ଫୋନ୍ ଖୋଲିଦେବ Sumit ଙ୍କ ସବୁ ଗୁମର, ଏହି ଫୋନରେ ରହିଛି Sumit ର ସବୁ କଳା କାରନାମା, ଦେଖନ୍ତୁ ଏ ନେଇ କଣ କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ବିଚ୍ଛେଦ ମାମଲାରେ ଏବେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପ୍ରତିଦିନ ଏହି କେସକୁ ନେଇ କିଛି ନା କିଛି ନୂଆ ଖୁଲାସା ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୋସ ଉଡେଇ ଦେଇଛି । ଏହି ଭିଡିଓର ଚର୍ଚା ମଧ୍ୟ ସମସ୍ତ ସ୍ଥାନରେ ହେଉଛି । ଏହି ଭିଡିଓରେ ତପସ୍ଵିନୀ ନିଜ ସ୍ଵାମୀଙ୍କୁ ୮ ଲକ୍ଷ ଟଙ୍କା ଦେଲା ପରେ ଡିଭୋର୍ସ ଦେବା ପାଇଁ କହୁଥିବାର ନଜର ଆସୁଛନ୍ତି ।

ଭିଡିଓ ଭାଇରାଲ ହେବା ପରେ ତପସ୍ଵିନୀ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ସେହି ଟଙ୍କା ତାଙ୍କ ବାପା ସୁମିତଙ୍କ ପାଠ ପଢା ପାଇଁ ଦେଇଥିଲେ ସେଥିପାଇଁ ସେ ମାଗିଥିଲେ । ତେବେ ବନ୍ଧୁଗଣ ଏହି ଭିଡିଓଟି ଅନେକ ଲୋକଙ୍କୁ ବିଚଳିତ ମଧ୍ୟ କରିଛି କାରଣ ଏବେ ତପସ୍ଵିନୀଙ୍କୁ ଜନସାଧାରଣ ମାନଙ୍କ ବିଶେଷ ସମର୍ଥନ ମିଳିଛି । ଭିଡିଓ ଭାଇରାଲ ହେବା ପରେ ପ୍ରମିଳା ମାଉସୀ ନିଜର ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ପ୍ରମିଳା ମାଉସୀ ଗୋଟେ ଫୋନ ଧରି ଗଣମାଧ୍ୟମ ସାମ୍ନାରେ କହୁଛନ୍ତି’ଏବେ ଶୀତ ଦିନ ଝିଅ ରୋଷେଇ କଲା ଆମେ ଏଠି ଖାଇଲୁ ଏବେ ରୋଷେଇ ହେଇ ନାହିଁ ରୋଷେଇ ହେବ ତା ପରେ ଆମେ ଖାଇବୁ’ । ଆଗକୁ ପ୍ରମିଳା କହୁଛନ୍ତି’ମୁ ଆପଣ ମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି ଏବେ ଯେଉଁ ଭିଡିଓଟି ଭାଇରାଲ ହେଉଛି ମାନେ ଆଜି ପର୍ଯ୍ୟନ୍ତ କୁଆଡେ ଯାଇଥିଲା ସୁମିତ ।

ତାଙ୍କ ପରିବାର ଥାଇକି ମଧ୍ୟ ସେ ଲୁଚେଇକି ଚୋରେଇକି ଏ ଭିଡିଓ କରିଛି । ଏହି ଭିଡିଓଟି ପବ୍ଲିକରେ କରା ଯାଇଛି କି ଏଇଟା ଗୋଟେ ଦେଶ ଦ୍ରୋହୀ ଭଳିଆ । ଆଉ ଏଇଟା ହେଉଛି ସୁମିତଙ୍କ ମୋବାଇଲ ଏଇଟା ହେଉଛି ସୁମିତଙ୍କ ପୁରୁଣା ଫୋନ । ଏହି ଫୋନରେ ଅଡିଓ, ଭିଡିଓ, ଚାଟିଙ୍ଗ ଓ ବହୁତ ଝିଅଙ୍କର ଫଟୋ ଅଛି’ । ଆଗକୁ ପ୍ରମିଳା କହୁଛନ୍ତି’ଆମ ତପସ୍ଵିନୀ ବାହାରେ ଏ ସବୁ କଥା କହୁ ନଥିଲା ଯେହେତୁ ତାର ଘର ପରିବାର ଓ ସୁମିତର ଇଜ୍ଜତ ରଖିବା ପାଇଁ ।

ଭ୍ରୁ-ଣ ହତୟା ଠାରୁ ଆରମ୍ଭ କରି ତାକୁ କେମିତି ଆବୋସନ କରିଛନ୍ତି, ତା ପାଖରେ ବସି ସାଲାଇନ ଛଡାଇ ଛନ୍ତି ଯେତେ ଯାହା କଲା କାର୍ଣ୍ଣମା ସେ କରିଛି ସବୁ ଏଥିରେ ଅଛି । ଆଉ ଏ ସବୁ ଭିଡିଓ ଝିଅ ନୁହେଁ ସେ ସୁମିତ ନିଜେ କରିଛି’ । ବନ୍ଧୁଗଣ ତପସ୍ଵିନୀ କୋର୍ଟ ଶୁଣାଣିରେ ଏହି ମୋବାଇଲ ଫୋନକୁ ପ୍ରମାଣ ରୂପେ ଦେବେ ବୋଲି ମଧ୍ୟ କହିଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *