ନମସ୍କାର ବନ୍ଧୁଗଣ ତେବେ ବହୁ ଦିନର ବାଦ ବିବାଦ ପରେ କାଲି ଭୁବନେଶ୍ୱର ସ୍ଥିତ ବାସଭବନରେ କେକ କାଟି ଥିଲେ ବାବୁଶାନ । ସେଠାରେ ନିଜର ଜନ୍ମଦିନ ପାଳନ କରିବା ସହିତ ବହୁତ ଭଲ ଭାବରେ ସେଠାରେ ସେ ନିଜର ଶ୍ଵଶୁରଙ୍କ ସହିତ କଥା ହୋଇ ଥିଲେ । ତେବେ ସେଠାରେ ତୃପ୍ତି ନଥିଲେ କିନ୍ତୁ ସେ କହିଥିଲେ କି ସେ ତାଙ୍କର ମନ ମଧ୍ୟରେ ସବୁବେଳେ ପାଇଁ ରହିଛନ୍ତି ତେଣୁ ସେ ତାଙ୍କୁ ମିସ କରି ନାହାନ୍ତି ।
ଏହା ବ୍ୟତୀତ ସେ ସେଠାରେ ନିଜର ଆଗାମୀ ଚଳଚ୍ଚିତ୍ର ଗଜପତିର ପ୍ରମୋସନ ମଧ୍ୟ କରି ଥିଲେ । ତେବେ ସେମାନଙ୍କ ମଧ୍ୟରେ ଥିବା ସଂପର୍କ ପୁଣି ଭଲ ହେବା ପାଇଁ ଯାଉଚି ବୋଲି କହିଥିଲେ ସେଠାରେ ତାଙ୍କର ଜଣେ ସଂପର୍କୀୟ ମାମୁଁ ରବି ମିଶ୍ର । ତେବେ ଏହା ବ୍ୟତୀତ ବାବୁଶାନ ସେଠାରେ ନିଜର ସାକ୍ଷାତକାର ଦେବା ସହିତ କହିଥିଲେ କି ତାଙ୍କର ଆଗାମୀ ଚଳଚ୍ଚିତ୍ର ଗତପତି ବହୁତ ବଡ଼ ସଫଳତା ପାଇବା ପାଇଁ ଯାଉଚି ।
ଏହା ବ୍ୟତୀତ ସେ କହିଥିଲେ କି ଏହି ଫିଲ୍ମ ପାଇଁ ସେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ରହିବେ ଓ ସମସ୍ତ ପରିଶ୍ରମ କରିବେ ବୋଲି ମଧ୍ୟ କହି ଥିଲେ । ତେଣୁ ଏହାକୁ ନେଇ ସେ କହିଥିଲେ କି ଲୋକମାନେ ଏହି ଚଳଚିତ୍ର ଦେଖିବା ପାଇଁ ନିଶ୍ଚୟ ଆସନ୍ତୁ । ତେବେ ଏହି ଘଟଣା ଉପରେ ବାବୁଶାନ ନିଜର ମତ ରଖି ଥିଲେ ତେବେ ସେ ସେଠାରେ କେକ କାଟିବା ସମୟରେ ସେଠାରେ ସମସ୍ତେ ଉପସ୍ଥିତ ଥିବାର ଦେଖା ଯାଇ ଥିଲା ।
ଏହା ସହିତ ସେଠାରେ ତାଙ୍କର ପରିବାରର ଅନେକ ଲୋକ ଉପସ୍ଥିତ ଥିଲେ କିନ୍ତୁ ସେଠାରେ ତୃପ୍ତି କିମ୍ବା ତାଙ୍କର ପୁଅ ସେଠାରେ ଉପସ୍ଥିତ ନଥିଲେ ତେବେ ଏହା ସମ୍ପର୍କରେ ତାଙ୍କୁ ପଚାରିବା ସମୟରେ ସେ କହିଥିଲେ କି ସେ ତାଙ୍କ ସହିତ କଥା ହୋଇଛନ୍ତି ଓ ସ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହିତ ସେ ତାଙ୍କ ସହିତ ଭଲ ଭାବରେ କଥା ହୋଇଛନ୍ତି ବୋଲି ମଧ୍ୟ ସେ କହିଥିଲେ । ତେବେ ଅଳ୍ପ ଦିନ ତଳେ ସେ କହିଥିଲେ କି ମୋ ପୁଅ ମୋ ପାଖକୁ ଆସିବ ଓ ମୋର ଜନ୍ମଦିନ ପାଳିବା ପାଇଁ ।
ତେବେ ସେ କିନ୍ତୁ ଆଜି ସେଠାକୁ ଯାଇ ନଥିଲେ କି ତାଙ୍କର ପୁଅ ମଧ୍ୟ ତାଙ୍କ ପାଖକୁ ଆସି ନଥିଲେ । ଏହା ସହିତ ଏହି ଖାରବେଳ ନଗର ଥାନା ପକ୍ଷରୁ ବାବୁଶାନଙ୍କୁ ନୋଟିସ ଜାରି କରା ଯାଇ ଥିଲା ଏହା ସହିତ ଏହା ପରେ ସେ ସେଠାରେ ଉପସ୍ଥିତ ରହିବା ସହିତ ତାଙ୍କୁ ପଚରା ଉଚରା କରା ଯାଇ ଥିଲା । ତେବେ ସେଠାରେ ରବି ମିଶ୍ର ଓ ଅପରାଜିତା ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଏହା ବ୍ୟତିତ ରବି ମିଶ୍ର କହି ଥିଲେ କି ବୁଝାମଣାର ବାଟ ଫିଟି ଯାଇଛି ଓ ଆଉ ଅଳ୍ପ ସମୟ ମଧ୍ୟରେ ଏହି ଘଟଣାର ସମ୍ପୂର୍ଣ୍ଣ ସମାଧାନ ହୋଇଯିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।