ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ହନିଟ୍ରାପ ସୁନ୍ଦରୀ ଅର୍ଚ୍ଚନାଙ୍କ କୋଳରେ ଓଡିଶା ରାଜା ଜଣେ ନୁହେଁ ଦୁଇ ଦୁଇ ଜଣ ରାଜା ଶୋଇଛନ୍ତି ଅର୍ଚ୍ଚନାଙ୍କ କୋଳରେ । ଏବେ ପୋଲିସ ହାତରେ ଲାଗିଛି ରାଜା ମାନଙ୍କର ଅର୍ଦ୍ଧ ନ-ଗନ ଫଟୋ । ଏହି ସବୁ ଫଟୋ ଭିନ୍ନ ଭିନ୍ନ ମୁଦ୍ରାରେ ରହିଛି । ଏହି ଦୁଇ ରାଜା ନିଜ ରାଣୀ ମାନଙ୍କୁ ଛାଡି ଅର୍ଚ୍ଚନାଙ୍କ ଘରେ ନେଇଛନ୍ତି ଦଏହର ସୁଖ । ଅର୍ଚ୍ଚନାଙ୍କ ଡଲ୍ଲଭ ଗଦିରେ ଓଡିଶାର ରାଜା ମାନେ ବି ଭାଗୀଦାର ହୋଇଛନ୍ତି ।
ଡଲ୍ଲଭ ଗଦିରେ ମେଣ୍ଟାଇ ଛନ୍ତି ଦଏହର ଭୋକ । ଆଉ ପରେ ଅର୍ଚ୍ଚନାଙ୍କ ନାଗ ଫାଶରେ ମଧ୍ୟ ଫସିଛନ୍ତି । ଦର୍ଶକ ବନ୍ଧୁ ଏ କଥା ଆମେ କହୁନୁ ଏମିତି କିଛି ତଥ୍ୟ ପୋଲିସ ପାଇଛି । ଅର୍ଚ୍ଚନାଙ୍କ ମେଲରୁ ମିଳିଥିବା 64ଟି ଫଟୋ ମଧ୍ୟରୁ ଦୁଇଜଣ ରାଜାଙ୍କର ଫଟୋ ରହିଛି ହେଲେ କିଏ ସେହି ରାଜା ପୋଲିସ ଏହାର ସୂଚନା ଦେଇନି ।
କିଏ କହିଲା ନାଗ ଫାଶ ବିଷଆକ୍ତ ବୋଲି ଅର୍ଚ୍ଚନାଙ୍କ ନାଗ ଫାଶ ଥିଲା ପୁରା ରୋମାଣ୍ଟିକ ଆଉ ପୁରା ଗରମ । ସେହି ନାଗ ଫାଶରେ ଯିଏ ଫସୁ ଥିଲା ତାର ମେଣ୍ଟୁ ଥିଲା ଦଏହର ଭୋକ । ସେଥିପାଇଁ ତ ନାଗ ଫାଶରେ ଫସୁଥିଲେ ହେବି ୱେଟ ଯେଉଁ ମାନଙ୍କ ଫଟୋକୁ ଦେଖି ତାଯୁବ ହୋଇଯାଇଛି ପୋଲିସ । ତେବେ ଏ ସବୁ ହେବି ୱେଟ ମଧ୍ୟରୁ ରହିଛନ୍ତି ଓଡିଶାର ଦୁଇଟି ନାମୀ ଦାମୀ ରାଜା ।
ରାଜା ବି ଶେଷରେ ଏମିତି କାମ କରିବେ ତାହା କେବେ ଭାବି ନଥିଲେ ପୋଲିସ ଅଧିକାରୀ ମାନେ । ଯେଉଁଥି ପାଇଁ ଫଟୋକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ରାଜାଙ୍କର ଅର୍ଚ୍ଚନାଙ୍କ ସହ ଅର୍ଦ୍ଧ ନ-ଗନ ଫଟୋ ଥିବା ବେଳେ ଆଉ ଜଣେ ରାଜା ଅର୍ଚ୍ଚନାଙ୍କୁ ଆଲିଙ୍ଗନ କରୁଥିବା ଫଟୋ ପୋଲିସ ହାତରେ ଲାଗିଛି । ନ-ଗନ ରାଜାଙ୍କର ଭିନ୍ନ ମୁଦ୍ରାରେ ଫଟୋ ଗୁଡିକୁ ଉଠା ଯାଇଛି ।
ଫଟୋକୁ ଦେଖିଲା ପରେ କେମିତି ଜେରା ପାଇଁ ସେହି ରାଜା ମାନଙ୍କୁ ଡକାଇବ ତାହା ଜାଣି ପାରୁନି ପୋଲିସ । ତେବେ ଅର୍ଚ୍ଚନାଙ୍କ ପେଣ୍ଡ୍ରାଇଭରେ କେବଳ ଅର୍ଚ୍ଚନା ନୁହେଁ ଅନ୍ୟ ଝିଅ ମାନଙ୍କ ସହ ରହିଛନ୍ତି ନାମୀ ଦାମୀ ବ୍ୟକ୍ତି । ତେବେ ବନ୍ଧୁଗଣ ଏହି ଖବରଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।