Bollywood ର 5 ଜଣ ଷ୍ଟାର, ଯାହାଙ୍କୁ Salman ମାରି ସାରିଛନ୍ତି ଚାପୁଡା, ଜଣେ ତ ବୁଲିପଡି ଦେଇଥିଲେ ଜବରଦସ୍ତ ଜବାବ

ନମସ୍କାର ବନ୍ଧୁଗଣ ତେବେ ସଲମାନ ଖାନଙ୍କୁ ବଲିଉଡ଼ର ଭାଇଯାନ କୁହାଯାଏ । ସଲମାନ ଖାନ ନିଜର ସଚ୍ଚୋଟ ମନ ଓ ହୃଦୟ ପାଇଁ ବଲିଉଡ ଜଗତରେ ବେଶ୍ ପରିଚିତ ଅଟନ୍ତି । ଅନ୍ୟ ପକ୍ଷରେ କହିବାକୁ ଗଲେ ସେ ନିଜର କ୍ରୋ-ଧ ପାଇଁ ମଧ୍ୟ ପରିଚିତ ଅଟନ୍ତି । କଥାରେ କୁହନ୍ତି, କ୍ରୋ-ଧ ପରମ ଚା-ଣ୍ଡା-ଳ । ସଲମାନ ନିଜର କ୍ରୋ-ଧକୁ ନି-ୟ-ନ୍ତ୍ର-ଣରେ ରଖିପାରନ୍ତି ନାହିଁ । ତାଙ୍କର ଏହି କ୍ରୋ-ଧ ପାଇଁ ସେ ବେଳେବେଳେ ବା-ଦ-ବି-ବା-ଦରେ ଫ-ସି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ସଲମାନ ଖାନ ସହ ଯୋଡି ହେଇଥିବା କିଛି ହୃଦୟସ୍ପର୍ଶୀ କଥା କହିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ତାହା କହିବାକୁ ଯାଉଛୁ, ସଲମାନ ଖାନ କେଉଁ କେଉଁ କଳାକାର ଙ୍କୁ ଚାପୁଡ଼ା ମାରି ସାରିଛନ୍ତି । ତେବେ ଆସନ୍ତୁ ଜାଣିବା

୧- ପ୍ରଥମରେ ହେଉଛନ୍ତି ଐଶ୍ୱର୍ଯ୍ୟ ରାୟ । ତେବେ ଏକ ସମୟ ଥିଲା ଯେତେବେଳେ ଐଶ୍ୱର୍ୟା ଏବଂ ସଲମାନ ଖାନ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ କିନ୍ତୁ ସଲମାନ ଖାନ ଅଧିକ କ୍ରୋ-ଧି ସ୍ୱଭାବର ବ୍ୟକ୍ତି ଥିଲେ ଏବଂ ଦିନେ ସେ ଐଶ୍ୱର୍ୟା ରାୟଙ୍କୁ ଚା-ପୁ-ଡ଼ା ମା-ରି ଦେଇଥିଲେ । ଯାହା ପରଠାରୁ ଦୁହିଁଙ୍କ ସମ୍ପର୍କରେ ଫା-ଟ ସୃଷ୍ଟି ହୋଇ ଯାଇଥିଲା ।


୨- ଦ୍ଵିତୀୟ ରେ ହେଉଛନ୍ତି ଅଭିନେତା ସାହାରୁଖ ଖାନ । ତେବେ ସଲମାନ ଖାନ ଏବଂ ସାହାରୁଖ ଖାନ ୯୦ ଦଶକରେ ଭଲ ବନ୍ଧୁ ଭାବେ ପରିଚିତ ଥିଲେ । ଦୁହେଁ ହିଁ ପ୍ରତ୍ୟେକ ମଉକା (ଇଭେଣ୍ଟରେ)ରେ ଏକା ସାଥିରେ ନଜର ମଧ୍ୟ ଆସୁଥିଲେ । କିନ୍ତୁ ଏକ ପାର୍ଟି ରେ ସାହାରୁଖ ଐଶ୍ୱର୍ଯ୍ୟ ଙ୍କ ବିଷୟ ରେ କଥା ହେବା ଏବଂ ଦୁହିଁଙ୍କ ଭିତରେ ମତାନ୍ତର ହେବା ଯୋଗୁ ସଲମାନ ତାଙ୍କୁ ଥା-ପ-ଡ଼ ମା-ରି-ଦେଇଥିଲେ । ଯାହା ପରଠାରୁ ଏମାନଙ୍କ ମଧ୍ୟରେ ଶତ୍ରୁତା ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଏମାନଙ୍କ ମଧ୍ୟରେ ପୁଣିଥରେ ବନ୍ଧୁତ୍ଵ ସୃଷ୍ଟି ହୋଇ ସାରିଛି ।


୩- ତୃତୀୟ ରେ ହେଉଛନ୍ତି ସଲମାନ ଖାନ ଏବଂ କୈଟରିନା କୈଫଙ୍କ ପ୍ରେମର ଚର୍ଚ୍ଚା ଗୋଟିଏ ସମୟରେ ସୋ-ସି-ଆ-ଲ ମି-ଡି-ଆ-ରେ କ୍ଷିପ୍ର ଗତିରେ ଭା-ଇ-ରା-ଲ ହେବାରେ ଲାଗିଥିଲା । ଏହା କୁହାଯାଉ ଥିଲା କି ସଲମାନ ଖାନ ଅଭିନେତ୍ରୀ କୈଟରିନା କୈଫଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ଦିନେ ସଲମାନ ଖାନଙ୍କୁ କଣ ହୋଇଥିଲା କେଜାଣି ସେ କୈଟରିନା କୈଫଙ୍କୁ ଗୋଟିଏ ଚା-ପୁ-ଡା ମା-ରି ଦେଇଥିଲେ ।


୪- ଚତୁର୍ଥ ରେ ହେଉଛନ୍ତି ରଣବିର କପୂର । ତେବେ ରଣବିର ଯେତେବେଳେ ଫିଲ୍ମ ରେ ଆସି ନଥିଲେ ଏବଂ ସଲମାନ ମଧ୍ୟ ତାଙ୍କୁ ଜାଣି ନଥିଲେ । ସେତେବେଳେ ଦୁହେଁ ଏକ ପବ ରେ ଦେଖା ହୋଇଥିଲେ ଏବଂ ଦୁହିଁଙ୍କ ଭିତରେ କଥାବାର୍ତ୍ତା କେତେବେଳେ ଯୁ-କ୍ତି ତ-ର୍କ ହୋଇ ଗଲା ଜଣା ପଡିଲା ନାହିଁ ଏବଂ ସଲମାନ ତାଙ୍କୁ ଚା-ପୁ-ଡ଼ା ମାରିଥିଲେ ତେବେ ପରେ ସଲମାନ ଋଷି କପୂର ଏବଂ ସମସ୍ତ ଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।


୫- ପଞ୍ଚମ ରେ ହେଉଛନ୍ତି ଅଭିନେତା ଏବଂ ନିର୍ଦେଶକ ସତୀଶ କୌଶିକ । ତେବେ ସିନେମା ତେରେ ନାମ ର ସୁ-ଟିଂ ସମୟରେ ସଲମାନ ଏବଂ ସତୀଶ ଙ୍କ ଭିତରେ କିଛି ସିନ ପାଇଁ ଯୁ-କ୍ତି ତ-ର୍କ ହୋଇଥିଲା ଏବଂ ସଲମାନ ରା-ଗି-କି ତାଙ୍କୁ ଏକ ଚା-ପୁ-ଡ଼ା ମା-ରି-ଦେଇଥିଲେ ।

6- ଜନ ଅବ୍ରାହମ- ଜନ ଅବ୍ରାହମ ଓ ସଲମାନ ଖାନ ମଧ୍ୟରେ କୈଟରୀନା କୈଫଙ୍କୁ ନେଇ ବିବାଦ ହୋଇ ଥିଲା । କହିବାକୁ ଗଲେ ଗୋଟିଏ ଆୱର୍ଡ ଫଂକ୍ଶନରେ ସଲମାନ ଖାନ କୈଟରୀନା କୈଫଙ୍କ ମୋବାଇଲ ଚେକ କରୁଥିଲେ ଓ ଏହା ମଧ୍ୟରେ ତାଙ୍କ ଫୋନରେ ଜନ ଅବ୍ରାହମଙ୍କ ଫୋନ ନମ୍ବର ମିଳିଲା ତ ରା-ଗରେ ଆସି ସଲମାନ ଖାନ ଜନ ଅବ୍ରାହମଙ୍କ ଉପରେ ହାତ ଉଠାଇ ଦେଇ ଥିଲେ । ଏହା ପରେ ଜନ ଅବ୍ରାହମ ବି ସଲମାନ ଖାନଙ୍କୁ ଏକ ଚା-ପୁ-ଡା ମା-ରି ଦେଇଥିଲେ । ଏହା ପର ଦୁଇ ଜଣ ପରସ୍ପରକୁ ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *