ନମସ୍କାର ବନ୍ଧୁଗଣ, ଅଭିନେତା ପିଣ୍ଟୁ ନନ୍ଦଙ୍କ ଏକ ଗୀତ ତାଙ୍କ ଦେହାନ୍ତ ପରେ ରିଲିଜ ହୋଇଛି । ଏହା ତାଙ୍କର ଶେଷ ଗୀତ ହୋଇ ରହିଗଲା । ପିଣ୍ଟୁ ତାଙ୍କ ଶେଷ ଗୀତ ରିଲିଜ ହେବା ପର୍ଯ୍ୟନ୍ତ ବି ବଞ୍ଚିପାରିଲେ ନାହିଁ । ଏହା ସମସ୍ତଙ୍କ ମନରେ ବେସ କଷ୍ଟ ଆଉ ଦୁଃଖ ଆଣିଦେଉଛି । ସିଏ ଗାଇଥିବା ସମୟରେ କଣ ଜାଣିଥିଲେ ଏହା ତାଙ୍କର ଶେଷ ଗୀତ ହେବ ବୋଲି । ତେବେ ବର୍ତ୍ତମାନ ସମୟରେ ରିଲିଜ ହୋଇଥିବା ତନ୍ନକା ଶେଷ ଗୀତା ସମ୍ପର୍କରେ ଆସନ୍ତୁ ଜାଣିବା କଣ ସମ୍ପୂର୍ଣ ଭାବରେ ।
ପିଣ୍ଟୁ ସଂସାରରୁ ଚାଲିଯିବା ପରେ ତାଙ୍କର ଗୀତଟି ରିଲିଜ ହୋଇଥିବା ବେଳେ ତାଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିସାରିଲେଣି । ତାଙ୍କର ଶେଷ ଗୀତକୁ ଦେଖିବା ପାଇଁ ଲୋକମାନଙ୍କ ମନରେ ବ୍ୟାକୁଳତା ବଢିଯାଇଛି । ତାଙ୍କ ଶେଷ ଗୀତରେ ସେ କଳିଯୁଗର ପ୍ରେମ ସମ୍ପର୍କରେ ମଧ୍ୟ କିଛି କଥା କହିଛନ୍ତି । ତାଙ୍କର ସେହି କଣ୍ଠ ସ୍ଵର ଶୁଣିବା ପାଇଁ ମଧ୍ୟ ଲୋକାମାନେ ଆଜି ପାଗଳ ହୋଇସାରିଛନ୍ତି ।
ତାଙ୍କୁ ହରାଇ କାନ୍ଦି କାନ୍ଦି ଲୋକେ ମାନେ ତାଙ୍କର ରିଲିଜ ହୋଇଥିବା ଗୀତକୁ ଦେଖୁଛନ୍ତି । ଅଭିଜିତ ମଜୁମଦାରଙ୍କ ନିର୍ଦେଶିତ ଗୀତରେ ପିଣ୍ଟୁ ନନ୍ଦକ ନାମ ମଧ୍ୟ ଗଉରା ହୋଇଛି । ଏହି ଗୀତରେ ଗଉରା ମାଉଁସ ଖାଉନି ବରଂ କଳିଯୁଗରେ ପ୍ରେମ କାରି ନାମ ନେଇଥିବା କାହାଣୀ କହୁଛି । ଦୁନିଆକୁ ଗଉରା କହୁଛି କଳିଯୁଗରେ ପ୍ରେମ କରନାହିଁ ।
ତାଙ୍କ ଏହି ଗୀତା ଶୁଣି ଲୋକେ ଖୁସି ହୋଇଥାନ୍ତେ କିନ୍ତୁ ଆଜି ଦୁଃଖୀ ହୋଇଯାଉଛନ୍ତି । କାରଣ ଏହି ଗୀତକୁ ଏବଂ ଲୋକଙ୍କ ଖୁସିକୁ ଦେଖିବା ପାଇଁ ପିଣ୍ଟୁ ନନ୍ଦ ଆଉ ଆମ ମାନଙ୍କ ଗହଣରେ ନାହାନ୍ତି । କଳିଯୁଗର ପ୍ରେମ କରିଲେ ନେବୁ ନାମ ଏଠି ବରଷକରେ ହୁଏ ବାର ଥର ପ୍ରେମ । ହଁ ମୁଁ ଗଉରା ଆଉ ଖାଇବିନି ମାଉଁସ ଆଉ ପିଇବିନି ଗୋରସ ମୋ ପାଇଁ କେତେ ଯେ ଝିଅ ମରନ୍ତି ବିଚରା ।
ମୋ ନାଁ ଗଉରା ଆଉ ଯିଏ ପ୍ରେମ କରିବ ତା ଭବିଷ୍ୟତ ପୁରା ଅନ୍ଧକାର । ଏହି ଗୀତଟି ଗାଇଛନ୍ତି ଅଭିଜିତ ମଜୁମଦାର । ଏହି ଗୀତ ରିଲିଜ ହେବା ପରେ ଯିଏ ଦେଖୁଛି ତାଙ୍କ ଆଖିରେ ଆଉ ଲୁହ ରହୁ ନାହିଁ । ତେବେ ଏହା ସମ୍ପର୍କରେ ଆପଣ ମାନଙ୍କର ମତ ନିହାତି ଭାବରେ କମେଣ୍ଟରେ ଜଣାନ୍ତୁ ।