ପାର୍ବତୀ ଗଣନାଟ୍ୟରେ ସିରିଏଲ ର ଚୁଲବୁଲି ନାୟିକା Jhili…ଯାତ୍ରା ମଞ୍ଚରେ କରିଲେ ଧମାଲ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ତେବେ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଝିଲି । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଅଭିନେତ୍ରୀ ଝିଲିଙ୍କୁ ତ ନିଶ୍ଚୟ ଦେଖିଥିବେ । ଝିଲି ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । କେବଳ ଫିଲ୍ମ ନୁହେଁ ସେ ଓଡିଆ ଲୋକପ୍ରିୟ ଧାରାବାହିକ ଝିଲି ସିରିଏଲରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ଝିଲି  ଅତି କମ ସମୟ ମଧ୍ୟରେ ଏତେ ବଡ ସଫଳତା ପାଇ ପାରିଛନ୍ତି । ଦର୍ଶକ ବନ୍ଧୁ ଝିଲି ଆସିବା ଦିନରୁ ନିଜ ସୋସିଆଲ ମିଡିଆରେ ଅନେକ ନୂଆ ନୂଆ ଫଟୋ ଏବଂ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହେଇଯାଏ । ତାଙ୍କ ସୁନ୍ଦରତା ଏବଂ ଅଭିନୟକୁ ଓଡିଶାବାସୀ ବେସ ଅଧିକ ପସନ୍ଦ କରନ୍ତି ଆଉ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦିଅନ୍ତି । ତେବେ ଗତ କିଛି ସମୟ ହେବ ଝିଲି କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ଝିଲିଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ପାର୍ବତୀ ଗଣନାଟ୍ୟ ଯାତ୍ରା ସ୍ଟେଜରେ ଝିଲି ନଜର ଆସୁଛନ୍ତି । ଯାତ୍ରା ସ୍ଟେଜରେ ଥାଇ ଝିଲି ଖୁବ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ଆଉ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । ଝିଲିଙ୍କ ଡ୍ୟାନ୍ସ ଦେଖି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବେସ ଖୁସି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *