ଅବିକଳ ଏକା ପରି ଦେଖା ଯାଆନ୍ତି ଏହି 5 ଜଣ Bollywood Star ଙ୍କ ଡୁପ୍ଳିକେଟ, 4 ନମ୍ବର ଙ୍କୁ ଦେଖିଲେ ତ ଆପଣ ମଧ୍ୟ ଧୋକା ଖାଇଯିବେ

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ଏହି ଦୁନିଆ ରେ ଏକା ଭଳି ଦେଖାଯାଉଥିବା ସାତ ଜଣ ଲୋକ ଥାଆନ୍ତି ଅର୍ଥାତ ଯାହାକୁ ହମସକଲ କୁହାଯାଏ । ତେବେ ଯଦି ଆପଣଙ୍କ ଆଗରେ ଆପଣଙ୍କ ହମସକଲ କିମ୍ବା ଡୁପ୍ଲିକେଟ ସାମ୍ନା କୁ ଆସିଯିବ ତେବେ ଆପଣଙ୍କ ରିଆକ୍ସନ କଣ ରହିବ । ନିଶ୍ଚିତ ଭାବରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ସେହି ଭଳି ବଲିଉଡ ରେ ମଧ୍ୟ କିଛି ଏଭଳି କଳାକାର ଅଛନ୍ତି ଯେଉଁ ମାନଙ୍କ ର ଡୁପ୍ଲିକେଟ କୁ ଦେଖିବାକୁ ମିଳିଥାଏ । ତେବେ କିଛି ଡୁପ୍ଲିକେଟ କୁ ଆପଣ ମାନେ ଦେଖିଥିବେ ଯିଏ କି ସିନେମା ରେ କାମ ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ବଲିଉଡ ର ସେହି କିଛି ଡୁପ୍ଲିକେଟ ଙ୍କ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ଶାହାରୁଖ ଖାନ ଯାହାକୁ ବଲିଉଡ ର କିଙ୍ଗ,ବାଦଶାହା କୁହାଯାଏ । ତେବେ ଶାହାରୁଖ ଅନେକ ଲୋକଙ୍କ ର ପ୍ରଥମ ପସନ୍ଦ ମଧ୍ୟ ତେବେ ଆପଣ ଏହି ଫୋଟୋ ରେ ଶାହାରୁଖ ଙ୍କ ଡୁପ୍ଲିକେଟ କୁ ଦେଖି ପାରୁଥିବେ ଯିଏ କି ବିଲ୍କୁଲ ତାଙ୍କ ଭଳି ଦେଖିବାକୁ ତେବେ ଏହି ଡୁପ୍ଲିକେଟ ତାଙ୍କୁ ସୁଟିଂ ସେଟ ରେ ହିଁ ଦେଖିଥିଲେ କିନ୍ତୁ ସେ ଏତେ ସଫଳତା ହାସଲ କରି ପାରି ନଥିଲେ ।

୨- ଦ୍ଵିତୀୟ ରେ ହେଉଛନ୍ତି ବାହୁବଳୀ ପ୍ରଭାସ । ତେବେ ସାଉଥ ଏବଂ ବଲିଉଡ ସବୁଆଡେ ପ୍ରଭାସ ଙ୍କ ଚର୍ଚ୍ଚା ହୋଇଥାଏ । ତେବେ ପ୍ରଭାସ ଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି । ତେବେ ଆପଣ ଯେଉଁ ଫୋଟୋ ରେ ପୁଅ ଟି କୁ ଦେଖୁଛନ୍ତି ସେ ହେଉଛି ପ୍ରଭାସ ଙ୍କ ଡୁପ୍ଲିକେଟ ଯାହାଙ୍କ ନାମ କିରଣ ରାଜ ତେବେ ସେ ବର୍ତ୍ତମାନ ସାଉଥ ର କିଛି ଧାରାବାହିକ ଏବଂ ସିନେମା ରେ ମଧ୍ୟ କାମ କରୁଛନ୍ତି ।

୩- ତୃତୀୟ ରେ ହେଉଛନ୍ତି ସୈଫ ଅଲ୍ଲୀ ଖାନ । ତେବେ ସୈଫ ଙ୍କୁ ଆପଣ ମାନେ ନିଶ୍ଚିତ ଭଲ ଭାବରେ ଜାଣିଥିବେ ସେ ଜଣେ ସଫଳ ବଲିଉଡ ର ଅଭିନେତା । ତେବେ ଏହି ଫୋଟୋ ରେ ଆପଣ ତାଙ୍କ ଡୁପ୍ଲିକେଟ କୁ ଦେଖି ପାରିବେ ଯିଏ କି ଏକ ଗ୍ୟାସ ଷ୍ଟେସନ ରେ କାମ କରନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ସଲମାନ ଖାନ । ତେବେ ବଲିଉଡ ର ଭାଇଯାନ ଭାବରେ ପରିଚିତ ସଲମାନ ଖାନ ନିଜର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ବାସ କରିଛନ୍ତି । ତେବେ ଆପଣ ମାନେ ତାଙ୍କ ଡୁପ୍ଲିକେଟ କୁ ଦେଖିଲେ ନିଜେ ହିଁ ଆଶ୍ଚର୍ଯ୍ୟ ହୋଇଯିବେ ଯାହା ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ।

୫- ପଞ୍ଚମ ରେ ହେଉଛନ୍ତି ଦେବାନନ୍ଦ । ତେବେ ଦେବାନନ୍ଦ ହେଉଛନ୍ତି ଜଣେ ମହାନ କଳାକାର ଯିଏ କି ନିଜର ଅଲଗା ଏକ ନୂତନ ଅନ୍ଦାଜ ରେ ଲୋକ ମାନଙ୍କ ହୃଦୟ ରେ ବାସ କରିଛନ୍ତି ତେବେ ଆପଣ ମାନେ ଏହି ଫୋଟୋ ରେ ତାଙ୍କ ଡୁପ୍ଲିକେଟ କୁ ଦେଖି ପାରୁଥିବେ ତାଙ୍କ ନାମ କିଶୋର ଭାନୁଶାଳୀ ଯିଏ କି ନିଜେ ଜଣେ ଅଭିନେତା ।

Leave a Reply

Your email address will not be published. Required fields are marked *