ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି , ପ୍ରତ୍ୟେକ ବ୍ୟକ୍ତିକୁ ଏକ ସୁଖପୂର୍ଣ୍ଣ ଜୀବନ ଅତିବାହିତ କରିବାର ଆକାକ୍ଷାଂ ରହିଥାଏ । ଏଥିପାଇଁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଯେତେବେଳେ ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଏମିତି କିଛି ସଙ୍କେତ ଦେଇଥାନ୍ତି ଯାହାଦ୍ୱାରା ଆମକୁ ପୂର୍ବରୁ ହିଁ ଜଣାପଡିଯାଇ ଥାଏ କି ଆମ ଘରେ ମାଲକ୍ଷ୍ମୀ ନିବାଶ କରିବାକୁ ଆସିବାର ଅଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ସବୁ ସଙ୍କେତ ବିଷୟରେ।
୧- ପ୍ରଥମ ରେ ଯଦି ଅମାବାସ୍ୟା ଦିନ ପେଚା ଦେଖନ୍ତି ବା ବିଲେଇ ଘରେ ପଶି କ୍ଷୀର ପିଏ ବା ରାତିରେ ମୂଷା ବା ଚୁଚୁନ୍ଦ୍ରା ଦେଖନ୍ତି ,ତେବେ ଏହା ମାତା ଲକ୍ଷ୍ମୀ ଙ୍କ ଆଗମନର ସୂଚନା ଦେଇଥାଏ। ତେବେ ଧଳାପେଚା ଯଦି ଘର ଉପରେ ବସନ୍ତି ବା ରାସ୍ତାରେ ଆପଣ ମାନେ କେବେ ଦେଖନ୍ତି ତ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଖବର ହୋଇଥାଏ।
୨- ଦ୍ଵିତୀୟ ରେ ହେଉଛି କଳା ପିମ୍ପୁଡି ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଜ୍ୟେତିଷଶାସ୍ତ୍ର ଅନୁସାରେ କଳାରଙ୍ଗର ପିମ୍ପୁଡିକୁ ମା ଲକ୍ଷ୍ମୀଙ୍କର ରୂପ ମାନାଯାଇଥାଏ । ଘରେ ଯଦି ଆଚାନକ କଳା ପିମ୍ପୁଡି ଗୋଲ ଆକାରରେ ବୁଲିବାର ଦେଖାଦିଏ ତ ଏହା ବହୁତ ଶୁଭ ସଙ୍କେତ ମାନା ଯାଇଥାଏ । ଏହା ମା ଲକ୍ଷ୍ମୀଙ୍କର ଘରକୁ ଆସିବାର ସଙ୍କେତ ହୋଇଥାଏ।
୩-ତୃତୀୟ ରେ ହେଉଛି ରୋଷେଇ ଘରେ କେବେହେଲେ ଝାଡୁ ରଖିବେ ନାହିଁ ଏବଂ ଝାଡୁକୁ ସମସ୍ତଙ୍କ ଦୃଷ୍ଟି ପଡୁ ନଥିବା ସ୍ଥାନରେ ରଖନ୍ତୁ । ଅର୍ଥାତ୍ ଘର ସଫା କରିବା ପରେ ଝାଡୁଟିକୁ କୌଣସି ସ୍ଥାନରେ ଲୁଚାଇ କରି ରଖନ୍ତୁ।
୪- ଚତୁର୍ଥ ରେ ହେଉଛି ଝିଟିପିଟିକୁ ମଧ୍ୟ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନି ନିଆ ଯାଇଥାଏ ଘରେ ଯଦି ଅଚାନକ ୩ ଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖାଯାଏ ତ ଏହାକୁ ବହୁତ ଶୁଭ ମାନା ଯାଇଥାଏ । ଏହା ମାଲକ୍ଷ୍ମୀ ଆଗମନର ସଙ୍କେତ ଅଟେ।
୫- ପଞ୍ଚମ ରେ ହେଉଛି ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ଆସିକରି ବସା ବାନ୍ଧିଥାଏ ତ ଏହା ବହୁତ ହିଁ ଶୁଭ ସଙ୍କେତ ମାନା ଯାଇଥାଏ । ଏହା ମାଲକ୍ଷ୍ମୀ ଆଗମନର ସଙ୍କେତ ଦେଇଥାଏ , ଏଥିପାଇଁ ଯଦି ଆପଣଙ୍କ ଘରେ କେଉଁ ପକ୍ଷୀ ବସା ବାନ୍ଧିଥାଏ ତାକୁ ଭୁଲରେ ବି ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ।
୬- ଷଷ୍ଠ ରେ ହେଉଛି ଯଦି ଆପଣଙ୍କୁ ଦିନର କୌଣସି ବି ସମୟରେ କିମ୍ୱା ମୁଖ୍ୟତଃ ସକାଳେ ଓ ସନ୍ଧ୍ୟାରେ ନିତି ଶଙ୍ଖର ଧ୍ୱନି ଶୁଣାଯାଇଥାଏ ଏହା ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଏହାର ଅର୍ଥ ଆପଣଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।