Bollywood ର ଏହି 5 ଅଭିନେତ୍ରୀ ଯିଏ ଧର୍ମ ବଦଳାଇ କରିଥିଲେ ବିବାହ, କିନ୍ତୁ ତିଷ୍ଟି ପାରିଲା ନାହିଁ ଗୋଟିଏ ବି ସମ୍ପର୍କ, 1 ନଂ ଯୋଡି ଥିଲେ ଲୋକଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ଆମ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଅଲଗା ଧର୍ମରେ ବିବାହ କରିଛନ୍ତି ।

ହେଲେ କିଛି ବର୍ଷ ପରେ ନିଜ ସ୍ଵାମୀଙ୍କ ଠାରୁ ଅଲଗା ମଧ୍ୟ ହୋଇଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସାମନ୍ଥା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ଅଭିନେତ୍ରୀ ସାମନ୍ଥା । ବନ୍ଧୁଗଣ ସମନ୍ଥା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ୨୦୧୭ରେ ସାମନ୍ଥା ସାଉଥର ଦିଗଜ ଅଭିନେତା ନାଗାର୍ଜୁନଙ୍କ ପୁଅ ନାଗ ଚୈତନ୍ୟଙ୍କ ସହ ବିବାହ କରିଥିଲେ । ହେଲେ ମାତ୍ର ୩ ବର୍ଷ ମଧ୍ୟରେ ଏହି ବିବାହ ଭାଙ୍ଗି ଯାଇଥିଲା ।

ଅମୃତା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅମୃତା ସିଂହ । ଅମୃତା ୯୦ ଦଶକରେ ଅନେକ ସୁପର ହିଟ ଫିଲ୍ମ କରିଥିଲେ । ଅମୃତା ବଲିଉଡ ଅଭିନେତା ସେଫ ଅଲି ଖାନଙ୍କ ସହ ବିବାହ କରିଥିଲେ ତେବେ ବନ୍ଧୁଗଣ ଅମୃତା ହିନ୍ଦୁ ଓ ସେଫ ମୁସଲମାନ ଥିଲେ । ଏହି ଦୁଇଜଣ ୨୦୦୪ରେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ।

ମଲାଇକା ଅରୋରା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା । ମଲାଇକା ବଲିଉଡ ଅଭିନେତା ଅରବାଜ ଖାନଙ୍କ ସହ ବିବାହ କରିଥିଲେ । ମଲାଇକା ହିନ୍ଦୁ ଓ ଅରବାଜ ମୁସଲମାନ ଥିଲେ । ହେଲେ କିଛି ବର୍ଷ ପରେ ଏହି ଦୁଇଜଣଙ୍କର ତଲାକ ହୋଇଗଲା ଏବେ ମଲାଇକା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ସହ ଅଛନ୍ତି ।

ନୁସାରତ ଜାହାଁ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁ । ନୁସାରତ ମଧ୍ୟ ନିଜ ଧର୍ମ ଭାଙ୍ଗି କଲିକତା ବିଜନେସ ମ୍ୟାନ ନିଖିଲ ଜୈନଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କ ବିବାହ ୨୦୧୯ରେ ହୋଇଥିଲା ଓ ୨୦୨୧ରେ ଏମାନେ ଅଲଗା ହୋଇଗଲେ ।

ଫରାହ ନାଜ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଫରାହ ନାଜ । ଫରାହ ବଲିଉଡ ଅଭିନେତା ବିନ୍ଦୁ ଦାରା ସିଂହଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ବିବାହ ଅଧିକ ବର୍ଷ ରହିନଥିଲା ଯାହାଫଳରେ ଏମାନଙ୍କର ତଲାକ ହୋଇଗଲା । ଫରାହ ବଲିଉଡ ଅଭିନେତ୍ରୀ ତବ୍ବୁଙ୍କ ଭଉଣୀ ଅଟନ୍ତି ।

Leave a Reply

Your email address will not be published. Required fields are marked *