‘ପିଲାମାନେ ଭୁଲରେ ଭୁଲ ରାସ୍ତାକୁ ଯାଇଛନ୍ତି ..ସେମାନଙ୍କୁ ଆମେ…’ ଦେଖନ୍ତୁ ଏମିତି କାହିଁକି କହିଲେ ଅଭିନେତ୍ରୀ Archita Sahu, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ଅର୍ଚିତା କହିଛନ୍ତି ଯେ ଏହା ଦୀର୍ଘ ୪ ମାସ ର ଏକ ପରିଶ୍ରମ । ସବ୍ୟସାଚୀ ଯାହା ଅର୍ଚିତା ଙ୍କୁ କହିଛନ୍ତି ଯେ କିଛି ପିଲା ଭୁଲ ବଶତ ଭୁଲ ରାସ୍ତା କୁ ଯାଇଅଛନ୍ତି । ଆଉ ସେମାନେ କିଛି ନୂଆ କରିବାକୁ ଚାହୁଁଛନ୍ତି ତଥା ସେଥିରେ ସାମିଲ ମଧ୍ୟ ହେବାକୁ ଚହୁଁଛନ୍ତି । ତାଙ୍କୁ ଏକ ଅପର୍ଚୁନେଟି ଆଉ କିଛି ଷପୋର୍ଟ ମଧ୍ୟ ଦରକାର । ସେଥିପାଇଁ ସଂପୂର୍ଣ୍ଣ କମିଶନରେଟ ପୋଲିସ ଏବଂ ସଂପୂର୍ଣ୍ଣ ଟିମ, ସମସ୍ତେ ଲାଗିଥିଲେ ୪ ମାସ ଧରି ଏବଂ ସବ୍ୟସାଚୀ ମଧ୍ୟ ବହୁତ ଥର ଯାଇଛନ୍ତି ତାଙ୍କୁ ମୋଟିଭେଟ କରିଛନ୍ତି ।

ତାଙ୍କ ବିଷୟରେ ଜାଣିଛନ୍ତି ଏବଂ ତାଙ୍କୁ ଭଲ ଭାବରେ ବୁଝିଛନ୍ତି । କାରଣ ତାଙ୍କୁ ବୁଝିବାଟା ହିଁ ସେହିଠାରେ ଭୁଲ ହୋଇଯାଏ, ସେମାନେ ମଧ୍ୟ କଷ୍ଟ ରେ ରହିଥାନ୍ତି, ତାଙ୍କର ମଧ୍ୟ ବିଭିନ୍ନ ଇମୋସନାଲ ଭାବ ଦେଇ ଗତି କରିଥାନ୍ତି । ଏଣୁ ତାଙ୍କୁ ବୁଝି ମୁଖ୍ୟ ସର୍ତ୍ତ କୁ ଫେରାଇବା ଏକ ବଡ ଟାସ୍କ ଥିଲା ଆଜି ଫାଇନାଲ ଡେ ରେ ଅର୍ଚ୍ଚିତା ଙ୍କୁ ସେହି ପିଲା ମାନେ ଦେଖା କରିବାକୁ ଚାହୁଁଥିବାରୁ ଅର୍ଚିତା ସେଠାରେ ସବ୍ୟସାଚୀ ଙ୍କ ସହିତ ଉପସ୍ଥିତ ଥିଲେ ।

ଏବଂ ସେମାନେ ଆଜି ସଫଳତାର ସହିତ ଏକ ଉଦ୍ୟଗୋପତି ହେବା ନିମନ୍ତେ ଆଗକୁ ପାଦ ବଢାଇଛନ୍ତି । ଆଗାମୀ ଦିନରେ ସେମାନେ ବଡ ଉଦ୍ୟଗୋପତି ହୁଅନ୍ତୁ ତଥା ଓଡିଶା ର ନା ରଖନ୍ତୁ ଏହା ହିଁ ଆଶା କରିଛନ୍ତି ଅର୍ଚିତା ଏବଂ ସବ୍ୟସାଚୀ । ତେବେ ଓଡିଶାବାସୀ ଙ୍କ ନିମନ୍ତେ ବହୁତ ପ୍ରକାର ସହାୟତା କରିବା ନିମନ୍ତେ ଆଗକୁ ପାଦ ବଢାଇ ଆସିଛନ୍ତି ସବ୍ୟସାଚୀ ଙ୍କ ସହିତ ଅର୍ଚିତା ।

ଆପଣ ମାନେ ଜାଣିଥିଲେ ଯେ ପୂର୍ବ ରୁ ସବ୍ୟସାଚୀ କୋରୋନା ସମୟରେ କିଭଳି ଭାବରେ ରାଜ୍ୟବାସୀ ଙ୍କୁ ସାହାର୍ଯ୍ୟ କରିଥିଲେ । ଯେଉଁଠାରେ ଖାଦ୍ୟ ପହଞ୍ଚି ପାରୁ ନଥିଲା ସେଠାରେ ଯାଇ ଖାଦ୍ୟ ବଣ୍ଟନ କରିବା ସହିତ ମେଡ଼ିସିନ ର ମଧ୍ୟ ବ୍ୟବସ୍ଥା ଯୋଗାଉଥିଲେ ସମାଜସେବୀ ସବ୍ୟସାଚୀ ।

ତେବେ ବର୍ତ୍ତମାନ ସବ୍ୟ ଏବଂ ଅର୍ଚିତା ଙ୍କ ବିବାହ ପରେ ଅର୍ଚିତା ମଧ୍ୟ ଏହି ଶୁଭ କାର୍ଯ୍ୟ ରେ ଯୋଗଦାନ କରିଛନ୍ତି । ଉଭୟ ସମାଜ ପାଇଁ କିଛି ଉତ୍ତମ କରିଦେଖାଇବାର ଯୋଜନା କରୁଥିବା ବେଳେ ଉଭୟଙ୍କ ଫ୍ୟାନ୍ସ ମାନେ ଉଭୟଙ୍କୁ ବହୁତ ଆଶୀର୍ବାଦ ତଥା ଶୁଭ କାମନା ଜଣାଇଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *