ଅର୍ଶ (Piles) କୁ ମୂଳରୁ ଭଲ କରିଦେବ ଏହି ଘରୋଇ ଉପାୟ (Health Tips)

ନମସ୍କାର ବନ୍ଧୁଗଣ ତେବେ ଭୁଲ ଜୀବନ ଶୈଳୀ ଏବଂ ଖାଦ୍ୟର ଅନିୟମିତତା କାରଣରୁ ଆଜିକାଲି ବହୁତ ଲୋକ ଅର୍ଶ ଭଳି ସମସ୍ୟାରେ ସମୁଖୀନ ହେଉଅଛନ୍ତି । ଅର୍ଶ ହେବାର ଅନେକ ପ୍ରକାରର କାରଣ ହୋଇପାରେ । ବନ୍ଧୁଗଣ ଅର୍ଶ ହେବା ଦ୍ୱାରା ଆପଣଙ୍କ ମଳଦ୍ୱାରରେ ଛୋଟ ଛୋଟ ମାଂସ ପେଣ୍ଡୁଳା ସଦୃଶ ବାହାରି ଥାଏ ଏବଂ ଯଦି ତାହା ଅଧିକ ପୁରୁଣା ହୋଇଯାଏ ତାହାଲେ ଆପଣ ମଳ କରିବା ସମୟରେ ସେହି ଅର୍ଶରୁ ରକ୍ତ ପଡିବା ଆରମ୍ଭ ହୋଇଯାଏ ।

ସେଥିପାଇଁ ଲୋକଙ୍କୁ ବହୁତ କଷ୍ଟ ଭୋଗିବାକୁ ମଧ୍ୟ ପଡିଥାଏ । ଏବଂ ତାହାର ଉପଚାର ସଦୃଶ ଆପଣ ମାନଙ୍କୁ ଅପରେସନ କିମ୍ବା ବହୁତ ଦାମୀ ମେଡ଼ିସିନ ଖାଇବାକୁ ପଡିଥାଏ । ସେଥିରେ ମଧ୍ୟ ଆପଣଙ୍କ ଶରୀରକୁ କ୍ଷତି ପହଁଚି ଥାଏ । ସେଥିପାଇଁ ଆପଣଙ୍କ ପାଇଁ ଏମିତି ଏକ ସହଜ ଏବଂ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ବନେଇବା ବହୁତ ସହଜ ଅଟେ ଏବଂ ଏହା ବହୁତ ପରୀକ୍ଷିତ ଅଟେ ।

ଆପଣ କେବଳ ଯଦି ଏହାକୁ ୩ ଦିନ ସେବନ କରନ୍ତି ତେବେ ଆପଣଙ୍କର ଅର୍ଶ ସବୁଦିନ ପାଇଁ ଶେଷ ହୋଇଯିବ । ଯଦି ଆପଣଙ୍କର ଅର୍ଶ ବହୁତ ପୁରୁଣା ଅଟେ, ଏହାକୁ ପ୍ରାୟତଃ ୭ ଦିନ ସେବନ କରନ୍ତୁ । ଦେଖିବେ ଆପଣଙ୍କର ଅର୍ଶ ସବୁଦିନ ପାଇଁ ଭଲ ହୋଇଯିବ । ଯଦି ଆପଣ ଚାହିଁବେ ଥଣ୍ଡା କ୍ଷୀରରେ ସେବନ କରିପାରିବେ କିନ୍ତୁ ଆମେ ଏଥିରେ ଆପଣଙ୍କୁ କହି ରଖୁଛୁ ଯେ କ୍ଷୀରକୁ ଗରମ କରିନିଅନ୍ତୁ ଏବଂ ତାହାକୁ ହାଲକା ଥଣ୍ଡା ହେବା ପାଇଁ ଫ୍ୟାନରେ ଛାଡିଦିଅନ୍ତୁ ।

ହାଲକା ଉଷୁମ ହେବା ପରେ ଏହାକୁ ସେବନ କରନ୍ତୁ । କେମିତି ଏହାକୁ ସେବନ କରିବେ ଆସନ୍ତୁ ଜାଣିବା । ତେବେ ପ୍ରଥମେ ଆପଣ ଲେମ୍ବୁକୁ କାଟି ସେଥିରୁ ରସ ବାହାର କରିଦିଅନ୍ତୁ । ଯଦି ଆପଣ ବଡ଼ ଲେମ୍ବୁ ନେଉଛନ୍ତି ତାହେଲେ ଫାଳେ ଲେମ୍ବୁ ରସ ନିଅନ୍ତୁ । ଯଦି ଆପଣ ଛୋଟ ଲେମ୍ବୁ ନେଉଛନ୍ତି ତେବେ ଗୋଟେ ଲେମ୍ବୁରସ ପୁରା ଚିପୁଡି ନିଅନ୍ତୁ । ଲେମ୍ବୁରସ ଚିପୁଡିବା ସମୟରେ ଯଦି ତାର ମଞ୍ଜି ଚାଲି ଯାଉଛି ତେବେ ତାହାକୁ ଚାମୁଚ ସାହାର୍ଯ୍ୟରେ ବାହାରକୁ ବାହାର କରିନିଅନ୍ତୁ । ଆପଣଙ୍କୁ କେବଳ ଲେମ୍ବୁରସର ପ୍ରୟୋଗ କରିବାକୁ ହେବ ।

ଏଠାରେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ କ୍ଷୀର ଏବଂ ଲେମ୍ବୁରସ ମିସିଲେ ଆପଣ ଭଲ ଭାବରେ ଜାଣିଛନ୍ତି ଯେ କ୍ଷୀର ଛିଡି ଯାଏ । ତ ଆପଣଙ୍କୁ କ୍ଷୀରକୁ ଛିଡାଇବାର ନାହିଁ । ଧ୍ୟାନ ରଖିବେ କ୍ଷୀର ଯେମିତି ଛିଡିବ ନାହିଁ । କ୍ଷୀର ଛିଡି ଗଲେ କୌଣସି ଲାଭ ଦେବ ନାହିଁ ଅର୍ଶ ଭକି ସମସ୍ୟା ପାଇଁ । ଆପଣଙ୍କର ଅର୍ଶ ଭଳି ସମସ୍ୟାକୁ କେମିତି କ୍ଷୀର ଏବଂ ଲେମ୍ବୁରସରେ ଭଲ କରିବେ ଆମେ ଆପଣଙ୍କ ଜଣେଇବୁ । ପ୍ରଥମେ ଆପଣ ଲେମ୍ବୁରସ ଗୋଟେ ପାତ୍ରକୁ କାଢି ନିଅନ୍ତୁ ।

ଲେମ୍ବୁରସରେ କ୍ଷୀରକୁ ଢାଳି ଦିଅନ୍ତୁ ଏବଂ ସଙ୍ଗେ ସଙ୍ଗେ ତାହାର ସେବନ କରିଦିଅନ୍ତୁ । ଏହା ଥିଲା କ୍ଷୀର ଏବଂ ଲେମ୍ବୁରସର ଅର୍ଶ ଜନିତ ସମସ୍ୟାର ଘରୋଇ ଉପଚାର । ମାତ୍ର ଏହାକୁ ୩ ଦିନ କରି ପିଅନ୍ତୁ ଦେଖିବେ ଆପଣଙ୍କର ଅର୍ଶ ସବୁଦିନ ପାଇଁ ଦୂର ହୋଇଯିବ । ଗୋଟେ ପାଚିଲା କଦଳୀକୁ ନିଅନ୍ତୁ ଏବଂ କର୍ପୂର ଦୁଇ ପ୍ରକାରର ଥାଏ ଆପଣ ଖାଇବା କର୍ପୁରକୁ ନିଅନ୍ତୁ । ଆପଣ ସର୍ବଦା ଭଲ କର୍ପୂର ଆଣନ୍ତୁ । କୌଣସି କମ ଦାମ ଯୁକ୍ତ କର୍ପୂର ଆଣନ୍ତୁ ନାହିଁ ।

ପ୍ରଥମେ ଆପଣ କଦଳୀର ଗୋଟେ ସାଇଟ ଚୋପା କାଢି ନିଅନ୍ତୁ । ଏହା ପରେ ଗୋଟେ ଛୁରୀ ସାହାଯ୍ୟରେ କଦଳୀକୁ ସିଧା ପଟେ ମଝିରୁ କାଟି ଦିଅନ୍ତୁ । ଧ୍ୟାନ ରଖିବେ ଯେମିତି କଦଳୀ ସମ୍ପୂର୍ଣ୍ଣ ଦୁଇ ଫାଳ ନହେବ । ଏବେ ଦୁଇଟି ଖାଇବା କର୍ପୂର ଚଣା ସଦୃଶ ଏହି କଦଳୀ ମଝିରେ ରଖିଦିଅନ୍ତୁ ଏବଂ ଏହା ପରେ ଏହାକୁ ବନ୍ଦ କରି ଦିଅନ୍ତୁ । ସକାଳେ ଆପଣ ଯେତେବେଳେ ଉଠିବେ ଆପଣ ନିଜର ନିତ୍ୟକର୍ମ ସାରିବା ପରେ କିଛିବି ଖାଇବା ପୂର୍ବରୁ ଆପଣ ଏମିତି କଦଳୀ ଭିତରେ ଖାଇବା କର୍ପୂରକୁ ପଶେଇ ଗୋଟା କଦଳୀକୁ ସମ୍ପୂର୍ଣ୍ଣ ଗିଳି ଦିଅନ୍ତୁ ।

ଏହିଭଳି କରି ଆପଣ ଏହାକୁ ମାତ୍ର ୩ ଦିନ ସେବନ କରନ୍ତୁ । ଦେଖିବେ ଅର୍ଶ ମୂଳରୁ ଶେଷ ହୋଇଯିବ । ଯଦି ଆପଣଙ୍କର ଅର୍ଶ ବହୁତ ପୁରୁଣା ଅଟେ ଅତି କମରେ ଏହାକୁ ୭ ଦିନ ସେବନ କରନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *