Pawandeep Rajan ଓ Arunita Kanjilal ଙ୍କ ବିବାହ ଫଟୋ ହେଲା ଭାଇରାଲ, ପୁରା ସତ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ରିଆଲିଟି ସୋ ‘ଇଣ୍ଡିଆନ ଆଇଡଲ’ ନିଶ୍ଚୟ ଦେଖିଥିବେ । ଇଣ୍ଡିଆନ ଆଇଡଲ ସିଜନ ୧୨ର ବିଜେତା ହୋଇଛନ୍ତି ପବନ ଦୀପ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଅରୁଣିତା କାଞ୍ଜିଲାଲ । ଏହି ଦୁଇଜଣ ନିଜ ସୁନ୍ଦର କଣ୍ଠ ସ୍ଵରରେ ସମସ୍ତଙ୍କ ମନ ଜିତିଥିଲେ । ଏହି ଦୁଇଜଣଙ୍କ ଡୁୟେଟ କେମେଷ୍ଟ୍ରି ମଧ୍ୟ ବହୁତ ଭଲ ଥିଲା । ବନ୍ଧୁଗଣ ଏହି ଦୁଇଜଣଙ୍କ ଯୋଡିକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି ।


ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କ ଲଭ ରିଲେସନ ସିପକୁ ନେଇ ମଧ୍ୟ ଅନେକ ଖବର ଆସୁଛି ହେଲେ ଏହି ଦୁଇଜଣ ସବୁବେଳେ ପରସ୍ପରର ଭଲ ବନ୍ଧୁ ଅଟନ୍ତି ବୋଲି ମିଡିଆ ସାମ୍ନାରେ କୁହନ୍ତି । ଇଣ୍ଡିଆନ ଆଇଡଲ ସିଜନ ୧୨ ବହୁତ ଦିନ ହେବ ଶେଷ ହୋଇସାରିଛି ହେଲେ ପବନ ଦୀପ ଓ ଅରୁଣିତା ଆଜି ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି ।ବନ୍ଧୁଗଣ ଗତ କିଛି ସମୟ ହେବ ପବନଦୀପ ଓ ଅରୁଣିତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ବନ୍ଧୁଗଣ ସମସ୍ତ ଲୋକ ଅରୁଣିତା ଓ ପବନଦୀପଙ୍କ ବିବାହ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅରୁଣିତା ଓ ପବନଦୀପଙ୍କ ବିବାହ ଫଟୋ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଖବର ଆସିଥିଲା ଯେ ଅରୁଣିତା ଓ ପବନଦୀପ ଆଉ ଏକା ସହ କୌଣସି ଆଲବମ ପାଇଁ ସ୍କ୍ରିନ ସେୟାର କରିବେ ନାହିଁ । ହେଲେ ଏବେ ଏହି ଦୁଇଜଣଙ୍କର ବିବାହ ଫଟୋ ଦେଖି ଲୋକ ମାନଙ୍କର ହୋସ ଉଡିଯାଇଛି । ପବନଦୀପ ଓ ଅରୁଣିତାଙ୍କର ଏହି ବିବାହ ଫଟୋକୁ ଦେଖି ଆପଣ ମାନେ ବି ଭାବୁ ଥିବେ ଏହି ଦୁଇଜଣ ଲୁଚିକି ବିବାହ କରିଛନ୍ତି ହେଲେ ବନ୍ଧୁଗଣ ଏମିତି କିଛି ବି ନାହିଁ ।

ଆପଣ ମାନେ ତ ଏହା ନିଶ୍ଚୟ ଜାଣି ଥିବେ ଯେ, ଅରୁଣିତା ଓ ପବନଦୀପଙ୍କ ଫ୍ୟାନ ଫାଲୋଇଙ୍ଗ ବହୁତ ଅଧିକ ରହିଛି । ଫ୍ୟାନ୍ସ ମାନେ ସବୁବେଳେ ଏହି ଦୁଇଜଣଙ୍କୁ ଏକା ସହ ଦେଖିବା ପାଇଁ ଇଛା କରନ୍ତୁ । ଭାଇରାଲ ହେଉଥିବା ଏହି ବିବାହ ଫଟୋକୁ ଫ୍ୟାନ୍ସ ମାନେ ହିଁ ଏଡିଟ କରିଛନ୍ତି । ଯେତେବେଳେ ଫ୍ୟାନ୍ସ ମାନେ ଜାଣିଲେ ଏହି ଦୁଇଜଣଙ୍କର ବ୍ରେକ ଅପ୍ ହୋଇଯାଇଛି ସେତେବେଳେ ଫ୍ୟାନ୍ସ ମାନେ ବହୁତ ଅଧିକ ନିରାଶ ହୋଇଗଲେ ଓ ଏଭଳି କାର୍ଣ୍ଣମା କରିଦେଲେ ।

ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ଅରୁଣିତା ଓ ପବନଦୀପ ବିବାହ କରି ନାହାନ୍ତି । ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କ ଫେକ୍ ବିବାହ ଫଟୋର ଚର୍ଚା ବହୁତ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଅରୁଣିତା ଓ ପବନଦୀପଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *