Astrology- ଏହି 5 ଟି ମାସରେ ମାସରେ ଜନ୍ମ ହୋଇଥିବା ଝିଅ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ, ଏମାନଙ୍କ ପାଦ ଘରେ ପଡିବା ମାତ୍ରେ ଘରକୁ ଆସିଥାନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ ନମସ୍କାର ତେବେ ଆଜି ର ଏହି ବିଷୟରେ ଆମେ ଜାଣିବା କେଉଁ ମାସରେ ଜନ୍ମ ହୋଇଥିବା କନ୍ୟା ହେଉ ଛନ୍ତି ଖୁବ ଭାଗ୍ୟଶାଳୀ ଏବଂ ଲକ୍ଷ୍ମୀ ପ୍ରତିମା । ଏବଂ ଏହା ସହ ଭାଗ୍ୟବାନ ମଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କ ଠାରେ ସ୍ୱୟଂ ଲକ୍ଷ୍ମୀ ମାତା ଙ୍କର ବାସ ଥାଏ ବୋଲି କୁହାଯାଏ । ଏଥିପାଇଁ ଯେତେବେଳେ ବି ଗୃହ ରେ କନ୍ୟା ସନ୍ତାନ ଜନ୍ମ ହୋଇ ଥାଏ । ସେତେବେଳେ ଲୋକମାନେ କୁହନ୍ତି କି ଆପଣଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ।

ବହୁତ ଲୋକଙ୍କ କହିବା ଅନୁଯାୟୀ କନ୍ୟା ମାନେ ଘରେ ସୁଖ ସମୃଦ୍ଧି ଏବଂ ଧନ ଧାନ୍ୟ ସଙ୍ଗରେ ଆଣିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କ ର ଜନ୍ମ ସହିତ ସେମାନଙ୍କ ର ଜନ୍ମ ମାସ ମଧ୍ୟ ବହୁତ ଭାଗ୍ୟବାନ ଥାଆନ୍ତି । ଏହି ମାସ ମାନଙ୍କ ରେ ଜନ୍ମ ନେଇଥିବା କନ୍ୟା ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି । ଏବଂ ତା ସହ ସେମାନଂକୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ । ଏମାନେ ସାକ୍ଷାତ ଲକ୍ଷ୍ମୀ ଙ୍କ ରୂପ ହୋଇ ଥାଆନ୍ତି । ତେବେ ଚାଲନ୍ତୁ ଜାଣିନେବା ସେହି ମାସ ମାନଙ୍କ ବିଷୟରେ ।

୧- ପ୍ରଥମ ମାସ ଟି ହେଉଛି ଫେବୃଆରୀ ମାସ । ଏହି ମାସରେ ଜନ୍ମ ହୋଇ ଥିବା ଝିଅ ମାନଙ୍କ ସ୍ୱଭାବ ବହୁତ ବିନମ୍ର ହୋଇଥାଏ । ଏବଂ ସେମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇ ଥାଆନ୍ତି । ଏହି ଝିଅ ମାନେ ବିବାହ ପରେ ଭଲ ଘର ପରିବାର ଏବଂ ଖୁସି ରେ ରହି ଥାଆନ୍ତି ।

୨- ଦ୍ଵିତୀୟ ମାସ ଟି ହେଉଛି ଏପ୍ରିଲ ମାସ । ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ସାକ୍ଷାତ ଲକ୍ଷ୍ମୀ ଙ୍କ ରୁପ ମାନି ନିଆଯାଇ ଥାଏ । ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ସବୁବେଳେ ଖୁସି ରେ ରୁହନ୍ତି ଏବଂ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ।

୩- ତୃତୀୟ ମାସ ହେଉଛି ଜୁନ ମାସ । ଏହି ମାସ ରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟ ଶାଳି ହୋଇ ଥାଆନ୍ତି । ଏବଂ ସେମାନେ ନିଜର କାର୍ଯ୍ୟ କୁ ବହୁତ ନିଷ୍ଠା ର ସହିତ କରିଥାନ୍ତି । ଏବଂ ଏମାନେ ବହୁତ ପରିଶ୍ରମୀ ମଧ୍ୟ ଥାଆନ୍ତି । ଏମାନେ ସାକ୍ଷାତ ଲକ୍ଷ୍ମୀ ପ୍ରତିମା ହୋଇ ଥାଆନ୍ତି ।

୪- ଚତୁର୍ଥ ମାସ ହେଉଛି ସେପ୍ଟେମ୍ବର ମାସ । ଏହି ମାସ ରେ ଜନ୍ମ ନେଇ ଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି । ଏହି ମାସରେ ଜନ୍ମ ନେଇଥିବା କନ୍ୟା ବହୁତ ଶୁଭ ହୋଇ ଥାଆନ୍ତି । ଏବଂ ତାଙ୍କ ଗ୍ରହ ଚଳନ ଯୋଗୁଁ ସେମାନେ ବହୁତ ଧନ ବାନ ମଧ୍ୟ ହୋଇ ଥାଆନ୍ତି । ଏବଂ ନିଜ ଭାଗ୍ୟ ବଳରେ ସବୁ ହାସଲ ମଧ୍ୟ କରିଥାନ୍ତି ।

୫- ପଞ୍ଚମ ମାସ ହେଉଛି ନଭେମ୍ବର ମାସ । ଏହି ମାସ ରେ ଜନ୍ମ ନେଇଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି । ଏବଂ ଏମାନଙ୍କ ର ସ୍ୱଭାବ ବହୁତ ବିନମ୍ର ହୋଇ ଥାଏ । ଏବଂ ତାହା ସହ ଏମାନେ ବହୁତ ବୁଦ୍ଧି ମତି ମଧ୍ୟ ହୋଇ ଥାଆନ୍ତି । ଏହି ମାସ ରେ ଜନ୍ମ ହୋଇ ଥିବା ଝିଅ ମାନେ ଲକ୍ଷ୍ମୀ ପ୍ରତିମା ହୋଇ ଥାଆନ୍ତି । ଏବଂ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏବଂ ଶାଶୂ ଘରେ ବହୁତ ଭଲ ପାଇବା ମଧ୍ୟ ମିଳିଥାଏ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *