟ, ପ୍ରେମ ଓ ତପସ୍ୟା ପାଇଁ ଏହି ଶୁଭର ସମୟ ସମସ୍ତଙ୍କ ପାଇଁ ଆଗମନ ହୋଇଛି । ଯେଉଁ ଶୁଭ ଅବସରରେ ପ୍ରଭୁ ରାମଲାଲାଙ୍କର ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହୋଇପାରିଛି । ଏହି ଶୁଭ ଅବସର ପାଇଁ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନନ୍ଦନ ଜଣାଉଛି । ମନ୍ଦିରର ଗର୍ଭଗୃହରେ ଭଗବାନ ରାମଲାଲାଙ୍କର ପୂଜାରେ ରହି ମୋ ଠାରେ ଅନେକ ଈଶ୍ବରୀୟ ଚେତନା ଜାଗ୍ରତ ହୋଇପାରିଛି ।

ତାପରେ ବହୁ କିଛି କଥା ଦେଶବାସୀଙ୍କୁ କହିବାର ଇଛା ଥିଲେ ମଧ୍ୟ କହିବ ବେଳକୁ କଣ୍ଠରୁଦ୍ଧ ହୋଇଯାଉଛି । କାରଣ ଆମ ଭଗବାନ ଏତେ ବର୍ଷର ଅପେକ୍ଷା ପରେ ପୁଣି ଥରେ ଆମ ପାଖକୁ ଆସିଛନ୍ତି । ଭଗବାନ ଏବେ ଏହି ନବ ନିର୍ମିତ ଭବ୍ୟ ମନ୍ଦିରରେ ରହିବେ । ଭଗବାନ ରାମଙ୍କ ଆଗମନ ପରେ ଏହି ସାରା ପରିବେଶ ରାମମୟ ହୋଇଉଠିଛି । ସବୁଠି କେବଳ ପ୍ରଭୁ ଶ୍ରୀରାମଙ୍କ ନାମର ଶବ୍ଦ ଗୁଞ୍ଜିରୀତ ହୋଇଉଠୁଛି ।

ସମସ୍ତଙ୍କ ଉପରେ ପ୍ରଭୁ ରାମଙ୍କର ଆଶ୍ରୀବାଦ ରହିଛି । କାରଣ ପ୍ରଭୁଙ୍କ କୃପା ଆମ ମାନଙ୍କ ଉପରେ ଅଛି ବୋଲି ଏତେ ବଡ ରାମଲାଲାଙ୍କ ଉତ୍ସବ ଆଜି ବିନା ବାଧାବିଘ୍ନରେ ସମ୍ପର୍ଣ୍ଣ ହୋଇପାରିଛି । ଜାନୁଆରୀ 22 କେବଳ ଏକ ତାରିଖ ନୁହେଁ, ବଂର ଏହା ଆମ ମାନଙ୍କ ପାଇଁ ଏକ ନୂଆ ସମୟ ନେଇକି ଆସିଛି ।

ରାମମନ୍ଦିରର ଭୂମୀ ପୂଜନ ପରେ ପ୍ରତିଦିନ ଲୋକ ମାନଙ୍କ ମନରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ ଅନେକଙ୍କ ମନରେ ଆଗ୍ରହ ଓ ଉତ୍ସାହ ବଢି ଚାଲିଥିଲା । ତେବେ ସବୁ ଅପେକ୍ଷାର ଅନ୍ତ ପରେ ପ୍ରଭୁ ଶ୍ରୀରାମ ଆମ ପାଖକୁ ଆସିଯାଇଛନ୍ତି । ଆଜି ଠାରୁ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *