Boating କଲାବେଳେ ଦେଖନ୍ତୁ କେମିତି ପାଣିରେ ଗଳି ପଡିଲେ ହିରୋଇନ Sraddha Panigrahi ଓ Tamanna, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ହେଉ କିମ୍ବା ହଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖିବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।

ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଏହି ଓଡ଼ିଆ ଧାରାବାହିକ ଜଗତ ର ଅଭିନେତ୍ରୀ ଶ୍ରଦ୍ଧା ଏବଂ ତମନ୍ନା ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେ ବର୍ତ୍ତମାନ ଖୁବ ମଜା ମସ୍ତି କରୁଛନ୍ତି ତେବେ ଆସନ୍ତୁ ସେହି ବିଷୟରେ କିଛି ଆଲୋଚନା କରି ନେବା ।
ତେବେ ଆପଣ ମାନେ ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ବର୍ତ୍ତମାନର ବଡ ଖବର ହେଉଛି ଟିଭି ସିରିଏଲରେ ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା । ତେବେ ସେ ବହୁତ ସାରା ସିରିଏଲ ଓ ଆଲବମ ରେ ଜବରଦସ୍ତ ଅଭିନୟ କଇ ଲୋକଲୋଚନକୁ ଆସିଛନ୍ତି ।

ଗତ ଦିନ ମାନଙ୍କରେ ଶ୍ରଦ୍ଧାଙ୍କର ଅଭିନେତା ରାଜେଶଙ୍କ ସହ ବିବାହ ସ୍ଥିର ହୋଇଥିଲା । ଶ୍ରଦ୍ଧା ଓ ରାଜେଶଙ୍କର ନିର୍ବନ୍ଧ ମଧ୍ୟ ହୋଇ ଯାଇଥିଲା । କିନ୍ତୁ କୌଣସି କାରଣରୁ ଦୁହିଙ୍କର ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା । ତେବେ କିନ୍ତୁ ପରେ ସେ ମୁଭ ଅନ କରି ଆଗକୁ ବଢିଥିଲେ ଏବଂ ନିଜର କ୍ୟାରିୟର କୁ ଗୁରୁତ୍ୱ ଦେଇଥିଲେ । ତେବେ ସେହି ଭଳି ତମନ୍ନା ବ୍ୟାସ  ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତମନ୍ନା ନାମରେ ଓଡ଼ିଆ କଥାଚିତ୍ର ଜଗତରେଜଣା ।

ତମନ୍ନା ୨୦୧୬ ମସିହାରେ ଅଭିନେତା ପପୁ ପମ ପମଙ୍କର ବିବାଦ ଉପରେ ନିର୍ମିତ କଥାଚିତ୍ର ଭାଇନା କ’ଣ କଲା ସେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ତମନ୍ନା ପପୁ ପମ ପମଙ୍କ ସ‌ହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଜୋକର୍‌ରେ ଅଭିନୟ କରିଥିଲେ । ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ ହୋଇପାରି ନ ଥିଲା ।

୨୦୧୮ ମସିହାରେ ମୁମ୍ବାଇରେ ଅନୁଷ୍ଠିତ ସେଣ୍ଟ୍ରଲ ମିସ୍ ଡିଭା ପ୍ରତିଯୋଗୀତା ରେ ଲୋକମାନଙ୍କର ପସନ୍ଦରେ ଲୋକପ୍ରିୟ ମଡେଲ ପୁରସ୍କାର ପାଇଥିଲେ ।  ତମନ୍ନା ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ସହିତ ତେଲୁଗୁ କଥାଚିତ୍ର ଜଗତରେ ମଧ୍ୟ ଅଭିନୟ କରନ୍ତି । ତେବେ ଏହି ଦୁଇ ଜଣ ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ଏକାଠି ବୁଲିବାର ଦେଖିବାକୁ ମିଳୁଛି ଏବଂ ଦୁହେଁ ଖୁବ ମଜା ମସ୍ତି କରୁଥିବାର ମଧ୍ୟ ନଜର ଆସୁଛନ୍ତି ଏବଂ ସେମାନେ ଦୁଇ ଜଣ ବୋଟିଂ ମଧ୍ୟ କରୁଥିଲେ ।

ତେବେ ସେମାନେ ଏହି ସବୁର ଫୋଟୋ ଏବଂ ଭିଡିଓ କୁ ମଧ୍ୟ ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ । ତେବେ ସମସ୍ତେ ଏହି ଫୋଟୋ ଏବଂ ଭିଡିଓ କୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *