ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେ କୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ ନିଶ୍ଚୟ ପ୍ଳେନରେ ଯାତ୍ରା କରିଥିବେ । ପ୍ଳେନ ସବୁଠାରୁ ସଫା ଓ ସୁତୁରା ରହିଥାଏ ବୋଲି ମଧ୍ୟ ଆପଣ ମାନେ ନିଶ୍ଚୟ ଜାଣିଥିବେ ।
ହେଲେ ଭାବନ୍ତୁ ଯଦି ପ୍ଳେନ ଭିତରୁ ଗୋଟେ ସାପ ବାହାରିବ ତା ହେଲେ କଣ ହେବ । ସୋସିଆଲ ମିଡିଆରେ ଏକ ପ୍ଳେନ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ପ୍ଳେନ ଭିତରେ ସାପ ଥିବାର ନଜର ଆସୁଛି । ସୂଚନା ମୁତାବକ ଏୟାର ଏସିଆର ଫ୍ଲାଇଟ ନମ୍ବର AK5748 କୋଲାମପୁରରୁ ଦାଓ ପାଇଁ ଉଡାଣ ଭରୁ ଥିଲା । ବିମାନ ଉଡୁଥିବା ସମୟରେ ଲୋକମାନେ ଲଗେଜ ରଖାଯିବା ସ୍ଥାନରେ ଏକ ସାପକୁ ଦେଖିଥିଲେ ।
ପ୍ରଥମେ ସାପଟିର ପ୍ରତିଛବି ଦେଖା ଯାଉଥିଲା ତା ପରେ ସାପ ନିଜ ଅସଲି ରୂପ ଦେଖାଇଲା । ଏହା ପରେ ଫ୍ଲାଇଟରେ ହୋ ହାଲା ହେଇଗଲା । ଏହି ଘଟଣାର ସୂଚନା ପାଇଲଟକୁ ଦିଆଗଲା ଯାହାଫଳରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଗଲା । ସୂଚନା ମୁତବକ ଏହି ସାପଟିକୁ ଏକ ଯାତ୍ରୀ ପାଳି ଥିବା ନେଇ ଖବର ଆସୁଛି ଓ ସାପ ନେଇ ଯାଉଥିବା ସମୟରେ ସାପଟି ବାହାରକୁ ଆସିଯାଇଥିଲା ।
ବନ୍ଧୁଗଣ ଶୋଭାଗ୍ୟ ବଶତଃ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇ ନାହିଁ । ତେବେ ସୋସିଆଲ ମିଡିଆରେ ଏହି ସାପର ଭିଡିଓଟି ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।