Odia Jokes- ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା ଓ ଭିଣେଇ କୁ କହିଲା, “ଜିଜୁ ଟିକେ ଦେଖ ତ ନଇଁଲେ ମୋ ଅଣ୍ଡରୱିୟର ଦେଖା ଯାଉନି ତ ?” ଭିଣେଇ ବହୁତ ସମୟ ଦେଖିବା ପରେ କହିଲା….

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଶିକ୍ଷକ ଛାତ୍ରଙ୍କୁ ଏକ ପ୍ରଶ୍ନ ପଚାରିଲେ…

ଶିକ୍ଷକ- ନ୍ୟୁଟନଙ୍କ ନିୟମ କଣ କହିଲ ପିଲା ମାନେ ?

ପପୁ- ସାର ପୁରା ଉତ୍ତର ତ ମନ ନାହିଁ, ହେଲେ ଶେଷ ଗୋଟେ ଧାଡି ମନେ ଅଛି ।

ଶିକ୍ଷକ- ଆଛା ହଉ ତା ହେଲେ କହିଲ ଶେଷ ଧାଡିରେ କଣ ଅଛି ?

ଛାତ୍ର- ଏହାକୁ ନ୍ୟୁଟନଙ୍କର ନିୟମ କୁହାଯାଇଥାଏ…

୨. ପପୁ ପିଙ୍କିଙ୍କୁ ଏକ ପ୍ରଶ୍ନ ପଚାରିଲା…

ପପୁ- କହିଲ ମଣିଷ ଛୁଆ ଆଉ ଅନ୍ୟ ପ୍ରାଣୀଙ୍କ ଛୁଆ ମଧ୍ୟରେ କଣ ପାର୍ଥକ୍ୟ ରହିଥାଏ ?

ପିଙ୍କି- ଗଧର ଛୁଆ ଗଧ ହୋଇଥାଏ, କୁକୁର ଛୁଆ କୁକୁର ହୋଇଥାଏ ହେଲେ ମଣିଷ ଛୁଆ ବଡ ହୋଇ ଗଧ ମଧ୍ୟ ହୋଇପାରେ ।

୩. ଶିକ୍ଷକ ପପୁକୁ ଏକ ପ୍ରଶ୍ନ ପଚାରିଲେ…

ଶିକ୍ଷକ- କହିଲ ପପୁ, ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମଧ୍ୟରେ କଣ ପାର୍ଥକ୍ଯ ରହିଥାଏ ?

ପପୁ- ସାର ଯଦି କଣ୍ଡକ୍ଟର ବସରେ ଶୋଇପଡିବ ତା ହେଲେ କାହାର ଟିକେଟ କଟା ଯାଇପାରିବ ନାହିଁ

ହେଲେ ଯଦି ଡ୍ରାଇଭର ବସ ଚଲାଉଥିବା ସମୟରେ ଶୋଇପଡିବ ତା ହେଲେ ସମସ୍ତଙ୍କର ଟିକେଟ କଟା ହୋଇଯିବ ।

୪. ଶିକ୍ଷକ- ରହୀମଙ୍କର ଯେକୌଣସି ଦୋହା ଶୁଣେଇଲ…

ପପୁ- ସାର, ମୁ ଜାଣିନାହିଁ ।

ଶିକ୍ଷକ- ତମକୁ ଯେତିକି ଜଣା ଅଛି ସେତିକି କହିଦିଅ ।

ପପୁ- କେବେ ଶୋଷିଲା ମଣିଷକୁ ପାଣି ପିଏଇ ନାହଁ ହେଲେ ପରେ କ୍ଵାଟର ପିଏଇଲେ କଣ ଫାଇଦା

ଶିକ୍ଷକ- ବାହ କି ସୁନ୍ଦର ଉତ୍ତର, ବାବା ତମେ ବସିଯାଅ ।

୫. ସ୍ତ୍ରୀ ରୋମାଣ୍ଟିକ ମୁଡରେ କହିଲା- ଆରେ ଶୁଣୁଛ, ଆମ ଚଉଠି ରାତିରେ

ଯେତେବେଳେ ତମେ ମୋ ଓଢଣି ଉଠେଇଲ ତମକୁ କେମିତି ଲାଗିଥିଲା ?

ସ୍ଵାମୀ- ସତ କହିବି, ଯଦି ମତେ ହନୁମାନ ଚାଳିଶା ମନେ ନଥାନ୍ତା ତା ହେଲେ ମୁ ସେହି ଦିନ ହିଁ  ମମରିଯାଇଥାନ୍ତି ।

୬. ସ୍ତ୍ରୀ ପରିବା କିଣିବା ସମୟରେ ବହୁତ ବାର୍ଗିନିଙ୍ଗ କରୁଥିଲା

ସେହି ସମୟରେ ସ୍ଵାମୀ ଚିଡି ଗଲା…

ସ୍ଵାମୀ- ଦୟାକରି ଟିକେ ଶୀଘ୍ର କିଣ ଅଫିସ ପାଇଁ ଲେଟ ହେଉଛି ମୋର

ସ୍ତ୍ରୀ- ତମେ କଥା ମଝିରେ କିଛି କୁହନି ଅଧିକ ଚଞ୍ଚଳ ସବୁ କାମ କରିବାରୁ ମତେ ତମ ପରିକା ସ୍ଵାମୀ ମିଳିଲା

ହେଲେ ଏବେ ମୁ ପରିବା ମାମଲାରେ ଚଞ୍ଚଳ ହେବି ନାହିଁ

7.ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା ଓ ଭିଣେଇ କୁ କହିଲା,

“ଜିଜୁ ଟିକେ ଦେଖ ତ ନଇଁଲେ ମୋ ଅଣ୍ଡରୱିୟର ଦେଖା ଯାଉନି ତ ?”

ଭିଣେଇ ବହୁତ ସମୟ ଦେଖିବା ପରେ କହିଲା….

“ନା, ଦେଖା ଯାଉନି, କିନ୍ତୁ ଆସନ୍ତା ଥର ମନେ କରି ପିନ୍ଧିନେବୁ”

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *