ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଦୁଇ ଓଡିଆ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଉଭୟ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଦୁଇ ଓଡିଆ କଳାକାର ହେଉଛନ୍ତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ । ବନ୍ଧୁଗଣ ଉଭୟ ଗତ କିଛି ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସବ୍ୟ ଓ ଅର୍ଚ୍ଚିତା ଏକା ସହ ଅନେକ ଫିଲ୍ମରେ କାମ କରି ସୁନାମ ଅର୍ଜନ କରିଛନ୍ତି ଏବଂ ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ପସନ୍ଦ କରନ୍ତି ।
ବନ୍ଧୁଗଣ ଗତ କିଛି ସମୟ ହେବ ସବ୍ୟ ଓ ଅର୍ଚ୍ଚିତାଙ୍କର ଏକ ସ୍ଟେଜ ସୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ଭାଇରାଲ ହେଉଥିବା ଭିଡିଓରେ ଓଡିଆ କମେଡିଆନ ପପୁ ପମ ପମ ସ୍ଟେଜ ଉପରେ ଥାଇ ସବ୍ୟ ଓ ଅର୍ଚ୍ଚିତାଙ୍କୁ ଡାକୁ ଛନ୍ତି ।
ସବ୍ୟ ବିବାହ କରିବା ପରେ ଦାଢି ବଢେଇ ଛନ୍ତି ତେଣୁ ପପୁ ଦାଢି ବଢେଇବାର କାରଣ ବିଷୟରେ ପଚାରୁ ଛନ୍ତି । ଆଉ କହୁଛନ୍ତି ତମେ କଣ ସଂସାର ବିଷୟରେ ଏତେ ଶୀଘ୍ର ବୁଝିଗଲ । ଏହାର ଉତ୍ତର ଦେଇ ସବ୍ୟ କହୁଛନ୍ତି, ସଂସାରର ଯେଉଁ ଗାଡି ଅଛି ତାକୁ କେମିତି ଭଲରେ ଚଲାନ୍ତି ସେଇଟା ମୁଁ ଏହି 3, 4 ମାସ 6 ମାସ ଭିତରେ ବୁଝିଗଲି । ସବ୍ୟଙ୍କ କହିବା ମୁତାବକ, ଆମେ ମାନେ ଆମ ବସ୍, ବନ୍ଧୁ ଓ ସମ୍ପର୍କୀୟ ମାନଙ୍କୁ ନିଜ କାମ ପାଇଁ ତେଲ ମାରିଥାଉ ।
ହେଲେ କେବେ ସ୍ତ୍ରୀକୁ ମାରି ନଥାଉ ତେଣୁ ପ୍ରଗତି ଥାଏ କିନ୍ତୁ ଶାନ୍ତି ନଥାଏ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସବ୍ୟ ଓ ଅର୍ଚ୍ଚିତା ଦର୍ଶକ ମାନଙ୍କ ମନୋରଞ୍ଜନ କରିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।