Anupama ଙ୍କ ଠାରୁ ନେଇ Divyanka ପର୍ଯ୍ୟନ୍ତ ପିଲାଦିନେ କିଛି ଏମିତି ଦେଖା ଯାଉଥିଲେ TV ର ଏହି ସଂସ୍କାରୀ ବୋହୁମାନେ, ନମ୍ବର 5 ଲାଗୁଥିଲେ ବହୁତ ଷ୍ଟାଇଲିସ ଆଉ କ୍ୟୁଟ

ବନ୍ଧୁଗଣ ବର୍ତ୍ତମାନର ସମୟରେ ବଲିଉଡ କଳାକାରଙ୍କ ପରି ହିନ୍ଦୀ ଟେଲିଭିଜନ କଳାକାର ମାନେ ବି ଚର୍ଚାରେ ରହୁଛନ୍ତି । ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଦମଦାର ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି ।

ବର୍ତ୍ତମାନ ତ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି ହେଲେ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ପିଲା ଦିନର ଲୁକ୍ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କିଛି ଲୋକପ୍ରିୟ ଅଭିନେତ୍ରୀଙ୍କ ପିଲା ଦିନ ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ରୂପାଲି ଗାଙ୍ଗୁଲି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି । ଆପଣ ମାନେ ସମସ୍ତେ ରୂପାଲିଙ୍କୁ ଲୋକପ୍ରିୟ ଟିଭି ସିରିଏଲ ‘ଅନୁପମା’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ରୂପାଲି ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ନିଜ ପିଲା ଦିନର ଏକ ଫଟୋ ଅପଲୋଡ କରିଥିଲେ ଯାହାକୁ ନେଇ ସେ ଏବେ ଚର୍ଚାରେ ମଧ୍ୟ ଅଛନ୍ତି ।

ଆୟଶା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ଆୟଶା ସିଂହ । ଆପଣ ମାନେ ସମସ୍ତେ ଆୟଶାଙ୍କୁ ‘ଗୁମ ହେ କିସି କେ ପ୍ୟାର ମେ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରିଛନ୍ତି । ବନ୍ଧୁଗଣ ଆୟଶାଙ୍କ ପିଲା ଦିନର ଫଟୋ ଏବେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଫଟୋରେ ଆୟସ ବହୁତ କ୍ୟୁଟ ନଜର ଆସୁଛନ୍ତି ।

ଦିବ୍ୟଙ୍କା ତ୍ରିପାଠୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ । ଦିବ୍ୟଙ୍କା ଟିଭି ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ସିରିଏଲ କରିଛନ୍ତି ହେଲେ ତାଙ୍କୁ ଅସଲି ପରିଚୟ ‘ୟେ ହେ ମହବତେ’ ସିରିଏଲରୁ ମିଳିଛି । ବନ୍ଧୁଗଣ ଦିବ୍ୟଙ୍କା ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ଦିବ୍ୟଙ୍କାଙ୍କ ପିଲା ଦିନର ଫଟୋ ବହୁତ ଭା-ଇ-ରା-ଲ ହେଉଛି । ଏହି ଫଟୋରେ ଦିବ୍ୟଙ୍କା ବହୁତ ସୁନ୍ଦର ନଜର ଆସୁଛନ୍ତି ।

ଐଶ୍ଵର୍ଯ୍ୟ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଐଶ୍ଵର୍ଯ୍ୟ ଶର୍ମା । ଆପଣ ମାନେ ସମସ୍ତେ ଐଶ୍ଵର୍ଯ୍ୟଙ୍କୁ ଲୋକପ୍ରିୟ ସିରିଏଲ ‘ଗୁମ ହେ କିସିକେ ପ୍ୟାର ମେ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ନକରାତ୍ମକ ଭୂମିକାରେ ନଜର ଆସିଥିଲେ । ଗତ କିଛି ସମୟ ହେବ ତାଙ୍କର ପିଲା ଦିନର ଏକ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଫଟୋରେ ସେ ବହୁତ କ୍ୟୁଟ ନଜର ଆସୁଛନ୍ତି ।

ସୁମ୍ବୁଲ ତୌକୀର- ଲୋକପ୍ରିୟ ଟିଭି ଅଭିନେତ୍ରୀ ସୁମ୍ବୁଲ ତୌକୀର ଖାନ ସିରିଏଲ “ଇମଲି” ରେ ଅତି ସରଳ ଗାଉଁଲି ଝିଅର ଚରିତ୍ରରେ ଅଭିନୟ କରୁଥିବା ନଜର ଆସିଛନ୍ତି । ବାସ୍ତବରେ, ଏହି ଅଭିନେତ୍ରୀ ବାସ୍ତବ ଜୀବନରେ ବହୁତ ଷ୍ଟାଇଲିସ୍ ଏବଂ ଆପଣ ଜାଣିଲେ ଅଧିକ ଆଶ୍ଚର୍ଯ୍ୟ ହେବେ ଯେ ସେ ପିଲାଦିନେ ମଧ୍ୟ ବହୁତ ଷ୍ଟାଇଲିସ୍ ଥିଲେ । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *