ଯେତେବେଳେ ପାପା Amitabh Bacchan ଙ୍କ ଏହି ହିରୋଇନ କୁ ଭଲ ପାଇ ବସିଥିଲେ ଅଭିଷେକ ଓ ତାଙ୍କ ସହିତ ଶୋଇବା ପାଇଁ କରିଥିଲେ ଜିଦ୍ଦି, ଆଉ ତା’ ପରେ…

ନମସ୍କାର ବନ୍ଧୁଗଣ ତେବେ ଜିନତ ଅମାନ ଙ୍କୁ କିଏ ନ ଜାଣେ । ତେବେ ସେ ନିଜ ସମୟରେ ଜଣେ ଦିଗଜ ଅଭିନେତ୍ରୀ ହେବା ସହିତ ସେ ନିଜର ବୋଲଡ଼ ଅନ୍ଦାଜ ରେ ସମସ୍ତଂକୁ ମୋହିତ କରିଥିଲେ ତେବେ ତାଙ୍କର ସିଲକ ଚୁଟି କୁ ଦେଖି ସମସ୍ତେ ମନ୍ତ୍ର ମୋହିତ ହୋଇ ଯାଉଥିଲେ । ତେବେ ସେହି ମାନଙ୍କ ଭିତରେ ଆଉ ଜଣେ ମଧ୍ୟ ଜିନତ ଙ୍କ ବହୁତ ବଡ଼ ଫ୍ୟାନ ଥିଲେ ଯିଏ କି ଜିନତ ଙ୍କ ସୌନ୍ଦର୍ଯ୍ୟ ଦେଖି ପାଗଳ ହୋଇ ଯାଇଥିଲେ ତେବେ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡ ର ଜଣେ ସଫଳ ଅଭିନେତା ଅଭିଷେକ ଵଚନ ।


ତେବେ ଅଭିଷେକ ନିଜର ଏକ ଇଣ୍ଟରଭିୟୁ ରେ କହିଥିଲେ କି ସେ ସତ୍ୟମ ଶିବମ ସୁନ୍ଦରମ ଫିଲ୍ମ ରେ ଯେତେବେଳେ ତାଙ୍କୁ ପ୍ରଥମ ଥର ଦେଖିଥିଲେ ସେତେବେଳେ ସେ ତାଙ୍କୁ ପ୍ରଥମ ନଜର ରେ ହିଁ ପ୍ରେମ ହୋଇ ଯାଇଥିଲା । ତେବେ ସେ ସେହି ଇଣ୍ଟରଭିୟୁ ରେ ନିଜର ଏକ ମଜାଦାରିଆ କଥା ମଧ୍ୟ ସେୟାର କରିଥିଲେ ସେ କହିଥିଲେ କି ଏକ ଫିଲ୍ମ ର ସୁଟିଂ ପାଇଁ ସେମାନେ ବାହାରକୁ ଯାଇଥିଲେ ଏବଂ ଅଭିଷେକ ମଧ୍ୟ ଯାଇଥିଲେ ।

ତେବେ ସେହି ସମୟରେ ସେ ଜିନତ ଙ୍କ ସହ ବହୁତ ସମୟ ବିତାଇ ଥିଲେ ଏବଂ ତାଙ୍କ ସହ ସେ ଖେଳୁ ମଧ୍ୟ ଥିଲେ ତେବେ ସେତେବେଳେ ଅଭିଷେକ ମାତ୍ର ପାଞ୍ଚ ବର୍ଷ ର ଥିଲେ । ତେବେ ଯେତେବେଳେ ସମସ୍ତେ ଶୋଇବାକୁ ଗଲେ ସେତେବେଳେ ଅଭିଷେକ ଜିନତ କାହା ସହ ଶୋଇବେ ବୋଲି ଜାଣିବାକୁ ଚାହୁଁଥିଲେ ତେବେ ଶେଷ ରେ ସେ ଜିନତ ଙ୍କୁ ଯାଇ ପଚାରିଥିଲେ କି ତୁମ ସହ କିଏ ଶୋଇବ ସେତେବେଳେ ଜିନତ ଉତ୍ତର ରେ କହିଥିଲେ ମୁଁ ଏକା ଶୋଇବେ ତେବେ ଅଭିଷେକ କହିଥିଲେ କଣ ମୁଁ ତୁମ ସହ ଶୋଇ ପାରିବି ?


ସେତେବେଳେ ଜିନତ ମଜାକିଆ ଅନ୍ଦାଜ ରେ କହିଥିଲେ କି ତୁମେ ଆଉ ଟିକେ ବଡ଼ ହୋଇ ଯାଅ ତା ପରେ ଶୋଇବ । ତେବେ ଅଭିଷେକ ଏହା ମଧ୍ୟ କହିଛନ୍ତି କି ତାଙ୍କ ଜୀବନରେ ପ୍ରେମ ର ପ୍ରଥମ ଅର୍ଥ ସେ ଜିନତ ଙ୍କ ଠାରୁ ହିଁ ଶିଖିଥିଲେ ଏବଂ ଜାଣିଥିଲେ ତେବେ ଏହା ପରେ ସେ କରିସ୍ମା ଙ୍କ ସହ ରିଲେସନ ରେ ରହିଥିଲେ ଯାହା କି ପରେ ଭାଙ୍ଗି ଯାଇଥିଲା ।


ଏହା ପରେ ସେ ମିସ ଇଣ୍ଡିଆ ତଥା ବିଶ୍ୱ ସୁନ୍ଦରୀ ଐଶ୍ଵର୍ଯ୍ୟା ରୟ ଙ୍କୁ ୨୦୦୭ ରେ ବିବାହ କରିଥିଲେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *