ବାହାରିଥିବା ପେଟ Belly Fat), ମୋଟାପା, ଚଉଡା ଅଣ୍ଟା, Double Chin ଓ ଜଙ୍ଘର ଚର୍ବି ମହମ ପରି ତରଳି ଯିବ, କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମସ୍ତେ ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ । ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ ।

ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ ।

ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରିବା । ଏହି ଉପଚାର ଟି ଆପଣ ଘରେ ଆରାମରେ ଅତି ସହଜରେ ଏବଂ କମ ଖର୍ଚ୍ଚରେ ପ୍ରସ୍ତୁତ କରି ପାରିବେ । ତେବେ ଆସନ୍ତୁ ସେହି ଉପଚାର ପ୍ରସ୍ତୁତ କିପରି କରିବା ଜାଣିନେବା । ପ୍ରଥମେ ଆପଣ ଙ୍କୁ ଅଳସୀ ର ମଞ୍ଜି ଦରକାର । ତାପରେ ପାନ ମଧୁରୀ ଦରକାର ତା ସହ ଜିରା ଏବଂ ଜୁଆଣି ଏହି ଚାରଟି ଜିନିଷ ର ଆବଶ୍ୟକ ।


ଏହି ଚାରଟି ଜିନିଷ କୁ ଆପଣ ଏକଦମ ସମାନ ପରିମାଣ ରେ ନେବେ । ତାପରେ ଜୁଆଣି, ଅଳସୀ, ପାନ ମଧୁରୀ ଏବଂ ଜିରା କୁ କିଛି ସମୟ ଭାଜିଦେବା ତାପରେ ତାକୁ କିଛି ସମୟ ଥଂଡା ଏବଂ ହେବାକୁ ଦେବା ମିଶ୍ରଣ ପ୍ରସ୍ତୁତ କରନ୍ତୁ ଅର୍ଥାତ ଗ୍ରାଇଡିଂ କରିଦେବା । ଏହି ପାଉଡର କୁ ଆପଣ ରାତିରେ ଶୋଇବା ପୂର୍ବରୁ ଗରମ ପାଣି ସହ ଏକ ଚାମଚ ପକାଇ ସେବନ କରିବେ । ଏଥିରେ ଆପଣ ଲେମ୍ବୁ ମଧ୍ୟ ପକାଇ ପାରିବେ ।


ଖାଇବାର ଏକ ଘଂଟା ପରେ ଏହାକୁ ପିଇଦେବେ ଏବଂ ଏହାକୁ ପିଇବା ପରେ ଆପଣ ଙ୍କୁ କିଛି ବି ଖାଇବାର ନାହିଁ । ଏହି ପରି ସେବନ କରିବା ଦ୍ୱାରା ଆପଣ ଙ୍କ ଶରୀର ରେ ଥିବା ଚର୍ବି କିମ୍ବା ମୋଟାପା ଆଦି ସବୁ ଦୁର ହୋଇ ଯାଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ପୋସ୍ଟ ଟି ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *